Latest Odisha News

BREAKING NEWS

Browsing Category

ଫିଚର

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ…

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ…

କୌଣସି ବରଦାନଠାରୁ କମ ନୁହେଁ ‘ଖଜୁରୀ ସେବନ’

ଖାଦ୍ୟ, ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳୁଛି । ସୁସ୍ଥ ରହିବା ସୁରକ୍ଷିତ ରହିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିଲାଗି ଲୋକେ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରନ୍ତି ।…

ପ୍ରକାଶ ପାଇଲା NEET(UG) ଫଳାଫଳ, ରାଜସ୍ଥାନର ତନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET(UG)2022 ର ଫଳାଫଳ । ଅଲ୍ ଇଣ୍ଡିଆ ରାଙ୍କ୍‌ରେ ସ୍ଥାନ ପାଇଛନ୍ତି ରାଜସ୍ଥାନର ତନିଷ୍କା । ଜାତୀୟ ପରୀକ୍ଷା ଏଜେନ୍ସି NTA ସେପ୍ଟେମ୍ବର 7, ବୁଧବାର ରାତି ନିଜ ଅଫିସିଆଲ ସାଇଟରେ ପରୀକ୍ଷା ଫଳ ପ୍ରକାଶ କରିଛି ।…

କାରରେ ପଛ ସିଟ୍ ବେଲ୍ଟ ବାନ୍ଧିବା ନେଇ କ’ଣ ରହିଛି ନିୟମ ଜାଣନ୍ତୁ

ମୁମ୍ବାଇ: ରବିବାର ଏକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ପରେ ଏବେ କାରରେ ପଛ ସିଟ୍ ବେଲ୍ଟ ପିନ୍ଧିବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । ଏହି ଭୟଙ୍କର ଦୁର୍ଘଟଣା ଘଟିବାର କାରଣ ହେଉଛି ସିଟ ବେଲ୍ଟ ନପିନ୍ଧିବା । ଦ୍ରୁତ ଗତିରେ ଚାଲୁଥିବା କାରଟି…

ଏୟାରଟେଲର ସମସ୍ତ ସିମ୍ ୫ଜି, କେବେ ଆପଣଙ୍କ ଅଞ୍ଚଳରେ ସେବା ଆରମ୍ଭ ହେବ ସୂଚନା ଦେଲେ ସିଇଓ

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ଭାରତୀ ଏୟାରଟେଲ୍ ମାସକ ମଧ୍ୟରେ ୫ଜି ସେବା ଆରମ୍ଭ କରିବ । ଡିସେମ୍ବର ସୁଦ୍ଧା ପ୍ରମୁଖ ମେଟ୍ରୋଗୁଡ଼ିକରେ ଏହି ୫ଜି ସେଭା ଉପଲବ୍ଧ ହେବ ବୋଲି ବୁଧବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୩ ଶେଷ ସୁଦ୍ଧା ଦେଶର ସମସ୍ତ ସହରାଞ୍ଚଳକୁ ଟେଲିକମ୍ କମ୍ପାନୀ…

ବଢ଼ିଲା ଆପଣଙ୍କ ବିଧାୟକଙ୍କ ବୀମା କଭରେଜ ରାଶି

ଭୁବନେଶ୍ୱର: ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟ ବୀମା। ଓଡିଶାର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟବୀମା କଭରେଜକୁ ଦୁଇଗୁଣା କରାଯାଇଛି। ଯାହା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ବୁଧବାର ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଏହି ସେବା ଚଳିତ ୨୦୨୨-୨୩…

ଓଡ଼ିଶାରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ୍

ଭୁବନେଶ୍ବର: ଭୁବନେଶ୍ୱରରେ ୬୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ। ଏଥି ଲାଗି ରାଜ୍ୟ ସରକାର ୪୦ଏକର ଜାଗା ଭିତ୍ତିଭୂମିର ବିକାଶ ଲାଗି ଯୋଗାଇବେ ।  ଟାଟା ମେମୋରିଆଲ ସେଣ୍ଟର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଏନେଇ ଏମଓୟୁ…

ମିଶନ ଶକ୍ତି ମହିଳାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।…

ନୀତିଶଙ୍କ ଦିଲ୍ଲୀ ଚଲୋ ରାସ୍ତା ସହଜ ହେବ କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତିଶ କୁମାରଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ନେଇ ଏବେ ଚାରିଆଡେ ଚର୍ଚା  । ଗତ ତିନି ଦିନ ଭିତରେ ଅନେକ ବିରୋଧୀ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଦଳ ଜେଡିୟୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ…