Latest Odisha News

BREAKING NEWS

Browsing Category

ଫିଚର

ଅଲଟିମେଟ୍ ଖୋ ଖୋ’ ଫାଇନାଲ: ଲଢ଼େଇ ପାଇଁ ପ୍ରସ୍ତୁତ ଓଡ଼ିଶା ଜଗରନଟ୍ସ

ଆଜି ‘ଅଲଟିମେଟ୍ ଖୋ ଖୋ’ ଫାଇନାଲ । ଫାଇନାଲରେ ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ମୁକାବିଲା ହେବ । ଫାଇନାଲ ପାଇଁ ଓଡ଼ିଶା ପକ୍ଷରୁ ବଡ଼ ଆଶା ରହିଛି । ଆଜିର ମ୍ୟାଚ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରିବ ଓଡ଼ିଶା ଜଗରନଟ୍ସ । …

ପାରାଦୀପରେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ

ଭୁବନେଶ୍ୱର: ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକା ତାଙ୍କ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ଗଣେଶ ପୂଜାରେ ପୀଡ଼ିତା ତାଙ୍କ ମାମୁ…

ଆଜି ପୁଣି ଭାରତ-ପାକିସ୍ତାନ ଲଢ଼େଇ

ଆଜି ପୁଣି ଭାରତ –ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ପାକିସ୍ତାନକୁ ପ୍ରଥମ ମ୍ୟାଚରେ ହରାଇଥିଲେ ମଧ୍ୟ ଆଜି ଏସିଆ କପରେ  ଭାରତକୁ କଡା ଟକ୍କର ଦେଇପାରେ ପାକିସ୍ତାନ । ଆଜିର ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅପେକ୍ଷାରେ ଅଛନ୍ତି। ଏହି ମ୍ୟାଚରେ ଯିଏ ଜିତିବ ତାର ଫାଇନାଲକୁ ଯିବା ଆଶା ଅଧିକ ରହିବ ।   …

ବିଚାରପତିଙ୍କ ଆତ୍ମହତ୍ୟା ପଛରେ କିଏ, ପରିବାର ଏବଂ ଶ୍ୱଶୁର ଘର ମଧ୍ୟରେ ଥିବା ବିବାଦକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ଯାଜପୁର ସ୍ଥିତ ପୈୃତକ ଗାଁରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୁଅର ମଲା ମୁହଁ ଦେଖିନପାରି ବୃଦ୍ଧ ବୟସରେ ପୁଅ ମୃତ୍ୟୁର ନ୍ୟାୟ ଦାବି କରି ଥାନାରେ ଏତଲା…

ଆଫଗାନିସ୍ତାନକୁ ପରାସ୍ତ କଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ୪ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ । ୧୯.୧ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି…

ଡରାଉଛି ଡେଙ୍ଗୁ: ରାଜଧାନୀ ସମେତ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାରରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାର ଚିକ୍କଣ ସହର ରାଜଧାନୀ ଭୁବନେଶ୍ୱର। ଯେଉଁଠି ବଡ଼ ବଡ଼ିଆ ଏବଂ ଅଧିକ ଶିକ୍ଷିତ ରୁହନ୍ତି। ଏବେ କିନ୍ତୁ ଏହି ସହରରେ ବଢ଼ିଛି ଡେଙ୍ଗୁ ମଶା (ଏଡିସ)ର ଆତଙ୍କ। ଯାହାକି ସହର ବାସୀଙ୍କ ଚିନ୍ତାର କାରଣ ପାଲଟିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ହାରାହାରି ପାଞ୍ଚରୁ ୧୦ ଜଣ…

ଚଳିତ ମାସ ଓଡ଼ିଶାର ତିନି ଦଳ ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ଦୁଇ ବର୍ଷ । ଏହା ପୂର୍ବରୁ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଉ ଓଡ଼ିଶାରେ ମଧ୍ୟ ବିଜେଡି, ବିଜେପି ଏବଂ କଂଗ୍ରେସ ସକ୍ରିୟ ହେବାକୁ ଯାଉଛନ୍ତି। ରାଜନୈତିକ ଦଳ ଗୁଡିକର ଚଳିତ ମାସରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।…

ଗଞ୍ଜାମରେ ପୁଣି ଦନ୍ତା ହାତୀର ମୃତ୍ୟୁ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ମଧ୍ୟରେ ପ୍ରାଣ ହରାଇଥିବା ଏହା ହେଉଛି ତୃତୀୟ ଦନ୍ତାହାତୀ। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳ ଅଧିନ କାମ୍ପ ଗାଁ ନିକଟ ଜଙ୍ଗଲରେ ଗତ କିଛି…

ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି । ଜି-୨୦ ରାଷ୍ଟ୍ର ସମୂହଙ୍କ…

ଲଢ଼ିବାର ସାହସ ଅଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର:ପୁଣି ଚର୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗଣେଶ ପୂଜା ବେଳେ ଲୋକଙ୍କ ସହ ସାମିଲ ହୋଇ ଭବ୍ୟ ସ୍ବାଗତ ପରେ ଖୁସି ମନାଇଛନ୍ତି ବିଧାୟକ ।  ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆଙ୍କୁଲିରେ ଗଣେଶ ପୂଜା କାର୍ଯ୍ୟକ୍ରମରେ ଶନିବାର ଅପରାହ୍ନରେ ସାମିଲ ହୋଇଥିଲେ ଗୋପାଳପୁର…