Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ଲାଜମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ ନିଜର ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କରିଛନ୍ତି । Donated Plasma today after blessings of @BJP4India National President Sh @JPNadda Ji. PM Sh…

ନେପାଳର କେପି ଶର୍ମା ଓଲୀଙ୍କ ସରକାର ବଂଚାଇବା ପାଇଁ ଚୀନ ମୁଣ୍ଡ ପୂରାଇଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ସୋମବାର ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ତେବେ ଶେଷ ମୂହର୍ତରେ ଚୀନ ମୁଣ୍ଡ ପୂରାଇବା ଫଳରେ ଏବେ ବୈଠକ ବୁଧବାରକୁ ଘୁଂଚାଇ ଦିଆଯାଇଛି । ଚୀନ ଦ୍ୱାରା ନିଯୁକ୍ତ ମହିଳା ଦୂତାବସ ଅଧିକାରୀ ହାଓ ୟାନକୀ ଏଥିରେ ମୁଖ୍ୟ ଭୂମିକା…

ଅଗଷ୍ଟରେ ଆରମ୍ଭ ହେବ ‘ବେଲ ବଟମ୍‌’ର ସୁଟିଂ

ମୁମ୍ବାଇ: ଦେଶରେ କାୟା ମେଲାଇଛି କରୋନା । ଏଥିଲାଗି କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ସବୁ କିଛି ବନ୍ଦ ରହିଛି । ତେବେ ଅନ୍‌ଲକ୍‌-୧ ଏବଂ ଅନ୍‌ଲକ୍‌-୨ରେ କିଛିଟା କୋହଳ ହୋଇଛି । ଫଳରେ ବନ୍ଦ ପଡିଥିବା ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଛି । ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ…

ଚୀନକୁ ବେଖାତିର, ତାଇୱାନ-ସୋମାଲିଆଣ୍ଡ ହାତ ମିଳାଇଲେ

ତାଇପେଇ: ଆମେରିକା, ଭାରତ ସମେତ ଅନ୍ୟ ବଡ ଦେଶଗୁଡିକ ଚୀନ ବିରୁଦ୍ଧରେ ଏକତ୍ର ହେବା ଫଳରେ ତାଇୱାନ, ସୋମାଲିଆଣ୍ଡ ଭଳି ଦେଶଙ୍କ ମନରେ ସାହସ ଭରିଛି । ତାଇୱାନ ଏବେ ଚୀନର ଗୁଣ୍ଡାଗର୍ଦ୍ଦି ବିରୋଧରେ ମୁହଁ ଖୋଲିଛି । ତାଇୱାନ ଏବେ କେବଳ ଚୀନର ଚାପ ଯୋଗୁ ୧୫ ଦେଶ ସହ ସମ୍ପର୍କ ରଖିପାରିଛି । ଯାହା…

୨ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଚୀନ୍ ସେନା

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ଡ୍ରାଗନ । ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ୍ ସେନା । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି ।…

୮୫ ବର୍ଷରେ ପଦାର୍ପଣ କଲେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା, ସୈନିକ ବେଶରେ ଆସି ଭାରତରେ ଶରଣ ନେଇଥିଲେ

ନୂଆଦିଲ୍ଲୀ: ତିବ୍ଦତ.. । ଭାରତର ଉତରରେ ପାହାଡ ଉପରେ ଅବସ୍ଥାପିତ ଏହି ସ୍ଥାନ ଏବେ ଚୀନ କବଜାରେ ରହିଛି । ଏଠାକାର ଟକଷ୍ଟର ନାମକ ସ୍ଥାନରେ ୬ ଜୁଲାଇ ୧୯୩୫ରେ ଦଲାଇ ଲାମାଙ୍କ ଜନ୍ମ ହୋଇଥିଲା । ସେତେବେଳେ ତାଙ୍କ ନାମ ଲ୍ୟାହମୋ ଦୌଡୁମ୍ବେ ଥିଲା । ପ୍ରକୃତରେ ସେ ଲ୍ୟାମୋ ଦୌଡୁମ୍ବେ ବୌଦ୍ଧଙ୍କ…

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର । କରୋନା ଭାଇରସ ଯୋଗୁଁ ଏହି ଫିଲ୍ମକୁ ଥିଏଟର ନୁହେଁ ବରଂ ଅନ୍‌ଲାଇନ୍ ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାରରେ ଆସନ୍ତା ୨୪ ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମର…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଅନେକ ଦିନ ବିତି ଗଲାଣି । ତଥାପି ତାଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଏନେଇ ମୁମ୍ବାଇ ବାନ୍ଦ୍ରା ପୋଲିସ ଆଜି ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା କରିଛି । ପୋଲିସ ତାଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ…

ନିରୀହ ଜନ୍ତୁଙ୍କ ମାଂସ କାରୋବାର କରି ରୋଗ କିଣୁଛି ଚୀନ : ଭୟ ସୃଷ୍ଟି କରାଉଛି ବ୍ୟୁବୋନିକ୍ ପ୍ଲେଗ୍‌

ବେଜିଂ: ଚୀନ ଲୋକଙ୍କ ନିରୀହ ଜନ୍ତୁଙ୍କୁ ମାରି ଖାଇବା ପ୍ରବୃତି ଏବେ ମାଂସ କାରୋବାରକୁ ସେଠାରେ ବଢ଼ାଇଦେଇଛି । ଆୟ କରିବା ଲୋଗରେ ଗୋଟିଏ ପରେ ଗୋଟିଏ ରୋଗ କିଣୁଛନ୍ତି ଚୀନବାସୀ । କରୋନା ମହାମାରୀ ଯାଇ ନ ଥିବା ବେଳେ ସେଠାରେ ଏବେ ମାରାତ୍ମକ ବ୍ୟୁବୋନିକ୍ ପ୍ଲେଗ୍ ରୋଗ ଦେଖାଦେଇଛି । ୨୭ ଓ ୧୭…

[ଭିଡ଼ିଓ]: ମାଙ୍କଡ଼ ଶିକାର ପାଇଁ ଗଛରେ ଚଢିଲା ବାଘ, ତାପରେ କ’ଣ ହେଲା ଦେଖନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏପରି ଏକ ଭିଡ଼ିଓ ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ଯିବ । ହୃଦୟର ସ୍ପନ୍ଦନ ବଢିଯିବ । ଏହି ଭିଡ଼ିଓଟି ହେଉଛି ଏକ ମାଙ୍କଡ଼ ଓ ବାଘର। ଜଣେ ଖାଦ୍ୟ…