Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟରେ କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା; ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ:  ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନ କରିବେ। ପ୍ରତି ମାସରେ ଏହି ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ  ୨୦୦୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଦିଲ୍ଲୀ…

ପୁଣି ଛାଡପତ୍ର କଥାକୁ ମିଥ୍ୟା ପ୍ରମାଣିତ କଲେ ଅଭିଷେକ-ଐଶ୍ଵର୍ଯ୍ୟା, ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗରେ ଏକାଠି ଆସିଲେ…

ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ । ଏହାପୂର୍ବରୁ ଅମ୍ବାନୀ ପରିବାର ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ…

‘ହାଜର ହେବେନି ଉତ୍ତର ରଖିବେ’: କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଷ୍ଟମ ସମନ ପରେ ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଅଷ୍ଟମ ଥର ପାଇଁ ସମନ ପଠାଇଥିଲା ଇଡି । ହେଲେ ଅଷ୍ଟମ ଡାକରାକୁ ବେଆଇନ୍ ଦର୍ଶାଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପରେ ମଧ୍ୟ ସେ…

ବାଂଶୁରୀ ସ୍ବରାଜଙ୍କୁ ଆପ୍ ର ଟାର୍ଗେଟ; ବାଂଶୁରୀ ରାଷ୍ଟ୍ର ବିରୋଧୀ, ଦେଶବାସୀଙ୍କୁ କ୍ଷମା ମାଗନ୍ତୁ

ନୂଆଦିଲ୍ଲୀ:  ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗତ ଶନିବାର ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାପରେ ବିଭିନ୍ନ ଦଳ ପକ୍ଷରୁ ଚର୍ଚ୍ଚା ଚାଲିଛି । ନୂଆଦିଲ୍ଲୀ ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜଙ୍କୁ ଟିକେଟ୍…

ଲାଞ୍ଚ ନେଇ ଭୋଟ ଦେଉଥିବା ଏମପି ଓ ଏମଏଲଏଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ରଦ୍ଦ ହେଲା ୨୬ବର୍ଷ ପୁରୁଣା…

ନୂଆଦିଲ୍ଲୀ: ଯେଉଁ ସାଂସଦ ଏବଂ ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ କିମ୍ବା ଭାଷଣ ଦେବା ପାଇଁ ଲାଞ୍ଚ ନେଉଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ ନିଷ୍ପତ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । CJI କହିଛନ୍ତି ଯେ, ନରସିଂହ ରାଓଙ୍କ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ମହାନଗର ଥାନା କୁ କରାଯାଇଥିଲା । ଥାନାରେ ନିୟୋଜିତ ହେଡ କନଷ୍ଟବଳ ଏହି ଫୋନ ଉଠାଇଥିଲେ । ଯେଉଁଥିରେ ସିଏମ ଯୋଗୀଙ୍କ ବିଷୟରେ ଏପରି ଧମକ ଦିଆଯାଇଛି । ଏହି ଧମକ…

ଖାଲି ଥିବା ପଦବୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି ପିଏମ, ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ଯୁବପିଢୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ରାହୁଲ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ…

ମୁଣ୍ଡରେ ବାଡ଼େଇ ଗୋଟିଏ ମିନିଟରେ ଖୋଲିଦେଲେ ୭୭ ବୋତଲ ଠିପି; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିର ଏଇ ସୋସିଆଲ ମିଡିଆ ଯୁଗରେ ବହୁ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳୁଛି । ଯାହା ନିଜ ଆଖିରେ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଦାନ୍ତ କାମୁଡି ଦେବେ।…

ମନ୍ତ୍ରୀପରିଷଦ ବୈଠକରେ ମୋଦୀଙ୍କ ପରାମର୍ଶ, ‘ବୁଝି ବିଚାରି ମନ୍ତବ୍ୟ ଦିଅ, ବିବାଦରୁ ଦୂରେଇ ରୁହ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଭାବିଚିନ୍ତି ବୟାନ ଦେବାକୁ ଏବଂ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ…

ଇସ୍ତଫା ଦେବେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ! ନିର୍ବାଚନ ଲଢ଼ିବା ନେଇ କହିଲେ ଏଭଳି

କୋଲକାତା: କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ରାଜନୀତିରେ ଯୋଗ ଦେବା ପାଇଁ ମଙ୍ଗଳବାର (ମାର୍ଚ୍ଚ ୫) ନିଜ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ମଙ୍ଗଳବାର ବିଚାରପତି ପଦରୁ ଇସ୍ତଫା…