Latest Odisha News

BREAKING NEWS

Browsing Category

ଫିଚର

ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଦୁର୍ଘଟଣାର ଶିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଏକ କାର ଦୁର୍ଘଟଣାରର ଶିକାର ହୋଇଛନ୍ତି। ତେବେ ସେ ସୁରକ୍ଷିତ ରହିଛନ୍ତି । ସାମାନ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ମିଡିଆ ପୋର୍ଟାଲ ଦି କିଭ୍ ଇଣ୍ଡିପେଣ୍ଡେଣ୍ଟ ଜେଲେନସ୍କିଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ଆଧାର କରି…

ପଛ ସିଟ୍ ବେଲ୍ଟ ନପିନ୍ଧିବା ମାମଲାରେ ଦିଲ୍ଲୀ ଟ୍ରାଫିକ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଜନେସ୍ ଟାଇକୁନ ତଥା ଟାଟା ସନସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଆକ୍ସନ ମୁଡ଼ରେ ଅଛି ଦିଲ୍ଲୀ ପୋଲିସ। ବୁଧାବର ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଯେଉଁମାନେ କାରର ପଛ ସିଟ୍ ବେଲ୍ଟ ବାନ୍ଧିବା ନିୟମ…

ଏକ ଲକ୍ଷ ଟଙ୍କାର ଲାପଟପ ମିଳିବ ୪୦ ହଜାର ଟଙ୍କାରେ  : ଅନିଲ ଅଗ୍ରଓ୍ବାଲ

ମୁମ୍ବାଇ:  ଆପଣ ଭଲ ଲାପଟପ୍ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ  । କାରଣ ହେଉଛି ଏହାର ଦାମ ଆଉ କିଛି ଦିନ ଭିତରେ ୪୦ ହଜାର ଟଙ୍କାରେ ମିଳିପାରେ । ଏଭଳି ଦାବି ରଖିଛନ୍ତି ଶିଳ୍ପପତି ଅନିଲ୍ ଅଗ୍ରଓ୍ବାଲ ।  ଏକ ଲକ୍ଷ ଟଙ୍କାର ଲାପଟପ  ୪୦ ହଜାର ଟଙ୍କାରେ…

ମୋହନ ଭାଗବତଙ୍କୁ ପ୍ରଶଂସା, କଂଗ୍ରେସକୁ ଗାଳି କଲେ ଗୁଲାମ ନବୀ ଆଜାଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଟ୍ଟର ହିନ୍ଦୁ ସଂଗଠନ ଆରଏସଏସ ପ୍ରମୁଖକୁ ପ୍ରଶଂସା କରିଛନ୍ତି ଗୁଲାମ ନବୀ ଆଜାଦ୍ । ଆଉ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହି ଖବର ଅଜବ ଲାଗିଲେ ବି ସତ । ଯଦିଓ କେହି କେବେ ଆକଳନ କରିପାରୁନଥିବେ ହେଲେ ଗୁଲାମ ନବୀ ଆଜାଦ କଂଗ୍ରେସକୁ ବାଏ ବାଏ କରିବା ପରେ ତାଙ୍କ…

ଆର ପାରିରେ ମହାନ ଟେନିସ ଖେଳାଳି ନରେଶ କୁମାର

ନୂଆଦିଲ୍ଲୀ: ଭାରତର ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ୯୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି । ଷ୍ଟାର ଖେଳାଳି ଲିଆଣ୍ଡର ପେସଙ୍କ ସେ ଗୁରୁ ଥିଲେ । ୧୯୫୨ରେ ଡେଭିସ କପରେ ସେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୦୧ ୱିମ୍ବେଲଡେନ ମ୍ୟାଚ ଖେଳିଛନ୍ତି । ଡେଭିସ କପରେ ସେ ଭାରତର…

ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି, ସାମ୍ବାଦିକଙ୍କୁ ଲାଠିରେ ପିଟିଲେ

ନବରଙ୍ଗପୁର:ନବରଙ୍ଗପୁର ପୋଲିସ ବାବୁଙ୍କ ଦାଦାଗିରି,ଖବର ସଂଗ୍ରହ କରିବା ପାଇଁ ଯାଇଥିବା ୩ ଜଣ ସାମ୍ବାଦିକଙ୍କୁ ଅତିରିକ୍ତ ଏସପିଙ୍କ ମାଡ଼ମାରିବା ସହ ଟାଣିନେଲେ ସାମ୍ବାଦିକଙ୍କ ମୋବାଇଲ। ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ। ଘଟଣା ଅନୁସାରେ ପାପଡାହାଣ୍ଡି ସଦର…

ଫଟୋସପ୍ ଠକ ନନା,ବୁଲାଇଲେ କଳାକନା

କେନ୍ଦ୍ରାପଡ଼ା: ଠକଙ୍କୁ ତ ଆପଣ ଦେଖିଥିବେ  । ଏବେ ଜଣେ ମହାଠକଙ୍କୁ ଦେଖନ୍ତୁ । ଲୋକଙ୍କୁ  ଠକି ଠକି ସେ କେମିତି ବନିଛନ୍ତି ମହାଠକ । ଠକାମୀର ସବୁ ସୀମା ପାର କରିଛନ୍ତି ଫଟୋସପ୍ ଠକ୍ ନନା । କୁଳ ପୁରହୀତ ଠକ ନନା  ଏମିତି ଠକିଛନ୍ତି ଯେ ଯଜମାନଙ୍କ କୁଳ ବୁଡ଼ାଇଦେଇଛନ୍ତି । ଯଜମାନଙ୍କୁ ବି…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଉଥାପ୍ପା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମୁକାବିଲା ପରେ ସେ ଭାରତର ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲର ଫଳାଫଳ ପାଇଁ…

ଶୁଭେନ୍ଦୁଙ୍କ ଫର୍ମୁଲାରେ ଓଡିଶା ବିଜେପି

ଭୁବନେଶ୍ୱର : କେନ୍ଦ୍ର ବିଜେପି ଫୋକସରେ ଓଡିଶା  । ଶାସକ ବିଜେଡିକୁ ଗାଦିଚ୍ୟୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି  । ଓଡିଶା ବିଜେପି ଏହି ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  । କାରଣ ବିଜେଡିର କଟ୍ଟର ବିରୋଧି କୁହାଯାଉଥିବା ଜୟନାରାୟଣ ମିଶ୍ରଙ୍କୁ…

ପନ୍ତଙ୍କୁ କ୍ଷମା ମାଗିବା ଘଟଣାରେ ଉର୍ବଶୀଙ୍କ କଭି ହାଁ କଭି ନାଁ ନୀତି

ମୁମ୍ବାଇ: କ୍ରିକେଟର ରିଷଭ ପନ୍ତଙ୍କୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଙ୍ଗଳବାର କ୍ଷମା ମାଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁନର୍ବାର ଯୋଡିହେବା ନେଇ ଅନୁମାନ କରାଯାଇଥିଲା । ଏବେ ସେ ଏଥିରୁ ଓହରି ଯାଇଛନ୍ତି ।…