Latest Odisha News

BREAKING NEWS

Browsing Category

ମହାଶିବରାତ୍ରୀ

Mahashivaratri

ରୁଦ୍ରାକ୍ଷ ଧାରଣ କରିବାର ସଠିକ ନିୟମ…

ରୁଦ୍ରାକ୍ଷର ଅର୍ଥ ହେଉଛି ରୁଦ୍ରଙ୍କର ଅକ୍ଷ । କୁହାଯାଏ ଯେ ପ୍ରାଚୀନ କାଳରେ ଆଭୂଷଣ ରୂପରେ ସୁରକ୍ଷା , ଗ୍ରହ ଶାନ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ଲାଭ ପାଇଁ ରୁଦ୍ରାକ୍ଷ ବ୍ୟବହାର କରାଯାଏ । ଯଦି ନିୟମ ଅନୁସାରେ ରୁଦ୍ରାକ୍ଷ ଧାରଣ କରାଯାଏ ତେବେ ମନବାଞ୍ଜିତ ଫଳ ମିଳଥାଏ । ରୁଦ୍ରାକ୍ଷ ଧାରଣ…

ମହାଶିବରାତ୍ରିରେ କିପରି କରାଯାଏ ଭୋଳନାଥଙ୍କ ପୂଜାର୍ଚ୍ଚନା, ଜାଣନ୍ତୁ…

ଭୁବନେଶ୍ୱର: ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ। ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ…

ମହାଶିବରାତ୍ରିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ମହାଶିବରାତ୍ରି ପ୍ରଭୁ ଭୋଳନାଥଙ୍କ ଆଦ୍ୟ ପର୍ବ । ଏହି ମହା ରାତ୍ରୀକୁ ନେଇ କ'ଣ ରହିଛି ପୌରାଣିକ କଥାବସ୍ତୁ ଜାଣନ୍ତୁ... ଦେବଦେବ ମହାଦେବଙ୍କ ଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ…

କେବେ ଓ କାହିଁକି ପାଳନ କରାଯାଏ ମହାଶିବରାତ୍ରି…

ଭୁବନେଶ୍ୱର: ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହିଦିନ ମହାଦେବ ଶିବଙ୍କ ଆରଧାନ କରଯାଏ । ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । କାହିଁକି ପାଳନ କରାଯାଏ: ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି…

ଶିବ କିଏ ?

ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭାବାବେଗରେ, ପୁରାଣ ବର୍ଣ୍ଣିତ ୩୩ ଗୋଟି ଆରାଧ୍ୟ ଦେବାଦେବୀ ଅଛନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଛି । କୌଣସି ପୁରାଣ ଗ୍ରନ୍ଥରେ ୩୩ ଗୋଟି ଦେବାଦେବୀମାନଙ୍କର ନାମ ଆଜି ପର୍ଯ୍ୟନ୍ତ ପ୍ରମାଣସ୍ୱରୂପ ବର୍ଣ୍ଣନା କରାଯାଇ ନାହିଁ । ମାତ୍ର କେତେକ ସ୍ଥାନରେ ବିଭିନ୍ନ…

ମହାଶିବରାତ୍ରୀ: ମହାଦେବଙ୍କ ଭିନ୍ନ ବେଶଭୂଷାର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଭଗବାନ ଶିବଙ୍କୁ ସୃଷ୍ଟିର ସଂହାରକର୍ତ୍ତା କୁହାଯାଇଥାଏ । ଏହାବ୍ୟତିତ ତାଙ୍କୁ ଭୋଳନାଥ, ମହେଶ, ରୁଦ୍ର, ନୀଳକଣ୍ଠ, ଗଙ୍ଗାଧର ଭଳି ଅନେକ ନାମରେ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ୟୋତିଷଙ୍କ କହିବାନୁଯାୟୀ ଅନେକବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି…

ଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମାହାତ୍ମ୍ୟ; ଜାଣନ୍ତୁ ବ୍ରତ ପାଳନର ବିଧି…

ଭୁବନେଶ୍ୱର: ମହାନ ହିନ୍ଦୁ ପରମ୍ପରାରେ ଜାଗର ବ୍ରତ ବା ମହାଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମହିମା । ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଶିବରାତ୍ରୀ ଉପବାସ ଯୋଗୁଁ ରଜ ଓ ତମ ଗୁଣ ଦୁଇଟି ନିୟନ୍ତ୍ରିତ ହୋଇଥାଏ । ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ଅହୋରାତ୍ର ଶିବ ଉପାସନା ଏବଂ…

ମହାଶିବରାତ୍ରୀ: ରାଶି ଅନୁସାରେ କରନ୍ତୁ ଭୋଳାନାଥଙ୍କ ଆରାଧନା !

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗୁଛି । ଜ୍ୟୋତିଷଙ୍କ କହିବାନୁଯାୟୀ ବହୁବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି ଯୋଗ ଏବଂ ଶ୍ରବଣ ନକ୍ଷତ୍ର ଯୋଗ ପଡୁଛି । ଏହି ସମୟରେ…

ଭାରତର ଏହି ମନ୍ଦିରରେ ମା’ ପାର୍ବତୀଙ୍କୁ ବିବାହ କରିଥିଲେ ମହାଦେବ !

ମଦୁରାଇ: ତାମିଲନ଼ାଡ଼ୁର ମଦୁରାଇ ସହରରେ ରହିଛି ମାଆ ମିନାକ୍ଷୀଙ୍କ ମନ୍ଦିର । ଏହାର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର ।ପରିଷ୍କାର ପରିଚ୍ଛନ ମନ୍ଦିର ମାନଙ୍କର ତାଲିକାରେ ମଧ୍ୟ ଏହି ମନ୍ଦିର ଅର୍ନ୍ତଭୁକ୍ତ। ମନ୍ଦିରର ଗର୍ଭଗୃହ ପ୍ରାୟ ୩୫୦୦ ବର୍ଷ ପୁରୁଣା ବୋଲି ମଧ୍ୟ ମାନ୍ୟତା ରହିଛି।…

ମହାଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି: ସିସିଟିଭି ନଜରରେ ରହିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ମହା ଶିବରାତ୍ରିରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ସୁରୁଖୁରୁରେ ଦର୍ଶନ କରାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ…