Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

କେନ୍ଦ୍ରାପଡ଼ାର ଏହି ଚାଷୀଙ୍କୁ ଜାଣନ୍ତୁ; ମୋବାଇଲ୍ ପରାମର୍ଶରୁ କିପରି କରୁଛନ୍ତି ପ୍ରଚୁର ଫସଲ ଅମଳ !

କେନ୍ଦ୍ରାପଡ଼ା: ଏବେ ହାଇ-ଟେକ୍ ର ଯୁଗ । ଯଦି ସବୁକିଛି ଏହି ହାଇ-ଟେକ୍ ଯୁଗରେ ସମ୍ଭବ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାର ଉପଯୋଗ କରାଯାଇପାରିବ ନାହିଁ? ଏବେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ ହୋଇ ପାଣିପାଗର ପୂର୍ବାନୁମାନ କରାଯାଇ ପାରୁଛି । ଉନ୍ନତ ଜ୍ଞାନ କୌଶଳର ଉପଯୋଗରେ ଚାଷରେ…

ବିଶ୍ୱର ବୟସ୍କା ମହିଳା ପାଳିଲେ ୧୧୭ତମ ଜନ୍ମଦିବସ !

ଟୋକିଓ: ଜାପାନର କେନ ତନାକା ବିଶ୍ୱର ଜୀବିତ ବୟସ୍କା ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧୧୭ତମ ଜନ୍ମଦିନ ଇତି ମଧ୍ୟରେ ପାଳନ କରିଛନ୍ତି । ୨ ଜାନୁୟାରୀ ୧୯୦୩ରେ ଏହି ମହିଳା ଜଣକ ଜନ୍ମ ଗ୍ରହଣ କରିଥିଲେ । ଗତ ବର୍ଷ ସେ ବୟସ୍କା ମହିଳା ଭାବେ ଜିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ…

ଓଡ଼ିଶାରେ ବଢୁଛି ସବୁଜ ସମ୍ପଦ; ସୃଷ୍ଟି ହୋଇଛି ୨୭୪ ବର୍ଗ କିମି ନୂଆ ଜଙ୍ଗଲ

ଭୁବନେଶ୍ୱର: ଓଡ଼ିଶାରେ ଜଙ୍ଗଲ ଆଶାତୀତ ଭାବେ ବୃଦ୍ଧି ପାଇଛି । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ୨୦୧୭ ତୁଳନାରେ ୨୦୧୯ ରେ ଓଡ଼ିଶାରେ ଥିବା ଜଙ୍ଗଲ .୫୩ % ବୃଦ୍ଧି ଘଟିଛି । ଏହାଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ରେ ରିପୋର୍ଟ…

ମୋବାଇଲରୁ ପରାମର୍ଶ ନେଲେ; ଜାଣନ୍ତୁ ପଶୁପାଳନ କରି କିପରି ପ୍ରଚୁର ରୋଜଗାର କଲେ !

ଜଗତସିଂହପୁର: ଏବେ ହେଉଛି ହାଇ-ଟେକର ଯୁବ । ଏଯୁଗରେ ଯଦି ସବୁ କ୍ଷେତ୍ରରେ ହାଇ-ଟେକର ବ୍ୟବହାର ହେଉଛି ତେବେ ଆମେ ଚାଷରେ ଏହାକୁ କାହିଁକି ଉପଯୋଗ କରିପାରିବା ନାହିଁ? ପଶୁପାଳନ ପରି ଲାଭଜନକ ଚାଷରେ ରୋଗ ଉପଶମ ଏବଂ ଚିକିତ୍ସା ପଦ୍ଧତି ତଥା ପଶୁଧନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପରି କେତେକ…

ମାଲକାନଗିରିରେ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ‘ଜାହାଜ ସ୍କୁଲ’ !

