Latest Odisha News

BREAKING NEWS

Browsing Category

ଫିଚର

କୁଆଖାଇ ନଦୀରେ ଭାସି ଯାଇ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ଅଘଟଣ । ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ିଯାଇ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨ ଇଞ୍ଜିନିୟରିଂ ଛାତ୍ର ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଳିର ସତ୍ୟଜିତ୍ ଦାସ ରାତି ସାଢ଼େ ୭ଟା ପାଖାପାଖି ଗାଧୋଇବା…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସୌମ୍ୟ…

ଆଇପିଏଲ ଫାଇନାଲ ପରେ ଦିନିକିଆ ବିଶ୍ୱକପ ପାଇଁ ଚୟନ ହେବ ଷ୍ଟାଡିୟମ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ମେ ୨୮ରେ ଅହମ୍ମଦାବାଦରେ ଖେଳାଯିବ । ଫାଇନାଲ ପରେ ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟ ନେଇ ତାଜା ଅପଡେଟ ଦେବ । ରିପୋର୍ଟ ମୁତାବକ ବିସିସିଆଇ କେଉଁ କେଉଁ ସ୍ଥାନରେ ବିଶ୍ୱକପ ଖେଳାଯିବ ତାହା…

ଦ କଶ୍ମୀର ଫାଇଲ୍ସ, କେରଳ ଷ୍ଟାରୀ ପରେ ଏବେ ଚର୍ଚ୍ଚାରେ ଦ ଡାଏରୀ ଅଫ ୱେଷ୍ଟବେଙ୍ଗଲ

କୋଲକାତା: ଦି କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଦି ଡାଏରୀ ଅଫ ୱେଷ୍ଟବେଙ୍ଗଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନୋଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏବେଠାରୁ ତାଙ୍କୁ ଫିଲ୍ମ ରିଲିଜ ନ କରାଇଦେବା ପାଇଁ ଚାପ ପକାଗଲାଣି । ସେ ମଧ୍ୟ ଭୟରେ…

ଚିକିତ୍ସା ବିଜ୍ଞାନର ଚମତ୍କାରିତା: ଝିଅର ଖୁସି ପାଇଁ ଶାଶୁଙ୍କ ଗର୍ଭରେ ବଢୁଛି ଜ୍ୱାଇଁର ସନ୍ତାନ

ଅଷ୍ଟ୍ରେଲିଆ: ଚିକିତ୍ସା ବିଜ୍ଞାନର ଚମତ୍କାରିତା, ଯାହା କଳ୍ପନା କରିବା ମଧ୍ୟ କଷ୍ଟକର । ଝିଅର ଖୁସି ପାଇଁ ଜଣେ ମହିଳା ନିଜ ଗର୍ଭରେ ଝିଅ- ଜ୍ୱାଇଁର ସନ୍ତାନକୁ ଧାରଣ କରିଛନ୍ତି । ତେବେ ଏ କ୍ଷେତ୍ରରେ ଏକ ଅସାଧାରଣ ଘଟଣା ଘଟିଛି,ଯାହା ଜାଣିଲେ ଆପଣ ଚକିତ ହୋଇଯିବେ । ଅଷ୍ଟ୍ରେଲିଆର ସିଡନୀରେ…

ଟି୨୦ କ୍ରିକେଟରେ ୪ର୍ଥ ଦ୍ରୁତତମ ଶତକ ମାରିଲେ ସିିନ ଆବୋଟ୍ଟ

ଲଣ୍ଡନ: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ସିନ ଆବୋଟ୍ଟ ଟି୨୦ ଇତିହାସର ୪ର୍ଥ ଦ୍ରୁତତମ ଶତକ ମାରିଛନ୍ତି । ଟି୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଂଟରେ ଆବୋଟ୍ଟ ମାତ୍ର ୩୪ ବଲରେ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କେଂଟ ବିପକ୍ଷ ମୁକାବିଲାରେ ସରେ ପକ୍ଷରୁ ଆବୋଟ୍ଟ ଏହି ଚମକପ୍ରଦ…

ହତ୍ୟାର ୩ ମାସ ପରେ ଏତଲା, ୪ ଦିନରେ ୪ ଗିରଫ

ବାଲିଗୁଡ଼ା: ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ମାସରେ ହୋଇଥିବା ହତ୍ୟା ନେଇ ମେ ୨୨ରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗର ୪ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ପୋଲିସ ୪ ଭାଇଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି । ସୂଚନା ପ୍ରକାରେ, ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା…

ଗ୍ଲାମରସ ପୋଲିସ: ଅପରାଧୀ ବି କରନ୍ତି ହଇରାଣ, ବାଧ୍ୟ ହୋଇ ଛାଡ଼ିଲେ ଚାକିରି

ନ୍ୟୁୟର୍କ: ଭାରତରେ ପ୍ରତ୍ୟେକ ବ୍ୟକ୍ତି ସରକାରୀ ଚାକିରି ଚାହିଁଥାନ୍ତିି । ସରକାରୀ ଚାକିରିରେ ଏତେ ଲାଭ ଅଛି ଯେ, ଜଣେ ବ୍ୟକ୍ତି ଅନେକ ବର୍ଷ ଧରି ଏଥିଲାଗି ପ୍ରସ୍ତୁତ ହୋଇଥାଏ । ଅନେକ ପରୀକ୍ଷା ଏବଂ ସାକ୍ଷାତକାର ଦେବା ପରେ ଖଣ୍ଡେ ସରକାରୀ ଚାକିରି ମିଳିଥାଏ । କିନ୍ତୁ ଆମେରିକାରେ ରହୁଥିବା…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ, ସିନ୍ଧୁ ବିଦା

ନୂଆଦିଲ୍ଲୀ:ଭାରତର ଏଚଏସ ପ୍ରଣୟ ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଣୟ ଓ ଇଣ୍ଡୋନେସିଆର କ୍ରିଷ୍ଟିଆନ ଆଡିନାଟାଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚକପୂର୍ଣ୍ଣ ହୋଇଥିଲା । ପ୍ରଣୟ ୧୯-୧୭ରେ ଆଗୁଆ ଥିବା ବେଳେ ଆଘାତ…

କର୍ଣ୍ଣାଟକରେ କଂଗ୍ରେସକୁ ଚ୍ୟାଲେଞ୍ଜ, କହିଛ ମାନେ ଦିଅ ନହେଲେ ଛାଡ଼ିବୁନି

ଭୁବନେଶ୍ୱର: ନୂଆ ଷ୍ଟ୍ରାଟେଜି, ପାଞ୍ଚଟି ଗ୍ୟାରେଣ୍ଟି ଓ ଦମଦାର ପ୍ରଚାର ମାଧ୍ୟମରେ କର୍ଣ୍ଣାଟକରେ ବିପୁଳ ସଫଳତା ପାଇଥିବା କଂଗ୍ରେସ ବିଜେପିକୁ ଜୋରଦାର ଟାର୍ଗେଟ କରୁଛି। ପୂର୍ବର ବିଜେପି ସରକାରର ଯୋଜନା ଗୁଡିକ ଉପରେ ରୋକ ଲଗାଇବା ସହ ବରାଦ ହୋଇଥିବା ଅର୍ଥ ଅଟକାଇବା ସହ ବହୁ କଡା ପଦକ୍ଷେପ…