Latest Odisha News

BREAKING NEWS

Browsing Category

ଫିଚର

ମାଛ ଜାଲରେ ଲାଗିଥିବା ଅଜଗର ସାପ ଉଦ୍ଧାର

ଅନୁଗୁଳ - ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ସାପ ଲାଗିଥିବା…

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ…

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବ୍ରିଟେନରେ ନୂଆ ରାଜା ହୋଇଛନ୍ତି ଚାର୍ଲସ ତୃତୀୟ । ଆଜି ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି ଚାର୍ଲସ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ପରେ ଏହି ମହାରାଜା ବନିଛନ୍ତି ଚାର୍ଲସ ।  ୭୦ ବର୍ଷ ପରେ ରାଜା ହୋଇଛନ୍ତି ଚାର୍ଲସ…

ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ ୨୦୦ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା…

ନୀତିଶଙ୍କ ଆସନ ଫେଭିକଲ ଅଠା ଠାରୁ ମଜବୁତ :ପ୍ରଶାନ୍ତ କିଶୋର

ଭୁବନେଶ୍ୱର : ଦିନ ଥିଲା ବିହାରରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାର ସିଏମ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଚାରିଜଣ…

ଅବସର ନେଲେ ଆରୋନ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଂଚ ଆଜି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ । ତେବେ ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ଘରୋଇ ପରିବେଶରେ ହେବାକୁ ଥିବା…

ବିପ୍ଲବଙ୍କୁ ତ୍ରିପୁରାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି । ସେପ୍ଟମ୍ବର ୨୨ରେ ହେବାକୁ ଥିବା ରାଜ୍ୟସଭା ଉପ ନିର୍ବାଚନରେ ସେ ତ୍ରିପୁରାରରୁ ପ୍ରାର୍ଥୀ ହେବେ । ମାଣିକା ସାହା ମୁଖ୍ୟମନ୍ତ୍ରୀ ହେବା ପରେ ଏହି ରାଜ୍ୟସଭା ଆସନ ଖାଲି ପଡିଥିଲା ।…

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍

କାମାକ୍ଷାନଗର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚୋର ଏକକାଳୀନ ତିନି ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମନ୍ଦିରରୁ ମୁକୁଟ ସହ…

ସୁଇମିଂ ପୁଲରେ ଘଟିଛି ଅଘଟଣ , ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଜୀବନ

କଟକ: କଟକ କ୍ଳବର ନାଭାଲ ୱିଙ୍ଗର ସୁଇମିଂ ପୁଲରେ ଘଟିଛି ଅଘଟଣ ।ସନ୍ତରଣ ପ୍ରଶିକ୍ଷଣ ବେଳେ ଏନସିସି ଛାତ୍ରଙ୍କ ଜୀବନ ଚାଲିଯାଇଛି । ଏନସିସି କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ତାଙ୍କ ଘର…

ରେକର୍ଡ ଭାଙ୍ଗିଲା ଫିଲ୍ମ ବ୍ରହ୍ମାସ୍ତ୍ର, ପ୍ରଥମ ଦିନରେ ଆୟ ୭୫ କୋଟି

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଫିଲ୍ମ ରେକର୍ଡ ବ୍ରେକ ହାସଲ କରିଛି। ଫିଲ୍ମର ପୁରା ଟିମ ଖୁସି ମନାଉଥିବାର ପରିଲକ୍ଷିତ ହୋଇଛି। ସମସ୍ତେ ସୋସିଆଲ ମିଡିଆରେ ଧନ୍ୟବାଦ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଆଲିଆ ଭଟ୍ଟ…