Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ପାଞ୍ଚ ରାଜ୍ୟରେ ୬୮ ପ୍ରତିଶତ ସଂକ୍ରମିତ

ନୂଆଦିଲ୍ଲୀ: ବିଶ୍ୱରେ ତୃତୀୟ କରୋନା ପ୍ରଭାବିତ ଦେଶ ଭାରତ । ପ୍ରତିଦିନ ପଜିଟିଭ କେସ୍ ବଢି ଚାଲିଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ରାଜସ୍ଥାନ । ଏହି ପାଞ୍ଚଟି ରାଜ୍ୟରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୬୮ ପ୍ରତିଶତ ଆକ୍ରାନ୍ତ…

ଦେଶରେ ବଢୁଛି କରୋନା ଚିନ୍ତା: ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୪,୨୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୯୭,୪୧୩…

ସାମାଜିକ ଦୂରତା ଭିତରେ ମହାଦେବଙ୍କୁ ଜଳଲାଗି

କରୋନା କାଳ ଭିତରେ ଆଜି ଶ୍ରାବଣର ପ୍ରଥମ ସୋମବାର । ଶୈବପୀଠରେ ଭକ୍ତଙ୍କ ଭିଡ । ହର ହର ମହାଦେବ ଧ୍ୱନିରେ କମ୍ପୁଛି ଗଗନ ପବନ । ଓମ୍ କାରା ଶବ୍ଦରେ ଝଙ୍କୃତ ହେଉଛି ସାରା ପରିବେଶ । ଭୋଳାବାବାଙ୍କ ଆରତି କରୁଛନ୍ତି ଭକ୍ତ । ଜଳଲାଗି କରୁଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ମନ୍ଦିରରେ…

ଆଜିଠୁ ଖୋଲିବ ଐତିହ୍ୟ କୀର୍ତ୍ତିରାଜ, କରୋନା କଟକଣା ମାନି ବୁଲିବେ

ନୂଆଦିଲ୍ଲୀ: ଲକଡାଉନ୍ ହେବାର ପାଖାପାଖି ଶହେ ଦିନ ପରେ ଆଜି ଦେଶରେ ଖୋଲୁଛି ପର‌୍ୟ୍ୟଟନ ସ୍ଥଳୀ । ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ ପର୍ଯ୍ୟଟକ । ତେବେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।…

କରୋନାରେ ତୃତୀୟ ପ୍ରଭାବିତ ଦେଶ ଭାରତ, ଋଷକୁ କାଟିଲା

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସୁଦ୍ଧା ସାରା ବିଶ୍ୱରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଋଷିଆକୁ ପଛରେ ଛାଡ଼ି ଦେଇଛି ଭାରତ । ତୃତୀୟ ସ୍ଥାନକୁ ଉଠିଛି । ସନ୍ଧ୍ୟା ସୁଦ୍ଧା ନୂଆ ସଂକ୍ରମିତଙ୍କ ତାଲିକା ଜାରି କରିଛନ୍ତି କିଛି ରାଜ୍ୟ…

୪ ବର୍ଷ ବୟସରେ ସ୍ପାନିସ୍ ଫ୍ଲୁ ଦେଖିଥିଲେ, ୧୦୬ ବର୍ଷରେ କରୋନାକୁ ହରାଇଲେ

ନୂଆଦିଲ୍ଲୀ: କରୋନା ଯୁଦ୍ଧ ଜିତିଲେ ଶତାୟୁ ବୃଦ୍ଧ । ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜୀବ ଗାନ୍ଧି ସୁପର ସ୍ପେସାଲିଟ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସଂପୃକ୍ତ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଲା ତାଙ୍କ ପୁଅ ଅପେକ୍ଷା ସେ ଶୀଘ୍ର ଆରୋଗ୍ୟ ଲାଭ କରିଛନ୍ତି ।…

ଚିହ୍ନଟ ହେଲା କରୋନା ଭାଇରସର ଛଅ ନୂଆ ଲକ୍ଷଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଛି କରୋନା । ମହାମାରୀ କୋଭିଡ-୧୯କୁ ନେଇ ସବୁଠି କୋକୁଆ ଭୟ । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ନିଜ ଚରିତ୍ର ବଦଳାଉଛି । ମଣିଷ ଶରୀରରେ ଦେଖିବାକୁ ମିଳିଛି ଏହି କିଲର ଭାଇରସର ନୂଆ ଳକ୍ଷଣ । ଏପ୍ରିଲ ମାସରେ ସେଂଟର ଫର କଂଟ୍ରୋଲ ଆଣ୍ଡ…

ଭିଏତନାମରେ ଖୋଲିଲା ପ୍ରଥମ ସୁନାର ଛାଉଣୀ ହୋଟେଲ

ହାନୋଇ: ଭିଏତନାମର ହାନୋଇରେ ବିଶ୍ୱର ପ୍ରଥମ ସୁନାର ଛାଉଣୀ ହୋଟେଲ ଖୋଲିଛି । ୨୪ କ୍ୟାରେଟ ସୁନାରେ ନିର୍ମିତ ଏହି ହୋଟେଲ ପାଇଁ ୧୬୦ ମିଲିୟନ ପାଉଣ୍ଡ ଖର୍ଚ୍ଚ ହୋଇଛି । ଏହାର ନାମ ଡୋଲସେ ହାନୋଇ ଗୋଲ୍ଡେନ ଲେକ୍ ହୋଟେଲ । ଖାଦ୍ୟ ଟେବୁଲଠାରୁ ଆରମ୍ଭ କରି ଛାତ ଉପରେ ନିର୍ମିତ ସୁଇମିଂ ପୁଲରେ…

ଖଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ଖଲିସ୍ତାନର ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ସରକାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୱେବସାଇଟ ମାଧ୍ୟମରେ ଦେଶବିରୋଧୀ ଅଭିଯାନ ଚଳାଯାଉଥିବା ଅଭିଯୋଗ ଆସିଥିଲା । ସଂଗଠନର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ନାମରେ ମଧ୍ୟ କେସ୍ ରୁଜୁ…

ବର୍ଷେ ବଢ଼ିଲା କରୋନା କଟକଣା !

ଥିରୁଅନନ୍ତପୁରମ: ଦିନେ କି ମାସେ ନୁହେଁ ବର୍ଷେ ବଢ଼ିଲା କରୋନା କଟକଣା । ଆଗାମୀ ଏକ ବର୍ଷ ଯାଏଁ କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତ ସରକାର । କରୋନା ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଏନେଇ ରବିବାର କେରଳ ସରକାର…