ମାଲକାନଗିରି: ମାଲାକାନଗିରିରେ ଜାହାଜ ସ୍କୁଲ । ଏହି ଉକ୍ତି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକପ୍ରକାର ସତ । ଛାତ୍ରଛାତ୍ରୀମାନଙ୍କୁ ଦୈନିକ ସ୍କୁଲ ଆସିବା ଲାଗି ଉତ୍ସାହିତ ତଥା ଆକର୍ଷିତ କରିବା ଲାଗି ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ।…

ମୋବାଇଲ୍ ପରାମର୍ଶରେ ଝାରସୁଗୁଡ଼ାର ଏହି ଚାଷୀ ପ୍ରଚୁର ଉତ୍ପାଦନ କଲେ; କିପରି ଜାଣନ୍ତୁ…

ଝାରସୁଗୁଡ଼ା: ଅଚାନକ ପ୍ରାାକୃତିକ ବିପର୍ଯ୍ୟୟରେ ଆଜିକାଲି ଚାଷକାର୍ଯ୍ୟରେ ଅନେକ କ୍ଷୟକ୍ଷତି ଘଟୁଛି । ଯଦି ସମସ୍ତ କାର୍ଯ୍ୟରେ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ନୁହେଁ? କୃଷକମାନେ କିପରି ଏହିପରି ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳି ପ୍ରଚୁର…

ଅନାଥ ପିଲାମାନଙ୍କ ଲାଗି ଲାଇବ୍ରେରୀ ଖୋଲିଲେ ସୋନାଲୀ ବେନ୍ଦ୍ରେ…

ମୁମ୍ବାଇ: ବଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କୁନିକୁନି ନିରାଶ୍ରୟ ଅନାଥ ପିଲାମାନଙ୍କ ଲାଗି ଏକ ଲାଇବ୍ରେରୀ ଖୋଲିଛନ୍ତି । ଏନେଇ ସେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଭିଡ଼ିଓ ସେୟାର୍ କରିଛନ୍ତି । କର୍କଟ ରୋଗରେ ପୀଡ଼ିତା ଥିବା ସୋନାଲୀ କିଛିମାସ ପୂର୍ବରୁ ଚିକିତ୍ସିତ ହୋଇ ସୁସ୍ଥ…

ମୋବାଇଲ୍ ପରାମର୍ଶରେ ପ୍ରଚୁର ଦୁଗ୍ଧ ଉତ୍ପାଦନ କଲେ ଓଡିଶାର ଏହି ଗୋପାଳନ ଚାଷୀ, ଜାଣନ୍ତୁ

ଗଞ୍ଜାମ: ବର୍ତ୍ତମାନ ସମୟରେ ସବୁକିଛି ଡିଜିଟାଲ୍ ତଥା ହାଇଟେକ୍ ହେଉଥିବା ବେଳେ ସେଥିରେ ଚାଷବାସ ମଧ୍ୟ ସାମିଲ ହୋଇଗଲାଣି । ଏବେ କୃଷକ ତଥା ଚାଷୀମାନେ ମଧ୍ୟ ଇଣ୍ଟରନେଟ୍ ଏବଂ ମୋବାଇଲର ବ୍ୟବହାର କରି ଶିକ୍ଷିତ ହେବାସହ ବିଭିନ୍ନ ପରାମର୍ଶକୁ ଚାଷବାସ କାର୍ଯ୍ୟରେ ଉପଯୋଗ କରି ଅଧିକ ରୋଜଗାର ମଧ୍ୟ…

ବାଲ୍ୟବିବାହ ରୋକିବାକୁ ଅଭିନବ ପଦକ୍ଷେପ; ସୂଚନା ଦେଲେ ମିଳିବ ପୁରସ୍କାର !

ବ୍ରହ୍ମପୁର: ବାଲ୍ୟବିବାହ ରୋକିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଛି ଏକ ଅଭିନବ ପଦକ୍ଷେପ । ବାଲ୍ୟବିବାହ ହେଉଥିବା ସୂଚନାଦେଲେ, ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଜଣେ ଜିଲ୍ଲା…

ନବରଙ୍ଗପୁରର ଅକ୍ଷୟ; ଯିଏକି ଦୃଢ ଇଚ୍ଛାଶକ୍ତି ବଳରେ ହୋଇପାରିଛନ୍ତି ସ୍ୱାବଲମ୍ବୀ

ନବରଙ୍ଗପୁର: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ତଥା ନିଜର ଆତ୍ମବଳ ଦ୍ୱାରା ଯେକୌଣସି କାର୍ଯ୍ୟ ସମ୍ଭବପର ହୋଇପାରିବ । ଏହି ଉକ୍ତିକୁ ଯଥାର୍ଥତା ପ୍ରଦାନ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି । ଯିଏକି ଦିବ୍ୟାଙ୍ଗ ହୋଇ ମଧ୍ୟ ଜଣେ ମେକାନିକ୍ ଭାବେ ଆତ୍ମନିର୍ଭରଶୀଳ…