Home ଆଲେଖ ଛାୟାଲିପି

ଛାୟାଲିପି

ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?

ଭାଗ – ୧୧  ଓଡ଼ିଶାର ଘରେ ଘରେ ଯାହାର ଆଦର ବଢ଼ି ଚାଲିଛି ତା କ’ଣ ? ତା’ ହେଉଛି ଆପଣଙ୍କ ପ୍ରିୟ ପତ୍ରିକା ‘ଚିତ୍ରପୁରୀ’ । ଏହା ୧୯୬୬ ମସିହାର ଅକ୍‌ଟୋବର ମାସ ୨ ତାରିଖରେ ସମାଜରେ ପ୍ରକାଶିତ ବିଜ୍ଞାପନର ଲେଖା । ତୃତୀୟ...

କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪ ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର...

ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ

ଭାଗ- ୩ ୧୯୫୧ରେ ‘ସିନେ ଓଡ଼ିଶା’ ପ୍ରକାଶିତ ହେଲା ବେଳକୁ, ସାହିତ୍ୟ ଆଧାରିତ ପତ୍ରିକା ଓଡ଼ିଶାରେ ଅଧିକ ସଂଖ୍ୟାରେ ପ୍ରକାଶିତ ହେଉଛି । ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା । ଓଡ଼ିଆ ପତ୍ରିକା...

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ

ଆମ ଓଡିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶି ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା...

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା...

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ...

ସିନେ ଓଡ଼ିଶା: ଭିତୀହୀନ ନିରପେକ୍ଷ ଭାବେ

ଭାଗ-୨ ପଚାଶ ଦଶକର ଆରମ୍ଭରେ ଓଡ଼ିଶାରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ଯେଉଁ ପରମ୍ପରା ଆରମ୍ଭ ହେଲା ତାହାର ବୈଶିଷ୍ଟ୍ୟ ଥିଲା ମନୋରଞ୍ଜନ ଜଗତ ସହ ବୃହତ ପାଠକ ବର୍ଗକୁ ଯୋଡ଼ିବା । ସେ ସମୟରେ ଏତକ କରିପାରିବା କିଛି କମ୍ ଦୁଃସାହସିକ ବ୍ୟାପାର ନ...

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା...

ଚିତ୍ରପୁରୀ : ୩ଟି ସୂତ୍ର

ଭାଗ : ୧୨ ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ ।...

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫  ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ...

ସାହିତ୍ୟ