Latest Odisha News
Browsing Category

କୋରାପୁଟ

Koraput

[ଭିଡିଓ] ଚାହୁଁ ଚାହୁଁ ଜଳିଗଲା ଟ୍ୟାଙ୍କର ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କୋରାପୁଟ : ବୋରିଗୁମ୍ମା –କୋଟପାଡରେ ଅଘଟଣ । ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ । ବୋରିଗୁମ୍ମା କୋଟପାଡ ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି ।ଖବର ପାଇ ଅଗ୍ନିସମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି…

ପଟ୍ଟାଙ୍ଗିରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ହାରିଲେ ସର୍ବଦଳୀୟ ପ୍ରାର୍ଥୀ

କୋରାପୁଟ: ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର । ଜିତିଲେ ସ୍ୱାଧୀନ ପ୍ରାର୍ଥୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଜୋନ୍-୧ରେ ଜିତିଲେ କୋଟିଆ ଝିଅ ଟିକାଇ ଗେମେଲ । ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସର୍ବଦଳୀୟ ପ୍ରାର୍ଥୀ…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ,୪ଟି ସ୍ଥାନରେ ଚାଲିଛି ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା…

ଭୋଟ୍ ବାକ୍ସ ଆଣିଲା ବେଳେ ଓଲଟିଲା ଜିପ୍, ୩ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଭୋଟ ସାରି ଫେରୁଥିବା ସମୟରେ ଏକ କମାଣ୍ଡର ଜିପ ଓଲଟି ପଡ଼ିଥିଲା । ଜିପ୍ ଓଲଟି ପଡିବାରୁ ଜିପରେ ଥିବା ୩ ଜଣ ପୋଲିଂ ପାର୍ଟିର କର୍ମଚାରୀ ଆହତ ହୋଇଛନ୍ତି। ବ୍ଲକର ପିପଳପଦର ପଞ୍ଚାୟତର କେସ୍କାପାଡି ଠାରେ ନିର୍ବାଚନ ସାରି ଫେରୁଥିବା ଜିପ୍…

ଘାଟିରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଜୟପୁର: ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ଜୟପୁର ନିକଟ ଘାଟିରେ ଭାରସାମ୍ୟ ହରାଇ ଏଲପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ନିର୍ଗତ ହେଉଥିବା ଜଣା ପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।।  ଡ୍ରୋନ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି ।ଏହି ଚଢାଉରେ ୫ ଜଣ…

ଗ୍ୟାରେଜରେ ମରାମତି ହେବାକୁ ଥିବା ଗାଡି ଜଳିପୋଡି ପାଉଁଶ

କୋରାପୁଟ :  ହୁତୁହୁତୁ ହୋଇ ଜଳିପୋଡି ପାଉଁଶ ହେଇଗଲା ଗାଡି । ସମସ୍ତଙ୍କ ଆଖି ସାମ୍ନାରେ ମରାମତି ହେବାକୁ ଥିବା ସମସ୍ତ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛିା ନାରାୟଣପାଟଣାରେ ଏପରି ଅଭାବନୀୟ ଘଟଣା ଘଟିଛି । ନାରାୟଣପାଟଣା ସଦର ପୋଷ୍ଟ ଅଫିସ ଆଗରେ ଜଣେ ବ୍ୟକ୍ତିଙ୍କ ମୋଟରସାଇରେଲ ଗ୍ୟାରେଜରେ…

ବୋରିଗୁମ୍ମାରେ ନିର୍ବାଚନୀ ହିଂସା , ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାତ୍ମକ ଆକ୍ରମଣ ଅଭିଯୋଗ

କୋରାପୁଟ  : ବୋରିଗୁମ୍ମାରେ ନିର୍ବାଚନୀ ହିଂସାକାଣ୍ଡ ।ବୋରିଗୁମ୍ମା ବ୍ଲକ କସାଗୁଡା ଗାଁରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ହସ୍ପିଟାଲରେ ଭର୍ତି…

କୋଟିଆ ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ତାଲିକା ସଂଗ୍ରହ ପାଇଁ ପଟାଙ୍ଗିରେ ଆନ୍ଧ୍ର ଟିମ୍

କୋଟିଆ: ଆଉ କିଛି ଦିନ ପରେ କୋଟିଆରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୈତିକ ବିଚାର ବିମର୍ଷ ଚାଲିଥିବା ବେଳେ ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ସୁପ୍ରିମକୋର୍ଟରେ ମାମଲାର…