Latest Odisha News

BREAKING NEWS

Browsing Category

ଫିଚର

ଅଧ୍ୟାଦେଶ ଅଡ଼ୁଆ, ବିଜେପି ବିରୋଧୀଙ୍କୁ ଭେଟି ସମର୍ଥନ ଲୋଡ଼ିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରକୃତ ବସ୍ ଦିଲ୍ଲୀ ସରକାର ବୋଲି ସୁପ୍ରିମକୋର୍ଟଙ୍କ ରାୟର ୮ ଦିନ ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପୁଣି ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇଛି । ଯାହାକି ସମ୍ବିଧାନ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି କହିବା ସହ ବିରୋଧୀଙ୍କୁ ଏ ପ୍ରସଙ୍ଗରେ ଏକାଠି ହେବାକୁ…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଗିରଫ ପରୱାନା ଜାରି କରିିଛି ସିବିଆଇ କୋର୍ଟ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା  ବାରମ୍ବାର ନୋଟିସ ପରେ ବି…

ଅଫିସରଙ୍କୁ ଅପାମାନିତ କରିବା ଘଟଣା: ଦିଲ୍ଲୀ ଉପରାଜ୍ୟପାଳ ଘୃଣ୍ୟ ରାଜନୀତି କରୁଛନ୍ତି ବୋଲି କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଘୃଣ୍ୟ ରାଜନୀତି କରୁଛନ୍ତି ବୋଲି କହିଲା ଆମ ଆଦ୍‌ମୀ ପାର୍ଟି। ଦିଲ୍ଲୀରେ ନିଯୁକ୍ତ ହୋଇଥିବା ସରକାରୀ ଅଫିସରଙ୍କୁ ଆପ୍ ସରକାର ଅପମାନିତ କରିଛନ୍ତି ବୋଲି ଉପରାଜ୍ୟପାଳ ଅଭିଯୋଗ କରିଥିଲେ। ଏହି ଘଟଣା ଉପରେ ଜବାବ ଦେଇ ଉପରାଜ୍ୟପାଳଙ୍କ ଉପରେ…

କାଲି ସକାଳେ ନବୀନଙ୍କ କ୍ୟାବିନେଟର ନୂଆ ମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର: ସୋମବାର ସକାଳେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ନୂଆ ମନ୍ତ୍ରୀ ଶପଥ ନେବାକୁ ଥିବାବେଳେ ରାଜ୍ୟପାଳ ସନ୍ଧ୍ୟାରେ…

ୟୁକ୍ରେନ୍‌ର ବଖମୁତ ସହର ଅକ୍ତିଆର ନେଇ ଦାବି କଲା ଋଷ; କିଭ୍ କହିଲା ମିଛ, ଏବେ ବି ଲଢୁଛି ଆମ ସେନା

ମସ୍କୋ: ୟୁକ୍ରେନ୍‌ର ପୂର୍ବାଞ୍ଚଳ ମୁଖ୍ୟ ସହର ବଖମୁତକୁ ଅକ୍ତିଆର କଲା ଋଷ। ଶନିବାର ଋଷି ବଖ୍‌ମୁତ ଅକ୍ତିଆର କରିଥିବା ଦାବି କରିଥିବା ବେଳେ ୟୁକ୍ରେନ୍ ଦାବିକୁ ଖାରଜ କରିଛି। ବଖମୁତ ଅକ୍ତିଆର କରିବା ଋଷର ମୂଳ ଉଦ୍ଦେଶ୍ୟ ଥିଲା। ଏହାକୁ ଅକ୍ତିଆର କରିବା ପରେ ଋଷ ଯୁଦ୍ଧ ରୋକିପାରେ ବୋଲି…

ବଢିଲା ଅର୍କେଶଙ୍କ ଅଡୁଆ; ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ଭୁବନେଶ୍ୱର/ନୂଆଦିଲ୍ଲୀ: ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା  ।  ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ ମଧ୍ୟ ପାରିବାରିକ…

କାର୍ ରେସିଂ ଶୋ’ରେ ଫୁଟିଲା ଗୁଳି; ୧୦ ରୋଡ୍‌ ରେସର ମୃତ, ୯ ଆହତ

ୱାଶିଂଟନ: ଆମେରିକାର ବନ୍ଧୁକ ଫୁଟିବା ନିତିଦିନିଆ ଘଟଣ ହୋଇଗଲାଣି। ନିକଟରେ ଏଭଳି ଅନେକ ଗୁଳିକରି ହତ୍ୟା ଘଟଣା ଘଟିଥିବା ବେଳେ ଶନିବାର ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ମେକ୍ସିକୋ ଉତ୍ତରାଞ୍ଚଳର ବାଜା କାର୍ଲିଫର୍ଣ୍ଣିଆ ଏକ କାର୍ ଶୋ’ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୦ ଜଣ ରୋଡ୍‌…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି

ସୋନପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି । ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଏବେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏହି ଲାଞ୍ଚୁଆ କିରାଣୀ ହେଲେ  ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି…