Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି ମିଶନ ଶକ୍ତି କାଫେ, ମିଳୁଛି ବିଭିନ୍ନ ପ୍ରକାରର ଘରୋଇ ସୁସ୍ୱାଦୁ ଖାଦ୍ୟ

ଯାଜପୁର: ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ଶକ୍ତି ହେଲେ ମହିଳା । ସେହି ମିଶନ ଶକ୍ତି ଜରିଆରେ ରାଜ୍ୟର କୋଣ ଅନୁକୋଣରେ ଗ୍ରାହକ ପର୍ଯ୍ୟଟକଙ୍କ ଚାହିଦାକୁ ଲକ୍ଷ୍ୟକରି ଲୋକାର୍ପିତ ହେଉଛି ମିଶନ ଶକ୍ତି କାଫେ । ମହିଳା ମାନେ ହିଁ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ତାରକା ହୋଟେଲର…

କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର, ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

ଯାଜପୁର: କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର । ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା ଗାଁ, ବାଲିସାହି, ବାଲିଚନ୍ଦ୍ରପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ ଲୋକଙ୍କ ଆକାଉଣ୍ଟକୁ ଆସିଛି ହଜାର ହଜାର ଟଙ୍କା ।…

ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ରାଜ୍ୟର କୋଣ ଅନୁକୋଣ

ଯାଜପୁର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ଶ୍ରୀକୃଷ୍ଣ ଭଗବାନ । ଏନେଇ ସବୁଠି ଉତ୍ସାହ ଉଲ୍ଲାସ । କୃଷ୍ଣ ପ୍ରେମରେ ଭିଜିଛନ୍ତି ଭକ୍ତ । ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି ସହ ଚାଲିଛି ପୂଜାର୍ଚ୍ଚନା । ପ୍ରଭୁ ଶ୍ରୀକୃଷ୍ଣଙ୍କ…

ଦୃଢ ଇଛାଶକ୍ତି ଆଗରେ ହାରମାନିଛି ଅକ୍ଷମତା,ଡାକ୍ତର ହେବେ ଦିବ୍ୟାଙ୍ଗ ଛାତ୍ର ସଂଗ୍ରାମ

ଯାଜପୁର: କଥାରେ ଅଛି ଦୃଢ ଇଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାରମାନେ ସମସ୍ତ ପ୍ରତିକୂଳତା । ମନରେ ଅନେକ ଆଶା ଆଉ ଅନେକ ସ୍ୱପ୍ନ । ଜୀବନ ଥିଲେ ତ ସମସ୍ୟା ଅଛି । ଆଉ ସେହି ସମସ୍ୟାକୁ ପାର କରି ନିଜର କର୍ତ୍ତବ୍ୟ କରିବାର ଅଛି । ଭଗବାନଙ୍କ ଇଚ୍ଛା ବିରୋଧରେ ସିନା ଯାଇପାରିବାନି ହେଲେ…

ପିହୁ ନିଖୋଜ ହେବା ପରଠୁ ‘ରାକ୍ଷୀ ପୁର୍ଣ୍ଣିମା’ ପାଳୁନାହାଁନ୍ତି ପରିବାର ଲୋକେ

ଯାଜପୁର: ଆସୁଛି ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ପବିତ୍ର ବନ୍ଧନର ପର୍ବ ରକ୍ଷା ବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା । ଏହା ପ୍ରତ୍ୟେକ ଭାଈ ଓ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ବ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନ୍ଧେ ।  ଭଉଣୀ ଯେତେ ଦୂରରେ ଥିଲେ ବି ଭାଈ ପାଖକୁ ଚାଲିଆସେ…

ରେଳ ଧାରଣା ପାର ହେଉଥିଲା ଟ୍ରାକ୍ଟର, ପିଟି ଦେଲା ଟ୍ରେନ୍

ଯାଜପୁର:ଦାନଗଦୀ ବ୍ଲକ ଗୋଡିଗୋଠ ଡଙ୍କାଗାଡିଆ ନିକଟରେ ଅଭାବନୀୟ ଘଟଣା, ଫାଟକ ବିହୀନ ରେଳଧାରଣା ରାସ୍ତା ପାର ହେଉଥିବାବେଳେ ଟ୍ରାକ୍ଟର କୁ ଧକ୍କାଦେଲା ଟ୍ରେନ୍, ଟ୍ରାକ୍ଟର ଡ୍ରାଇଭର ସାମାନ୍ୟ ଆହତ। ସୂଚନା ମୁତାବକ ଆଜି ସକାଳ ସମୟରେ ଡ୍ରାଇଭର ଜଣକ ଅସାବଧାନତା ବଶତଃ ଟ୍ରାକ୍ଟର ନେଇ…

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ: ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ…

ଯାଜପୁର: ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ସେହି ବୀର ଯବାନ ମାନଙ୍କୁ ବଡ ଭାଇର…

ମହିଳାଙ୍କୁ ଖାଇଦେଲା କୁମ୍ଭୀର: ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଯାଜପୁର: କୁମ୍ଭୀର ଆକ୍ରମଣରେ ମହିଳା ମୃତ। ବିରୂପା ନଦୀରେ ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର । ଯାଜପୁର ବରୀ ବ୍ଲକ ଅମଠପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍, ଯାତାୟାତ ବଧାପ୍ରାପ୍ତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ନିକଟ NH-୧୬ରେ ଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା…

ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି…