Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇ ମହଲା କୋଠା ଭୁଶୁଡ଼ି ଦୁଇ ମୃତ; ଜଣେ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅରଶଦ(୩୦), ତୋହିଦ୍ (୨୦) । ପୁଲିସର ସୂଚନାଅନୁସାରେ, ଦୁଇ ମହଲା  କୋଠାର ତଳ ମହଲାରେ ଜିନ୍ସ କଟିଂ କାମ…

ଗୁଗୁଲ ଭାରତକୁ ଆଣିବ ଏଆଇ ଡାକ୍ତର, ଯାହା ଏକ୍ସ-ରେ ଦେଖି ରୋଗ ଚିହ୍ନଟ କରିବ

ନୂଆଦିଲ୍ଲୀ: ପ୍ରମୁଖ ରୋଗ ଚିହ୍ନଟ କରିବା ପାଇଁ ଗୁଗୁଲ୍ ଇଣ୍ଡିଆ ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଘୋଷଣା କରିଛି । ଏଥିପାଇଁ ଗୁଗୁଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ଆପୋଲୋ ରେଡିଓଲୋଜି ଇଣ୍ଟରନ୍ୟାସନାଲ୍ ସହିତ ସହଭାଗୀ ହୋଇଛି । ଗୁଗୁଲ କହିଛି ଯେ, ଏଭଳି 'ଏଆଇ…

ଭୂକମ୍ପରେ ଥରିଲା ମହାରାଷ୍ଟ୍ର; ୧୦ ମିନିଟରେ ୨ ଝଟକା

ମୁମ୍ୱାଇ: ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ହିଂଗୋଲ । ୧୦ ମିନିଟରେ ଲଗାତାର  ଦୁଇ ଥର  ଭୂକମ୍ପ ଝଟକା ଅନୁଭୂତ ହୋଇଛି ।  ରିକ୍ଟର  ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ଥିଲା । ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ…

ସଦ୍ଗୁରୁଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର, କେମିତି ଅଛନ୍ତି?

ନୂଆଦିଲ୍ଲୀ: ଇଶା ଫାଉଣ୍ଡେସନ ତରଫରୁ କୁହାଯାଇଛି ଯେ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗୀ ବାସୁଦେବଙ୍କର ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ପରେ ମସ୍ତିଷ୍କର ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି। ଏହି ସ୍ୱେଚ୍ଛାସେବୀ ଆଧ୍ୟାତ୍ମିକ ସଂଗଠନର ପ୍ରତିଷ୍ଠାତା ୬୬ ବର୍ଷୀୟ ପ୍ରତିଷ୍ଠାତାଙ୍କ ସ୍ୱାସ୍ଥ୍ୟାବସ୍ଥା…

ରାଜନୀତିରେ ଇନ୍ଦିରାଙ୍କର ସେହି ୪ କଳାଦିନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆଉ କିଛି ଦିନ ବାକି ରହିଯାଇଛି। ଆଜିଠାରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଦେଶର ଚର୍ଚ୍ଚିତ ନିର୍ବାଚନ ତଥା ଦେଶର ଷଷ୍ଠ ଲୋକସଭା ନିର୍ବାଚନ ବିଷୟରେ ଜାଣିବାକୁ ପ୍ରୟାସ କରିବା। ଯେଉଁ ନିର୍ବାଚନ ୧୯୭୭ରେ ଅନୁଷ୍ଠିତ…

ଝାଡ଼ଖଣ୍ଡ ରାଜନୀତିରେ ତେଜୁଛି ସୋରେନ ପରିବାରର ‘ଫ୍ୟାମିଲି ଡ୍ରାମା’

ରାଞ୍ଚି: ଶିବୁ ସୋରେନଙ୍କ ପରିବାରିକ କନ୍ଦଳ ଏବେ ପଦାରେ ପଡ଼ିଲାଣି। ବଡ଼ ବୋହୂ ସୀତା ସୋରେନଙ୍କ ବିଜେପିରେ ଯୋଗଦାନ ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଏବେ ଏକ ଆରୋପ ପ୍ରତ୍ୟାରୋପ ସାମ୍ନାକୁ ଆସିଛି। ସୀତା ବିଜେପିରେ ଯୋଗଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା…

ପରକୀୟା ପ୍ରୀତିର କରୁଣ ପରିଣତି: ବିବାହିତାଙ୍କୁ ନେଇ ଫେରାର ବ୍ୟକ୍ତିଙ୍କୁ ପ୍ରବଳ ପିଟିଲେ ଓ ପରିସ୍ରା ପିଆଇଲେ

ଭୋପାଳ: ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ସତ ହେଲେ ସମାଜ ଆଜିବି ସ୍ୱୀକାର କରିନାହିଁ। ପରକୀୟା ପ୍ରୀତି ଭଳି ଘଟଣା ଯଦି ସାମ୍ନାକୁ ଆସେ ତେବେ ସମାଜ ନୁଷ୍ଠୁର ପାଲଟିଯାଏ। ଏପରିକି ସମାଜ ଉକ୍ତ ବ୍ୟକ୍ତିଙ୍କୁ ଯେକୌଣସି ଦଣ୍ଡ ଦେବାକୁ ପଛାଏ ନାହିଁ। ଜଣେ ବିବାହିତ…

ପ୍ରଧାନମନ୍ତ୍ରୀଙ୍କୁ ଖଡ଼ଗେଙ୍କ ଟାର୍ଗେଟ, କହିଲେ ‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତି ଦଳ ପରସ୍ପର ମଧ୍ୟରେ ସେତେ ଜୋରଦାର ବୟାନ ବାଜି ଚାଲିଛି। ଏହାରି ଭିତରେ ମୋଦୀଙ୍କୁ ନେଇ ମଲ୍ଲିକାର୍ଜୁନ ଖଡ଼ଗେ ଆଉ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ…

ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ: ତାମିଲସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ । ସେ ଦୁଇ ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାସହ ସେ ପୁଡୁଚେରୀର ଏଲଜି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ…

ଘରେ ପଶି ଦୁଇ ଭାଇଙ୍କୁ ହତ୍ୟାକଲା ଦୁର୍ବୃତ୍ତ, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବଦାଉନରେ ଏନକାଉଣ୍ଟର । ଦୁଇ ନାବାଳକଙ୍କୁ ହତ୍ୟା କରିବା ପରେ ଏବେ ପୋଲିସ ଏନକାଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁରୁଣା ବିବାଦକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଖବର ଅନୁସାରେ, ଅଭିଯୁକ୍ତ ସାଜିଦ ଓ ମୃତ ନାବାଳକଙ୍କ ବାପା…