Latest Odisha News

BREAKING NEWS

Browsing Category

ଫିଚର

Husband ଶବ୍ଦର ଅର୍ଥ କ’ଣ ରହିଛି, ଯାହାକୁ ଉଚ୍ଚାରଣ କରିବାକୁ ଏବେ ମହିଳା କୁଣ୍ଠାବୋଧ କରୁଛନ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ 'Husband' (ସ୍ୱାମୀ) ଶବ୍ଦରୁ ଆପତ୍ତିଜନକ ଅର୍ଥ ବାହାରୁଛି। ହଁ, ବର୍ତ୍ତମାନ କିଛି ମହିଳା Husband ଶବ୍ଦକୁ ବିରୋଧ କରୁଛନ୍ତି ଏବଂ ଏହାର କାରଣ ହେଉଛି ଏହି ଶବ୍ଦର ଅର୍ଥ। ସମଗ୍ର ବିଶ୍ୱରେ ମହିଳାଟିଏ ନିଜ ଜୀବନ ସାଥୀ ପାଇଁ 'Husband' ଶବ୍ଦ ବହୁତ ବ୍ୟବହାର…

ପାକିସ୍ତାନ ସହ ଖେଳିବାକୁ ଭାରତୀୟ ଟିମ ପ୍ରସ୍ତୁତ: ରାହୁଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେଉଛି ଏସିଆ କପ୍ । ଦୁବାଇରେ ଖେଳାଯାଉଥିବା  ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା । ତେବେ ରବିବାର ଅର୍ଥାତ ପରଦିନ ଅଗଷ୍ଟ ୨୮ରେ  ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହାକୁ ନେଇ କ୍ରିକେଟ…

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା, ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଯଥାରୀତି ହେବ ବୋଲି ସୂଚନା ମିଳିଛି । ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଯଥାରୀତି ହେବ, ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତରେ ହେବ ୧୭ ବର୍ଷରୁ କମ୍ ଫିଫା…

ସରକାରୀକୃତ ବନ୍ୟା ଯୋଗୁଁ ରାଜ୍ୟର ୧୦ ଲକ୍ଷ ଲୋକ ଦୁର୍ଦ୍ଦଶାରେ : ଶରତ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି । ହଜାର ହଜାର ଏକର ଫସଲ ଜଳମଗ୍ନ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଗୃହପାଳିତ ପଶୁ ନାହିଁ ନଥିବା…

ଲୋକାର୍ପିତ ହେଲା ବ୍ରହ୍ମପୁର ବନଖଣ୍ଡର ପ୍ରଥମ ଇକୋ ଟୁରିଜିମ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ୟ୍ୟଟନ କ୍ଷେତ୍ର ଘୋଡାହାଡ ଜଳ ଭଣ୍ଡାର ଠାରେ ଇକୋ ଟୁରିଜିମ୍‌ କ​‌​‌ମ୍ପ୍ଳେକ୍ସ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିଲେ । ସମ୍ମାନୀତ ଅତିଥି…

ନାଗାବଳୀ ନଦୀର ଝୁଲା ପୋଲ, ପର୍ଯ୍ୟଟଙ୍କ ପାଇଁ ସାଜିଛି ଡେଥ ଜୋନ୍

ରାୟଗଡ଼ା: ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲର ଆଖପାଖ ଏବେ ଲୋକଙ୍କ ପାଇଁ ବିପଦ ସାଜିଛି।  ପର୍ଯ୍ୟଟନ ସ୍ଥଳରୁ ଧୀରେ ଧୀରେ ଡେଥ ଜୋନର ପରିଚୟ ନେବାରେ ଲାଗିଛି ।  ବିଗତ 5 ବର୍ଷର ରେକର୍ଡ କହୁଛି ସୁରକ୍ଷା ଅଭାବରୁ ଏଠାରେ ବୁଡି ମଲେଣି 27 ପର୍ଯ୍ୟଟକ । ଗୋଟିଏ ପଟେ ଦକ୍ଷିଣ…

ବ୍ରହ୍ମପୁର ମହାନଗର ନିଗମ ତରଫରୁ ନଷ୍ଟ କରାଗଲା ପଚା ଖାଦ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ଶୁକ୍ରବାର ସହରର ବିଭିନ୍ନ ହୋଟେଲ୍‌ରେ ଚଢ଼ଉ କରାଯାଇ ଖାଦ୍ୟର ମାନ ଦେଖାଯାଇଥିଲା । ବିଏମ୍‌ସିର ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଗଠିତ ଏକ ଟିମ୍‌ ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କ ନେତୃତ୍ବରେ ଚଢ଼ଉ ସହ ପଚା ଖାଦ୍ୟ ନଷ୍ଟ କରାଯାଇଛି…

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଷ୍ଟାର୍ଟଅପ୍ ଓଡିଶା ଯାତ୍ରା 2.0 ଆରମ୍ଭ କରିଛନ୍ତି। ଏହି ଯାତ୍ରା 60 ଦିନ ମଧ୍ୟରେ 30 ଟି ଜିଲ୍ଲାର 100 ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବ।  ତୃଣମୂଳ ସ୍ତରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ…

ପୁନଃ ଖୋଲିଲା ନଦୀମର୍ଗ ନରସଂହାର କେସ୍‌

ପୁଲବାମା: ଜମ୍ମୁ-କଶ୍ମୀରର ହାଇକୋର୍ଟ ନଦୀମର୍ଗରେ ଘଟିଥିବା କଶ୍ମୀର ପଣ୍ଡିତଙ୍କ ନରସଂହାର କେସକୁ ପୁନଃ ଖୋଲିଛନ୍ତି । ୨୩ ମାର୍ଚ୍ଚ ୨୦୦୩ରେ ରାତିରେ ସେନାର ପୋଷାକ ପିନ୍ଧି ଲଶ୍ମର ଇ ତୋଇବା ଆତଙ୍କବାଦୀମାନେ ୨୪ କଶ୍ମୀର ପଣ୍ଡିତଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ୧୧…

ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ କେଜ୍ରିୱାଲଙ୍କ ସରକାର

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାର ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ । ଆପ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏହା ଘୋଷଣା କରିଛନ୍ତି । ଏ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଏକ୍ସସାଇଜ…