Latest Odisha News

BREAKING NEWS

Browsing Category

ବାଣିଜ୍ୟ

ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,…

ନୂଆଦିଲ୍ଲୀ: ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା…

ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ । ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ନୂଆ ସୁଧହାର ପରିବର୍ତ୍ତେ ପୁରୁଣା ସୁଧହାର ଲାଗୁ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସ୍ୱଳ୍ପ…

ନିଲାମ ହେବ ଖଣି: ଓଡ଼ିଶାର ୧୪ କୋଲ ବ୍ଲକ୍ ନିଲାମକୁ କେନ୍ଦ୍ର ସରକାରଙ୍କ ଅନୁମତି

ଭୁବନେଶ୍ବର: ରାଜ୍ୟରେ ନିଲାମ ହେବାକୁ ଯାଉଛି ୧୪ଟି କୋଇଲା ଖଣି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୬୭ଟି କୋଇଲା ଖଣି ନିଲାମ ପାଇଁ ଅନୁମତି ମିଳିଛି । ଏଥିମଧ୍ୟରୁ ଓଡ଼ିଶାର ୧୪ଟି କୋଇଲା ଖଣି ରହିଛି । ମାଛକଟା ଓ ମହାନଦୀ କୋଇଲା ଖଣି, ତେଲି ସାହି, ଅଳକାନନ୍ଦା କୋଲ ବ୍ଲକ, ରାମଚଣ୍ଡୀ…

ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନା ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବେଦାନ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ । ଏହି ସ୍ୱତନ୍ତ୍ର…

କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ, ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ 

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ । ତିଆରି ହେବ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏନେଇ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ୫୦ ହଜାର କୋଟି ବ୍ୟୟରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ବର୍ଷକୁ ୧୨ ମିଲିୟନ ଟନ୍‌ ଷ୍ଟିଲ୍…

ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ ଶେଷ ତାରିଖ ୩୧ ମାର୍ଚ୍ଚକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଟିକସଦାତାଙ୍କ ସୁବିଧାକୁ ଆଖି ଆଗରେ ରଖି ୨୦୧୯-୨୦ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସିବିଆଇସି ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ପୂର୍ବରୁ ବାର୍ଷିକ…

ଜିଓ ଧମାକା, ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ଓ ୨ ବର୍ଷର ଅସୀମିତ ସେବା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି ‘ନୂଆ ଜିଓଫୋନ୍ ୨୦୨୧’ ଅଫର । ଏହା ଏକ ବଣ୍ଡଲ୍ଡ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓଫୋନ୍ ସହିତ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି…

ଫ୍ୟୁଚର ରିଟେଲ ଲିମିଟେଡକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଫ୍ୟୁଚର-ରିଲାଏନ୍ସ ଚୁକ୍ତିରେ ସ୍ଥିତି ବଜାୟ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆମାଜନର ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଫ୍ୟୁଚର ରିଟେଲ ଲିମିଟେଡ ଏବଂ ଅନ୍ୟମାନଙ୍କଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। ଜଷ୍ଟିସ୍ ଆର ଏଫ୍ ନରିମାନ ଏବଂ ବି ଆର ଗାଭାଇଙ୍କୁ…

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ମିଳିବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଏବେ ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ଉପଲବ୍ଧ ହେବ। ଏହା ଫେବୃୟାରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଗ୍ରାହକ ମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରୁ କିଣିିପାରିବେ । ନୂଆ …

୨୦୨୦ରେ ଏୟାରଟେଲ, ୱି ଓଡ଼ିଶାରେ ୯ ଲକ୍ଷ ଗ୍ରାହକ ହରାଇଛନ୍ତି, ଜିଓ ଯୋଡିଛି ୧୯ଲକ୍ଷ: ଟ୍ରାଇ

ଭୁବନେଶ୍ୱର: ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଗକରିଥିବା ବେଳେ ଏହି ସମୟରେ ଉଭୟ ଭାରତୀ ଏୟାରଟେଲ ଏବଂ ୱି (ଭୋଡାଫୋନ ଆଇଡିଆ) ପ୍ରତ୍ୟେକ ୯ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ…