Latest Odisha News

BREAKING NEWS

Browsing Category

ସହର

City

ଆହୁରି ସହଜ ହେବ ଜଗା ଦର୍ଶନ, ପୁରୀକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଗୁଡିକ ଜିଲ୍ଲା ସଦରମହକୁମା ରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ ମାନଙ୍କ…

ଧରାପଡିଲେ ଆପାର୍ଟମେଣ୍ଟ ଲୁଟେରା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସର ନିଦ ହଜାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍‌ ଲୁଟେରା ‌। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ…

ରାଜ୍ୟ ମୋର୍ଚ୍ଚା ପ୍ରଭାରୀଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି…

ଓଡିଶାରୁ ରାମଲଲାଙ୍କ ପାଇଁ ଅଯୋଧ୍ୟା ଗଲା ଅହିଂସା ସିଲ୍କ ଖଣ୍ଡୁଆ ପାଟ

ଭୁବନେଶ୍ୱର: ଉଠୁଛି ପଡୁଛି ଅଯୋଧ୍ୟା ନଗରୀ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଭବ୍ୟ ରାମମନ୍ଦିରରେ ବିରାଜିବେ ପ୍ରଭୁ ରାମଲାଲା । ସାରା ବିଶ୍ଵ ଦେଖିବା ପ୍ରଭୁ ଶ୍ରୀ ରାମଙ୍କ ଆଗମନର ଉତ୍ସବ । ସେଥିପାଇଁ ଦେଶର ସବୁ କୋଣ ଅନୁକୋଣରେ ଏବେ ଉତ୍ସବର ମାହୋଲ । ପ୍ରଭୁ ରାମଙ୍କ ଭକ୍ତିରେ ଦେଶବାସୀ ।…

ଫେକ୍‌ ଆକାଉଣ୍ଟ ମାମଲା: ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ

ଭୁବନେଶ୍ବର: ଫେକ୍‌ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍‌ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି । ଗରିବ ଓ ଅପାଠୁଆ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି ତାଙ୍କ ନାଁ ରେ ଆକାଉଣ୍ଟ ଖୋଲି ବେଆଇନ…

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରଫ ଜବତ, ୨ ଗିରଫ

ଭୁବନେଶ୍ବର: ବିପୁଳ ପରିମାଣର କଫ ସିରପ ଜବତ କଲା ନୟାପଲ୍ଲୀ ପୋଲିସ । ୧୬୮୦ ଟି ବୋତଲ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହିମା ନଗର ଗାଢକଣ ର ଜଗନ୍ନାଥ ଜେନା ଓରଫ ଜଗନ (୪୭) ଓ ସାଲିଆ ସାହି ବସ୍ତିର ଅନିଲ କୁମାର ନାୟକ ଓରଫ ଅଞ୍ଛୁ (୨୫) ।…

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ

ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ । ଖବର ମୁତାବକ,…

କତାରରେ ଫସିଛନ୍ତି ୪ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାର…

ଓଲ୍ଡଟାଉନ୍ ରୁ ସୂନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସୂନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ରହୁଛନ୍ତି । ଏକ ଗ୍ରୋସରୀ ଦୋକାନରେ ପସି…

ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା: ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ସହ ମଦ ଦୋକାନ ବନ୍ଦ ପାଇଁ ବିଜେପିର ଦାବି

ଭୁବନେଶ୍ବର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏଥିପାଁଇ ଓଡିଶାରେ ଛୁଟି ଘୋଷଣା କରିବାକୁ ବିଜେପି ଦାବି କରିଛି । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛି ବିଜେପି । ୫ ଶହ…