Latest Odisha News

BREAKING NEWS

Browsing Category

ସହର

City

ଚିତ୍ରକୋଣ୍ଡା ସମର : ସବୁ ଦଳଙ୍କ ନଜର

ଭୁବନେଶ୍ବର: ଦିନେ ମାଓଗଡ ଓ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡାରେ ହେବ ରାଜନୀତିର ରୋଚକ ଲଢେଇ । ଅନେକ ତର୍ଜମା, ବାଦ ବିବାଦ ପରେ ଘୋଷଣା ହୋଇଛି ଚିତ୍ରକୋଣ୍ଡା ପ୍ରାର୍ଥୀ । ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ୍ ଦେଇଛି ବିଜେଡି । ବିଜେପିରୁ ଡମ୍ବରୁ ସୀସା ଓ କଂଗ୍ରେସରୁ ମଙ୍ଗୁ…

ନବରଙ୍ଗପୁରରେ ଖୁଡି-ପୁତୁରା ଲଢେଇ

ଭୁବନେଶ୍ବର: ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ। ଖୁଡି କୌଶଲ୍ୟା ପ୍ରଧାନୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତ ପୁତୁରା ଦିଲ୍ଲୀପ ପ୍ରଧାନୀ କଂଗ୍ରେସରୁ ମଇଦାନକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଲୋକସଭାରୁ ୯ଥର ସାଂସଦ ହୋଇଥିଲେ ଖଗପତି ପ୍ରଧାନୀ । ତାଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ…

ରାୟଗଡା ରଣଭୂମି: କାହାର ପଲ୍ଲା ଭାରି?

ଭୁବନେଶ୍ବର: ରାୟଗଡାରୁ ଗତଥର ଜିତିଥିଲେ ରାଜ୍ୟର ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ଏଥର ରାୟଗଡାରେ ବଢୁଛି ରାଜନୈତିକ ପାରଦ । ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହେବ । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ ତ ବିଜେପିରୁ ବସନ୍ତ ଉଲାକା ଓ…

ହ୍ୟାଟ୍ରିକ କରିବେ କି କ୍ୟାପଟେନ୍ ?

ଭୁବନେଶ୍ବର : କିଏ ଜିତିବ ଜୁନାଗଡ? ବିଜେଡିରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲେ ଦିବ୍ୟଶଙ୍କର । ହେଲେ ବିବାଦ ସତ୍ତ୍ବେ ତାଙ୍କୁ ପୁଣି ଭରସା କରିଛି ବିଜେଡି । ବିଜେପିର ପାରମ୍ପରିକ ଗଡ…

ଜଳୁଛି ଓଡ଼ିଶା; ସାଢ଼େ ୨ ସୁଦ୍ଧା ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ସ୍ଥିତି ଯାହା ଥିଲା ଆହୁରି ବିଗିଡ଼ିବ। ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ ।…

୨୮ରେ ଓଡିଶା ଆସିବେ ଜେପି ନଡ୍ଡା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଆୟୋଜିତ ଏକ ସାଧାରଣ ସଭାକୁ କରିବେ ସମ୍ବୋଧିତ । ସେଠାରେ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି…

ଦିନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ, ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୩-୬ ଡିଗ୍ରୀ…

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ତାପମାତ୍ରା ସଙ୍କଟାପନ୍ନ ସ୍ତରକୁ ବୃଦ୍ଧି ପାଇଛି। ଆଜି ଅପରାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁର ଓ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି, ଆନ୍ଦୋଳନରେ ଆରଡି ବିଶ୍ୱବିଦ୍ୟାଳୟର ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଧାନୀରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ…

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର: ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସୂଚନା ଅନୁସାରେ, ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼,…

ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନପଥରେ ସର୍ଭେ ଆରମ୍ଭ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଆରମ୍ଭ ହୋଇଛି। ମେଟ୍ରୋ ରାସ୍ତାରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି। ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ସର୍ଭେ କରାଯାଉଥିବା ବେଳେ…