Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ସତ୍ୟପାଲଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ସତ୍ୟପାଲଙ୍କ ଘରେ ସିବିଆଇ। ବୀମା ଦୁର୍ନୀତି ପ୍ରସଙ୍ଗରେ ସିବିଆଇର ଏକ ଟିମ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଯିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପୁଲୱାମା ପ୍ରସଙ୍ଗକୁ ନେଇ ସତ୍ୟପାଲ ପ୍ରଧାନମନ୍ତ୍ରୀ ମୋଦି ଓ…

ହେଟ ସ୍ପିଚ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ତାଗିଦ: ଧର୍ମକୁ ନ ଦେଖି ତୁରନ୍ତ ମାମଲା ରୁଜୁ କର

ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ଧର୍ମକୁ ନ ଦେଖି ତୁରନ୍ତ ଅଭିଯୁକ୍ତଙ୍କ ନାଁରେ ଏଫଆଇଆର ରୁଜୁ କର । ଯାହା ଫଳରେ ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତର ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖାଯାଇ ପାରିବ । ଶୁକ୍ରବାର ଏପରି ଟିପ୍ପଣୀ କରି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ…

ଇନ୍ଦିରାଙ୍କୁ ଟାଣିଲେ ପ୍ରିୟଙ୍କା, ଖେଳିଲେ ଇମୋସନାଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକର ଚିକମାଗାଲୁରରେ ପ୍ରିୟଙ୍କାଙ୍କ ଇମୋସନାଲ କାର୍ଡ। ୧୯୭୮ ମସିହାରେ ସେହି ସ୍ଥାନରେ ଇନ୍ଦିରା ଗାନ୍ଧୀଙ୍କ ସଭାକୁ ଏବେର ସଭା ସହ ଯୋଡିଛନ୍ତି ପ୍ରିୟଙ୍କା । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏଭଳି କିଛି ସଂଯୋଗ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା କର୍ଣ୍ଣାଟକବାସୀଙ୍କ ସହ କଂଗ୍ରେସକୁ…

ନବଜାତକକୁ ନିଆରା ଢଙ୍ଗରେ ସ୍ୱାଗତ : ଜନ୍ମ ହେବା ମାତ୍ରେ ଶିଶୁ ଉପରେ ରଖିଲେ ନୋଟ୍

ବ୍ରିଟେନ୍‌: ପ୍ରତ୍ୟେକ ବାପାମାଆ ଜନ୍ମ ପରେ ନିଜ ସନ୍ତାନକୁ ସ୍ୱାଗତ କରିବା ପାଇଁ ଘରକୁ ଫୁଲରେ ସଜାଇବା ସହ କୀର୍ତ୍ତନ, ଭଜନର ଆୟୋଜନ କରିଥାନ୍ତି । କିନ୍ତୁ ବ୍ରିଟେନରେ ଏକ ଦମ୍ପତ୍ତି ତାଙ୍କ ନବଜାତକଙ୍କୁ ଏକ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ପିଲାଟି ଜନ୍ମ ହେବା ମାତ୍ରେ ପିତାମାତା…

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର…

କଞ୍ଚା ଚିକେନ ଖାଇ ଖାଇ ଖାଲି ପାଦରେ ମଲ ବୁଲିଲେ ଯୁବକ

ଅଷ୍ଟ୍ରେଲିଆ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏପରି ଅଦ୍ଭୁତ କାର୍ଯ୍ୟ କରି ବସନ୍ତି ଯାହାକୁ ଲୋକେ ଦେଖନ୍ତି କି ଶୁଣନ୍ତି ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ଅଷ୍ଟ୍ରେଲିଆର ଜଣେ ଯୁବକଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ସେ ଏମିତି ଅଦ୍ଭୁତ କାର୍ଯ୍ୟ…

ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ପାଖକୁ ଟ୍ରାନ୍ସଫର ହେବନି ଶିବସେନା ସମ୍ପତି, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଆଜି ଶୁକ୍ରବାର ଝଟକା ଲାଗିଛି । ଶୁକ୍ରବାର ସୁପ୍ରିମକୋର୍ଟ ଶିବସେନାଙ୍କ ସମ୍ପତି ଟ୍ରାନ୍ସଫର ନେଇ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ନିଷ୍ପତି ଫଳେ ଶିବସେନାର ସମ୍ପତି ଏବେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପାଖରେ ରହିବ । ମୂଖ୍ୟ ବିଚାରପତି…

ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହିବା ପରେ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଳୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଆରମ୍ଭ ରାଜନୈତିକ ବୟନାବାଜି କୋର୍ଟ ପର୍ଯ୍ୟନ୍ତ ଗଲାଣି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସାପ କହିବା ପରେ ତାତି ଉଠିଛନ୍ତି ଦଳର ବରିଷ୍ଠ ନେତା । ବିଜେପି ନେତା ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏକ…

୬୦ କିମି ବେଗରେ କୁକୁର ଚଲାଇଲା କାର, ପଛରେ ବସିଥିଲେ ଡ଼୍ରାଇଭର

ଜର୍ମାନୀ: କୁକୁରମାନେ ବିଭିନ୍ନ କୌଶଳ କରୁଥିବା ନିଶ୍ଚୟ ଦେଖିଥିବେ । କିନ୍ତୁ ନିକଟରେ ଜର୍ମାନୀରେ ଏକ କୁକୁର ଘଣ୍ଟାକୁ ୬୦ କିମି ବେଗରେ କାର ଚଲାଉଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଟ୍ରାଫିକ୍ ପୋଲିସ ବି ଚକିତ ହୋଇଯାଇଛିି । ସବୁଠୁ ବଡ଼ କଥା ହେଲା, କୁକୁର କାର…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ‘ସପ୍ତରଙ୍ଗ -୨୦୨୩’ ସମାରୋହ ଆୟୋଜିତ

ଭୁବନେଶ୍ୱର : ଦେଶ ହେଉ ବା ବିଦେଶ ଓଡ଼ିଆ ମାନେ ଯେଉଁଠି ରହନ୍ତି ନିଜ ଓଡ଼ିଆ ପଣକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଓରିଓଜଇଙ୍କ ଦ୍ଵାରା ଦଶମ ଦ୍ଵିବାର୍ଷିକ ଅଧିବେଶନ "ସପ୍ତରଙ୍ଗ-୨୦୨୩' ଆୟୋଜିତ ହୋଇଯାଇଛି । ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସଭାକୁ…