Latest Odisha News

BREAKING NEWS

Browsing Category

ଫିଚର

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ପ୍ରତ୍ନତତ୍ୱବିତ ବିବି ଲାଲଙ୍କ ପରଲୋକ

ନୂଆଦିଲ୍ଲୀ: ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ଭାରତର ପ୍ରତ୍ନତତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଡ. ବ୍ରଜବାସୀ ଲାଲଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ସମ୍ମାନ ହାସଲ କରିଥିବା ବିବି ଲାଲଙ୍କୁ ୧୦୧ ବର୍ଷ ହୋଇଥିଲା ।…

ପ୍ରବଳ ବର୍ଷାରେ ଭାଙ୍ଗିଗଲା ଅସ୍ଥାୟୀ ବ୍ରିଜ୍

କୋରାପୁଟ: ପ୍ରବଳ ବର୍ଷାରେ ଅସ୍ଥାୟୀ ବ୍ରିଜ୍ ଭାଙ୍ଗି ଯାଇଛି । ସୀମାନ୍ତ ଆନ୍ଧ୍ରର ସମ୍ବାଇ ନିକଟ ବାଇଲୁଗୁଡା ନିକଟରେ ଅସ୍ଥାୟୀ ବ୍ରିଜ ଭାଙ୍ଗିଯିବା ସହ ନିର୍ମାଣାଧିନ ନୂତନ ବ୍ରିଜର କିଛି ଅଂଶ ଧୋଇ ଯାଇଛି । ଫଳରେ କୋରାପୁଟ ଜିଲ୍ଲା ପଟାଙ୍ଗିରୁ ସମ୍ବାଇକୁ ଗମନା ଗମନ ଠପ୍ ହୋଇ ଯାଇଛି । ଗତ…

ଟିମ ଚୟନ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ବିସିସିଆଇ

ମୁମ୍ବାଇ: ଆଉ ହାତଗଣତି ଦିନ ପରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । ଏସିଆ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିବା ସହ ସେପ୍ଟମ୍ବରରେ ହେବାକୁ ଥିବା ବିଶ୍ୱକପ ନେଇ ଚିନ୍ତାରେ ପକାଇଛି । ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା…

ପୋଖରୀରୁ ମୃତଦେହ ଉଦ୍ଧାର

ପୁରୀ : ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ବାଲିଗୁଆଳି ନିକଟରେ ଥିବା ଏକ ପୋଖରୀ ରୁ ମୃତ ଦେହ ଉଦ୍ଧାର ହୋଇଚି। ସ୍ଥାନୀୟ ଲୋକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବାପରେ ପେଣ୍ଠକଟା ମେରାଇନ ଥାନା…

ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ, ପ୍ରଥମେ ଥଇଥାନ ପରେ ବିସ୍ଥାପନ ଦାବି

ପୁରୀ: ଝଲସିବ ଶ୍ରୀକ୍ଷେତ୍ର, ବଢ଼ିବ ଗାରିମା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଚୌହଦୀରୁ ଉଚ୍ଛେଦ ସରିଥିବା ବେଳେ ଏବେ ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା ଖୁବଶୀଘ୍ର ପ୍ରଶସ୍ତିକରଣ ହେବ । ଗୋଟିଏ ସରଳରେଖାରେ ରହିବ କାକୁଡ଼ିଖାଇରୁ ସ୍ୱର୍ଗଦ୍ୱା…

ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା

ଭୁବନେଶ୍ୱର :  କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା  ଓଡ଼ିଶାରେ  ହେବାକୁ ଯାଉଛି  । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା  ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।…

ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ନିଷ୍କ୍ରିୟ ରହିଛନ୍ତି – କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ : ଓଡିଶା ଗ୍ରସ୍ତରେ ଆସିଛନ୍ତି  କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।  ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି କଟକ  ଜିଲ୍ଲାରେ  ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା…

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…

ବଜ୍ରାଘାତରେ ଜଣେ ମୃତ୍ୟୁ ଜଣେ ଗୁରୁତର

ଭୁବନ : ଗାଁ ମଣ୍ଡପରେ ବସିଥିବା ବେଳେ ହେଲା ବଜ୍ରପାତ । ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ଖବର ଅନୁଯାୟୀ ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁ ପ୍ରଧାନସାହିରେ ଘଟିଛି  । ବଜ୍ରାଘାତ ପଡି ମଣ୍ଡପରେ ବସିଥିବା ବ୍ୟକ୍ତିଙ୍କ…

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି । ହାଇ ପାୱାର୍ କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା…