ନୂଆପଡ଼ାର ରତ୍ନ ଯଶୋଦା: ୧୬ବର୍ଷ ବୟସରୁ ବାଲ୍ୟ ବିବାହ ବିରୋଧରେ ସାଜିଛନ୍ତି ବାର୍ତ୍ତା ବାହକ

ନୂଆପଡ଼ା: ଯଶୋଦା ପାଣ୍ଡେ । ବୟସ ୨୧ବର୍ଷ । ଘର ନୂଆପଡ଼ା ଜିଲ୍ଲାରେ । ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓ ଇଲାକାର ହଳଦୀ ଗାଁର ଝିଅ ଯଶୋଦା । ତାଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ବାଲ୍ୟ ବିବାହ ବିରୋଧରେ...

ଖଡିଆଳ ପୋଲିସକୁ ସଫଳତା, ୫ ଡକାୟତ ଗିରଫ, ଲୁଟ୍ ଅଳଙ୍କାର ଜବତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲୁଟ୍ ହୋଇଥିବା ଟଙ୍କା ଓ ଅଳଙ୍କାର ମଧ୍ୟ ଜବତ କରିଛି । ୫ ଲୁଟେରାଙ୍କୁ ଗିରଫ କରିବା...

୧୫ କିଲୋଗ୍ରାମରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍‌ ଠାବ

ନୂଆପଡ଼ା: କମ୍ବିଂ ଅପରେସନ୍‌‌ ‌ବେଳେ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍‌ ଠାବ କରାଯାଇଛି।

ଦଶାହ ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ

ନୂଆପଡା: ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି...

ବାଘ ଛାଲ ଜବତ, ଦୁଇ ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୂଆପଡ଼ା: ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇ ଅଚାନକ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଦୁଇ ଜଣଙ୍କୁ ଗିରଫ ରଖାଯାଇଛି । ଜବତ ହୋଇଛି ଗୋଟିଏ କଲର ପତରିଆ ବାଘ ଛାଲ । ନୂଆପଡ଼ା ଜିଲ୍ଲା...

ଟ୍ରକକୁ ପଛରୁ ପିଟିଲା କାର୍: ଦୁର୍ଘଟଣାରେ ଜଣେ ମୃତ, ୪ ଆହତ

ନୂଆପଡା: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଇନୋଭା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵରଠାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି...

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ...

ମନ୍ଦିର ଆସୁଛନ୍ତି, ଆଳତିରେ ସାମିଲ ହୋଇ ଭକ୍ତ ହାତରୁ ପ୍ରସାଦ ଖାଉଛନ୍ତି ଭାଲୁ

ନୂଆପଡା: ଜଙ୍ଗଲି ଭାଲୁ ଯିଏ ଏକ ପ୍ରକାର ପୋଷା ଜନ୍ତୁ ପାଲଟି ଗଲେଣି। ନୂଆପଡା ରେଞ୍ଜ ସାଲିହା କଣାଭଏଁରା ଜଙ୍ଗଲ ଭିତରେ ଥିବା ରାମ ଜାନକୀ ମନ୍ଦିର ନିକଟରେ ୩ଟି ଜଙ୍ଗଲି ଭାଲୁ ମନ୍ଦିରକୁ ଆସିବା ସହ ଆଳତିରେ ସାମିଲ ହେଉଛନ୍ତି ।...
Nuapada Youth Dies 3 Days After COVID Vaccination

କରୋନା ଟିକା ନେବାର ୩ ଦିନ ପରେ ନୂଆପଡ଼ାର ଯୁବକ ମୃତ

ନୂଆପଡ଼ା: କୋଭିଡ୍ ଟିକା ନେବାର ୩ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବୁର୍ଲା ଭୀମସାରରେ ହୋଇଥିବା ଜଣାପଡ଼ିଛି । ତେବେ, ଯୁବକଙ୍କ ମୃତ୍ୟୁ ଭ୍ୟାକ୍ସିନ୍ ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି...

ହଳଦୀ ଗାଁରେ ପୁଣି ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା ୨୫।୧: ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ...

ସାହିତ୍ୟ