Latest Odisha News

BREAKING NEWS

Browsing Category

ଫିଚର

ଦୁର୍ନୀତି ଅଭିଯୋଗରେ ଆପର ଆଉ ଜଣେ ବିଧାୟକ ଗିରଫ, ସକାଳେ ହୋଇଥିଲା ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିବାରଣ ଶାଖା (ଏସିବି) ପାଖାପାଖି ଆଠ ଘଣ୍ଟା ପଚରାଉଚରା କରିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଆଜି ଦିଲ୍ଲୀ ୱାକଫ ବୋର୍ଡ ଦୁର୍ନୀତି ମାମଲାରେ ଚଢାଉ ବେଳେ ତାଙ୍କ ବିରୋଧରେ ଅପରାଧ ସାମଗ୍ରୀ ରଖିଥିବାର…

ରବିବାର ଘୁର୍ଣ୍ଣିବଳୟ, ୪୮ ଘଣ୍ଟା ମଧ୍ୟରେ ଲଘୁଚାପ

ଭୁବନେଶ୍ୱର: ୧୮ ସେପ୍ଟେମ୍ବରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ସେପ୍ଟେମ୍ବର ୧୮ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି…

ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେ ର  ସରବାହାଲ ନିକଟରେ ଏକ କୋଇଲା ବୋଝେଇ ହାଇଓ୍ବା ବସ୍ କୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ହାଇଓ୍ବା ଓ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସନ୍ଧ୍ୟା ସମୟରେ ଭୂଷଣ କାରଖାନାରୁ…

ପୁଟିନଙ୍କୁ ମୋଦି କହିଲେ ‘‘ଆଜିର ସମୟ ଯୁଦ୍ଧ ପାଇଁ ନୁହେଁ’’

ସମରକନ୍ଦ: ବିଶ୍ବରେ ଯୁଦ୍ଧ ଜରୁରୀ ନୁହେଁ । ଶାନ୍ତି ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ବେଳେ ଯୁଦ୍ଧ ପାଇଁ ଏବେ ସମୟ ନୁହେଁ ବୋଲି ସିଧା ସିଧା କହିଛନ୍ତି । ପୁଟିନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି…

କମ୍ପାନୀରୁ ଶ୍ରମିକଙ୍କୁ ନେଇ ଫେରିବା ବେଳେ ବସକୁ ପିଟିଲା ହାଇୱା, ୩ ମୃତ

ଝାରସୁଗୁଡ଼ା: ବସକୁ ପିଟିଲା ହାଇୱା । ୩ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଜେଏସଡବ୍ଲୁର ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ହାଇୱା ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଦୁର୍ଘଟଣା…

ମାସୁଦ ଆଝାର କେଉଁଠି ? ଉତ୍ତର ଦେଲେନି ପାକ୍ ପ୍ରଧାନମନ୍ତ୍ରୀ

ସମରକନ୍ଦ: ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଥିଲା ତାଲିବାନ। ତାଲିବାନର ମୁଖପାତ୍ର ପାକିସ୍ତାନକୁ ଏମିତି ଜବାବ ଦେଇଥିଲେ ଯେ ପାକିସ୍ତାନର ସବୁ ମିଛ ଧରାପଡିଯାଇଥିଲା । ଆତଙ୍କବାଦୀ ମାସୁଦ ଆଝାର ଆଫଗାନିସ୍ତାନରେ ଅଛି ବୋଲି…

ଗୁଜରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାଣୀଙ୍କୁ ୬ ମାସର ଜେଲଦଣ୍ଡ

ଅହମ୍ମଦାବାଦ: ଗୋଆ କଂଗ୍ରେସକୁ ଝଟକା ପରେ ଏବେ ଗୁଜରାଟ କଂଗ୍ରେସକୁ ଝଟକା ଲାଗିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବେଳେ ଗୋଆ କଂଗ୍ରସର 8 ବିଧାୟକ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏହାକୁ ନେଇ ଚାରିଆଡେ ଚର୍ଚା ଚାଲିଛି । ଜାତୀୟ ଗଣମାଧ୍ୟମ ପ୍ରଶ୍ନ ଉପରେ ପ୍ରଶ୍ନ…

ଆସନ୍ତାବର୍ଷ ଏସସିଓ ଆୟୋଜନ କରିବ ଭାରତ, ମିଳିଲା ସଂଗଠନର ସଭାପତି ଦାୟିତ୍ବ

ସମରକନ୍ଦ: ପୁଣି ବିଶ୍ବସ୍ତରରେ ଭାରତକୁ ବଡ଼ ପଦବୀ ସହ ସମ୍ମାନ ମିଳିଛି ।  ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏହାସହ ଭାରତ ସଂଗଠନର ସଭାପତି ପଦ ଗ୍ରହଣ କରିବ ବୋଲି ନିଷ୍ପତ୍ତି ହୋଇଛି । ଉଜବେକିସ୍ତାନରେ ଚାଲିଥିବା ଏସସିଓ ବୈଠକ…

ଶୌଚାଳୟ ଯିବା ବେଳେ ବିଦ୍ୟାଳୟ କାନ୍ଥ ପଡ଼ି ଛାତ୍ରୀଙ୍କ ମୃତ୍ୟୁ

ଗୁଣୁପୁର: ବିଦ୍ୟାଳୟରେ ଅଘଟଣ । ଶୌଚାଳୟ ଯିବା ବେଳେ ବିଦ୍ୟାଳୟ ଫାଟକ କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ଯୁ ହୋଇଛି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶବର ବିଦ୍ୟାଳୟ…

ସଙ୍କୁଚିତ ହେଉଛି ବାଲୁଖଣ୍ଡ ଅଭୟାରଣ୍ୟ, କୋଷ୍ଟାଲ ରେଗୁଲେସନ୍ ଜୋନ୍ ନିୟମର ହେଉଛି ଉଲ୍ଲଂଘନ

ପୁରୀ: ଉଚ୍ଚ ଜୁଆର ଆସୁଥିବା ସମୁଦ୍ରର ୫୦୦ ମିଟର ଦୂରରେ ସ୍ଥାୟୀ ନିର୍ମାଣର ନିୟମ ରହିଥିବା ବେଳେ ପୁରୀରେ ଉଲ୍ଲଂଘନ ହେଉଛି । ବାଲୁଖଣ୍ଡ ଅଭୟାରଣ୍ୟର ଅତି ନିକଟରେ ସ୍ଥାୟୀ ଜନବସତି ଗଢ଼ି ଉଠିଥିବା ବେଳେ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (PKDA), ବନ ବିଭାଗ ଓ ଜିଲ୍ଲା ପ୍ରଶାସନ…