Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ୫୭୧ ନୂଆ ମାମଲା ସହ ରାଜ୍ୟରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ୫୭୧ ଜଣ ନୂଆ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଭାରତ ପରେ ଆମେରିକାରେ ବ୍ୟାନ୍ ହେବ ଟିକଟିକ୍ !

ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଥିଲା ଭାରତ । ତାଲିକାରେ ଥିଲା ଟିକଟକ୍ । ଭାରତ ପରେ ଏବେ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଆପକୁ ବ୍ୟାନ୍ କରିବା ନେଇ ଆମେରିକା…

ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର୍ ପୁଲୱାମାର ଗୁସୁର ଠାରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର…

ଭାରତ ସହ ଅଛି ଆମେରିକା ସେନା: ହ୍ୱାଇଟ୍ ହାଉସ୍ ପକ୍ଷରୁ ସଙ୍କେତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲାଗିରହିଛି ସୀମା ବିବାଦ । ଯଦିଓ ଗଲଓ୍ୱାନ ଘାଟିର ସଂଘର୍ଷ ସ୍ଥଳରୁ ପାଖାପାଖି ଦୁଇ କିଲୋମିଟର ପଛଘୁଞ୍ଚା ଦେଇଛି ଡ୍ରାଗନ୍ । କିନ୍ତୁ ପରେ ଯେ ପୁରୁଣା ରୋଗ ନବାହାରିବ କହି ହେବନି । କେବଳ ଭାରତ ନୁହେଁ ବିଭିନ୍ନ ଦେଶକୁ ନାଲି ଆଖି ଦେଖାଉଛି ଚୀନ୍ । ଏଭଳି…

ଭାରତରେ ୭ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୭,୧୯,୬୬୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ହାପି ବର୍ଥ ଡେ ମାହି: ୩୯ ବର୍ଷରେ ଧୋନି

୩୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି । ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଫ୍ୟାନଙ୍କ ସମେତ ଧୋନିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶ ବିଦେଶର କ୍ରିକେଟର । ସୋସିଆଲ୍ ମିଡିରେ ନିଜ ଫେଭରିଟ୍ କ୍ରିକେଟରଙ୍କୁ ଜନ୍ମଦିନରେ…

ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା, ୟୁଜିସିର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯାଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ…

ଦିଲ୍ଲୀ ଏମ୍ସ କୋଠାରୁ ଡେଇଁ ଜୀବନ ହାରିଲେ କୋଭିଡ୍ ପଜିଟିଭ୍ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆତ୍ମହତ୍ୟା । ଦିଲ୍ଲୀ ଏମ୍ସର ଚାରି ମହଲା କୋଠା ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ସାମ୍ବାଦିକ । ତାଙ୍କ ନାଁ ତରୁଣ ସିସୋଦିଆ । ବୟସ ୩୭ ବର୍ଷ । ଘର ଦିଲ୍ଲୀର ଭଜନପୁରାରେ । ସେ ଏକ ହିନ୍ଦୀ ପେପରରେ କାର‌୍ୟ୍ୟ କରୁଥିଲେ । ତେବେ ସେ କାହିଁକି…

ବିଶ୍ୱବିଦ୍ୟାଳୟ ପରୀକ୍ଷା କରାଇବାକୁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅନଲକ୍ ୨.୦ ବେଳେ ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ କି ନାହିଁ ? ଏହି ସସପେନ୍ସର ଅନ୍ତ ହୋଇଛି । ପରୀକ୍ଷା କରାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଗ୍ରୀନ୍ ସିଗନାଲ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଶିକ୍ଷା ସଚିବଙ୍କୁ ଚିଠି ଆସିଛି । ଯେଉଁଥିରେ ଉଲ୍ଲେଖ…

ଆସନ୍ତୁ ଜାଣିବା କେଉଁ ମଙ୍ଗୋଲିଆ ମହିଳାଙ୍କ ଗୋଡର ଲମ୍ବା ୫୨.୮ ଇଂଚ

ଚିକାଗୋ: ଚିକାଗୋରେ ରହୁଥିବା ମଙ୍ଗୋଲିଆର ରେଂଟସେନଖୋରୋଲୁ ରେନ୍ ବଡ ନାମକ ମହିଳା ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛନ୍ତି । ୨୯ ବର୍ଷୀୟା ଏହି ମହିଳାଙ୍କ ଉଚ୍ଚତା ୬ଫୁଟ ୯ ଇଂଚ ହୋଇଥିବା ବେଳେ ତାଙ୍କ ଗୋଡ ଦୁଇଟିର ଲମ୍ବ ୫୨.୮ ଇଂଚ । ଏହି ଲମ୍ବା ଗୋଡ ଯୋଗୁ ସେ ଟିକଟକ ଏବଂ ଅନ୍ୟ…