Latest Odisha News
Browsing Category

ନୟାଗଡ଼

Nayagarh

ନୟାଗଡ ଷ୍ଟେସନରେ ଗୁଣ୍ଡାଗିରି: ପୋଡ଼ାଜଳା ଓ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୟାଗଡ଼: ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ । ରାତିରେ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଷ୍ଟେସନରେ ଏଭଳି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଷ୍ଟେସନ ମ୍ୟାନେଜର । ଅଭିଯୋଗ ହୋଇଛି,…

୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ “ପରୀ” ମାମଲାର ଶୁଣାଣୀ ହେବ । ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଥିବା ବେଳେ ସୁପ୍ରିମ୍‌କୋର୍ଟରେ ଏହାର ତଦନ୍ତ ହୋଇ ଏପ୍ରିଲ୍ ୧୯ରେ ଶୁଣାଣି ହେବ । ପ୍ରତି ଜବାବ ଦାଖଲ ପରେ ଆଜି…

ଡିଲ୍ ବେଳେ ବାଘ ଛାଲ ଶିକାରୀ ଓ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ବାଘ ଛାଲ ରାକେଟର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ପୁଣି ଦୁଇ ଜଣ ବାଘ ଛାଲ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ ଅଞ୍ଚଳରୁ ଜଣେ ଶିକାରୀ ଓ ସହଯୋଗୀଙ୍କୁ ଗିରଫ କରାଯାଇଛି । ୪ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିବା ବେଳେ ଖବର ପାଇ ହଠାତ୍…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LVA ଟେଷ୍ଟ ନେଇ ଆଜି ଚିଲଡ୍ରେନ କୋର୍ଟରେ ଶୁଣାଣି

ନୟାଗଡ଼: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚିଲଡ୍ରେନ କୋର୍ଟରେ ହାଜର ହେବ ଗିରଫ ନାବାଳକ ଅଭିଯୁକ୍ତ । ଅନୁଗୋଳ ବାଳ ସୁଧାର ଗୃହରୁ ତାକୁ କଡ଼ା ସୁରକ୍ଷା ଭିତରେ ଆଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତର LVA ଟେଷ୍ଟ ନେଇ ସ୍ୱତନ୍ତ୍ର ତଦନ୍ତକାରୀ…

ସ୍ତ୍ରୀକୁ ମାରିବା ପାଇଁ ସ୍ୱୀମା ଦେଇଥିଲା ସୁପାରୀ, ୪ ଜଣ ଗିରଫ

ନୟାଗଡ଼: ସାତ ଜନ୍ମର ସାଥି ପାଲଟିଲା ସୈତାନ । ପରକୀୟ ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ପିଶାଚ ପାଲଟିଗଲା ସ୍ୱାମୀ । ସବୁଦିନ ପାଇଁ ସ୍ତ୍ରୀକୁ ନିଜ ରାସ୍ତାକୁ ହଟାଇ ଦେବାକୁ ଯୋଜନା କଲା । ଶେଷରେ ସୁପାରୀ କିଲର ଲଗାଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ନୟାଗଡ଼ ଜିଲ୍ଲା ଶରଣକୁଳ ବଧୂ ହତ୍ୟା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାକୁ ଅନୁଗୋଳ ବାଳ ସୁଧାର ଗୃହରୁ ଆଣିବ ପୋଲିସ । ଏସାଇଟି କରିଥିବା ଏଲଭିଏ ଟେଷ୍ଟ ଆବେଦନର ଶୁଣାଣି ରହିଛି । ସେହିପରି ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LAV ଟେଷ୍ଟର ଆଜି ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚିଲଡ୍ରେନ୍ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାର ଲେୟାର ଭଏସ୍ ଆନାଲିସ୍ ବା LVA ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନର ଆଜି ଶୁଣାଣି ରହିଛି । ସେହିପରି ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର…

ଟ୍ରାଫିକ ସଚେତନତା ସୃଷ୍ଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୋଟାର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ…

ଭୁବନେଶ୍ୱର: ଟାଫ୍ରିକ ସଚେତନତାକୁ ନେଇ ହୋଇଥିବା ଅନଲାଇନ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ନୋଟାର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ଉପଦେଷ୍ଟା ବିଜୟ ସାହୁ । ଏହି ଅବସରରେ ଏସଏମ୍‌ଇର ପ୍ରମୁଖ ସଚିବ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ…

ନିଆଁ ଆଁରେ ଚାଲିଗଲା ୬ଟି ପରିବାରର ୮ ବଖରା ଘର

ନୟାଗଡ଼: ରାତିରେ ଲାଗିଲା ନିଆଁ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଲା । ଚାହୁଁ ଚାହୁଁ ନିଆଁ ଗିଳିଦେଲା ୮ ବଖରା ଘର । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ଟି ପରିବାରର ୮ ବଖା ଘର ଜଳି ପୋଡ଼ି ଛାରଖାର । ଲକ୍ଷାଧିକ…