Latest Odisha News
Browsing Category

ପୁରୀ

Puri

ଶ୍ରୀମନ୍ଦିରରେ ଦଶହରାର ସ୍ୱତନ୍ତ୍ର ନୀତି

ପୁରୀ : ଆଜି ଦଶହରାରେ ସବୁଠି ଚାଲିଛି ପୂଜାର୍ଚ୍ଚନା । ସେହିଭଳି ଶ୍ରୀମନ୍ଦିରରେ ଦଶହରାରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ତେବେ ପ୍ରତିବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ କରୁଥିବା ବେଳେ…

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି , ଦୀପାବଳି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ : ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି ବା ଗାଇଡଲାଇନ । କେଉଁ କେଉଁ ଦିନ ମନ୍ଦିର ବନ୍ଦ ରହିବ ତା ଉପରେ ରହିଛି କଟକଣା। ପରିବର୍ତ୍ତିତ ଗାଇଡ ଲାଇନ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା । ଦଶହରା ପାଇଁ ଆସନ୍ତା କାଲି…

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ପୁରୀ : ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଗଣେଶ୍ୱରପୁର ପଞ୍ଚାୟତ ଲୁଣଭାର ଗାଁ ପୋଖରରୀରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଖରରୀରେ ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀ ଗୋପ ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଁଚି…

ଗୋଷାଣୀ ଯାତ୍ରାରେ କଟକଣା

ପୁରୀ: ଗୋଷାଣୀ ଯାତ୍ରାରେ ଲାଗିଲା  କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ହେବାକୁ ଥିବା ଗୋଷାଣୀ ଯାତ୍ରା ଉପରେ ଲାଗିଲା କଟକଣା । ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମେଢ ଦେଖିବାକୁ ଶ୍ରଦ୍ଧାଳୁଙ୍କ…

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ ,୪ ଗୁରୁତର

ପୁରୀ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଖାଲକଟାପାଟଣା ଠାରେ ଟ୍ରାଭେରା ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହେଶ୍ୱର ମହାନ୍ତି ଓ…

ଦଶହରାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଚଳିତ ବର୍ଷ ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ଶନିବାର ଦିନ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ । ଭସାଣୀ ପାଇଁ ମଧ୍ୟାହ୍ନ ୧୨ଟା ପରଠୁ ବନ୍ଦ ରହିବ ଦର୍ଶନ । ଦଶହରାରେ ଶ୍ରୀଜିଉଙ୍କ ସୁନାବେଶ କରାଯିବ ।  ଦୁର୍ଗାପୂଜା ଭସାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ…

ମା’ ବିମଳାଙ୍କ ମହାଷ୍ଟମୀ ପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଅଧିଷ୍ଟାତ୍ରୀ ଦେବୀ ମା’  ବିମଳାଙ୍କ ଆଜି ପବିତ୍ର ମହାଷ୍ଟମୀ । ଷୋଡଶ ଉପଚାର ସହ ହେଉଛି ମା’ ଙ୍କ ଗୁପ୍ତ ପୂଜାନୀତି । ଆଜି  ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି । ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରରେ ଅଷ୍ଟଶକ୍ତିପୀଠ ସହିତ ସମସ୍ତ ଗୋଷାଣିଙ୍କ…

ମା’ମଙ୍ଗଳାଙ୍କ ମହିଷାମର୍ଦ୍ଦିନୀ ବେଶ

କାକଟପୁର: ମା’ଙ୍କର ଚାଲିଛି ଷୋଡଶ ଉପଚାରରେ ପୂଜା। ଅନ୍ୟ ସ୍ଥାନ ଭଳି କାକଟପୁରରେ ମା’ ମଙ୍ଗଳାଙ୍କ ପୂଜା ରୀତିନୀତିର ସହ କରାଯାଉଛି । ଷୋଡଶ ଉପଚାର ପୂଜା ଷୋଡଦିନାତ୍ମକ ଜାରିରହିଥିଲା ବେଳେ ନବପତ୍ରିକା ଠାରୁ ଚଣ୍ଡୀପୁରାଣ ମତ ଅନୁଯାଇ ମା’ଦୁର୍ଗାଙ୍କ ନଅ ଗୋଟି ସ୍ୱରୂପକୁ ଆବାହନ କରାଯାଇ ସେହି…

ବାଲୁକା ଚିତ୍ରକଳାରେ ମହାସପ୍ତମୀ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା…

ପୁରୀରେ ନେତପିଲା ପରମ୍ପରା, ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ନେତପିଲା ପରମ୍ପରା | ପୁରୀ ଶ୍ରୀମନ୍ଦିରର ସେବାୟତ ପରିବାରରେ ଶାରଦୀୟ ଦୁର୍ଗାପୂଜା ସମୟରେ ଦେଖିବାକୁ ମିଳିଥାଏ ନେତ ପିଲା ପରମ୍ପରା | ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲିଆସୁଛି |…