Latest Odisha News

BREAKING NEWS

Browsing Category

ଫିଚର

ଘେରାଉ ନାଁରେ କଂଗ୍ରେସର ଦାଦାଗିରି, ପୌର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଉଦ୍ଯମ

ବାଲିଗୁଡ଼ା: ଉଗ୍ର ହେଉଛି କଂଗ୍ରେସ । ଘେରାଉ ନାଁରେ କରୁଛି ଦାଦାଗିରି । ବାଲିଗୁଡ଼ା ଏନଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କଂଗ୍ରେସ ଆଜି ଆନ୍ଦୋଳନ କରିଥିଲା । ଏନ୍ଏସି କାର୍ଯ୍ୟାଳୟ ଘେରାଉ କରିଥିଲା ବାଲିଗୁଡ଼ା ନଗର କଂଗ୍ରେସ । କିନ୍ତୁ ଆନ୍ଦୋଳନ ନାଁରେ କଂଗ୍ରେସ ନେତା ଓ କର୍ମୀ ସବୁ…

[ଦେଖନ୍ତୁ ଭିଡିଓ] ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁର ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁରୀ: ଜେଲ୍ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ । ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର ହୋଇଛି । ତାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦାଦାବଟି ମାମଲାରେ ଚଳିତ ମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ…

ଦୀପାବଳିରୁ ରିଲାଏନ୍ସ JIO ଆରମ୍ଭ କରିବ 5G ସେବା

ମୁମ୍ବାଇ: ଦୀପାବଳିରୁ ଦେଶରେ ଆରମ୍ଭ ହେବ 5G ସେବା । ରିଲାଏନ୍ସର ୪୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମେ ଜିଓ 5G ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସିଟି ସହ ଅନ୍ୟ ବଡ଼ ସହରରେ ଉପଲବ୍ଧ ହେବ । ଡିସେମ୍ବର ୨୦୨୩…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଆପର ବିରୋଧ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ନୀତିକୁ ନେଇ ନିଜର ମତ ପରେ ଏହାକୁ ବିରୋଧ କରିଛି  ଆମ ଆଦମୀ ପାର୍ଟି  । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ନୀତିକୁ ନେଇ ନିଜର ମତ ରଖିଥିଲେ  । ଏଥିରେ…

ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ଅପରାଧ । ଗୁଳିମାଡ଼ ପରେ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ଅନୁଗୁଳ ଟାଉନ୍ ଥାନା କୁରୁଡୁଲୁ ନିକଟ ଶର୍ମା ଛକରେ ଦୁର୍ବୃତ୍ତ ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଆହତ ମଦ ଦୋକାନ…

କୃଷକମାନଙ୍କୁ ରାଜନୀତିକୁ ଆସିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ଆହ୍ୱାନ

ଭୁବନେଶ୍ୱର : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ୨୬ଟି ରାଜ୍ୟରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧି  । ଗାଁ ରୁ ରାଷ୍ଟ୍ରୀୟସ୍ତର ପର୍ଯ୍ୟନ୍ତ କୃଷକ ମାନଙ୍କୁ ଏକଜୁଟ କରି ଭାରତୀୟ କୃଷକ ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ରବିବାର ଦିନ…

ଖାଲି ହକିରେ ନୁହେଁ କ୍ରିକେଟରେ ବି ସିଦ୍ଧହସ୍ତ ହେଲେ ଥିଲେ ଏହି କ୍ରୀଡା ଯାଦୁଗର

ପୁରୀ: ଭାରତୀୟ କ୍ରୀଡାର ମହାରଥୀ ମେଜର ଧ୍ୟାନଚାନ୍ଦଙ୍କୁ କିଏ ବା ନ ଜାଣେ । ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଦରବାରେ ସେ ଭାରତକୁ କ୍ରୀଡା ଏବଂ ହକି ମାଧ୍ୟମରେ ପରିଚିତ କରିଥିଲେ । ଆଜି ତାଙ୍କ ଜନ୍ମ ଏବଂ କ୍ରୀଡା ଦିବସ ଅବସରରେ ଆମେ ହକି ବ୍ୟତୀତ ତାଙ୍କ କ୍ରିକେଟ ଦକ୍ଷତା ଉପରେ ଆଲୋଚନା କରିବା…

ବୁଲିବାକୁ ଆସି ଫେରିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ କଲେଜ ଛାତ୍ର ମୃତ

ବ୍ରହ୍ମପୁର: ବୁଲିବାକୁ ଆସି ଫେରିବା ବେଳେ ଅଘଟଣ । କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଜଣେ କଲେଜ ଛାତ୍ରଙ୍କ ଜୀବନ । ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଅଗସ୍ତି ନୂଆଗାଁ ଛକ…

SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପରେ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ଘୁ.ଉଦୟଗିରି IICଙ୍କ ବଦଳି

ବାଲିଗୁଡ଼ା: ବଦଳିଲେ ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବର । ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ଘୁ.ଉଦୟଗିରି ଥାନା ଆଇଆଇସିଙ୍କୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଥିସହ ଟିକାବାଲି ଥାନା…

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯିବା ପରେ କ୍ଷମା ମାଗିଲେ ଆକାଶ ଏୟାର କମ୍ପାନି

ନୂଆଦିଲ୍ଲୀ : ଏକ ମାସରୁ କମ ସମୟ ପୂର୍ବରୁ ଆରମ୍ଭ ହୋଇଥିବା ଆକାଶ ଏୟାରର ଯାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି । ତଥ୍ୟ ଚୋରି ହେବା ପରେ ଯାତ୍ରୀ ମାନଙ୍କ ନାମ, ଲିଙ୍ଗ, ଇ ମେଲ , ଠିକଣା  ଓ ଫୋନ ନମ୍ୱରକୁ ସ୍ୱୀକୃତି ନଥିବା ଲୋକ ଦେଖିପାରିଥିଲେ । ଏହି ଘଟଣା ପରେ ଆକାଶ ଏୟାର…