Latest Odisha News

BREAKING NEWS

Browsing Category

ଫିଚର

ଟ୍ୟାକ୍ସ ଠକୁଛି ଭିଭୋ! ୪୪ ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟକର ଠକୁଛି କି ଭିଭୋ । ଚାଇନା ମୋବାଇଲ ଦେଶରେ କୋଟି କୋଟି ଗ୍ରାହକଙ୍କ ନିକଟରେ ପହଁଚିଥିବା ବେଳେ ଟ୍ୟାକ୍ସ ଲୁଟୁଥିବା ଅଭିଯୋଗ ଆସିବାରୁ ଏବେ ଇଡି ଭିଭୋ ପଛରେ ଲାଗିଛି । ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ…

ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ :ଏକନାଥ ସିନ୍ଦେ ନେତୃତ୍ୱାଧୀନ ଦଳ ଏବଂ ବିଜେପି ସରକାର ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ବହୁମତ ହାସଲ କରିବାର ଗୋଟିଏ ଦିନ ପରେ ବାଚସ୍ପତି ରାହୁଲ ନର୍ବେକର 14 ଟି ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଏକ ଆବେଦନ…

ଏନଏଫଏସଏ ରାଜ୍ୟ ମାନ୍ୟତାରେ ୧ ନମ୍ବର ଓଡ଼ିଶା

ଓଡ଼ିଶା ଇନସାଇଡ ବ୍ୟୁରୋ:  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ । ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଉତ୍ତର…

ରାଷ୍ଟ୍ରପତି ପ୍ରାର୍ଥୀ ଏନଡିଏର, ବଳ କଷୁଛି ବିଜେଡି; ହାଇଯାକ ହୋଇଯିବ ବିଜେପିର ଲକ୍ଷ୍ୟ ?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଆଠ ତାରିଖ (ଶୁକ୍ରବାର) ଓଡ଼ିଶା ଆସିବେ । ଏହାପରେ ପୂର୍ବ ଅପେକ୍ଷା ବିଜେଡି ଅଧିକ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । କାରଣ ଏହାପରେ ପରେ ବିଜେଡି…

ଘରୋଇ ବିଶ୍ୱବିଦ୍ୟାଳୟ ବିଲ୍ ତରବରିଆ ଭାବେ ପାରିତ ହେବା ସନ୍ଦେହ ବଢାଉଛି: ନରସିଂହ ମିଶ୍ର

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଙ୍ଗଳବାର କହିଛନ୍ତି ଯେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡାଇ ନିଆଯାଉଛି। ବିଧାୟକମାନଙ୍କୁ ଆଲୋଚନା ଓ ପାରିତ ହେବା ପୂର୍ବରୁ ବିଲର ଦସ୍ତାବିଜ ଦିଆଯାଇଥାଏ। କିନ୍ତୁ ଏବେ ଏହା ମିଳୁ ନାହିଁ । ଶୂନ୍ୟକାଳରେ ବିଧାନସଭାରେ…

ଚନ୍ଦ୍ରକୁ କବଜା କରିବାକୁ ଚାହୁଁଛି ଚୀନ! ଚୋରି କରୁଛି ଟେକ୍ନୋଲୋଜି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଡାଳେ ଡାଳେ ଗଲେ ଚୀନ ପତ୍ରେ ପତ୍ରେ ଯାଉଛି ।  ଚନ୍ଦ୍ରକୁ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ଚୀନ୍ ବୈଜ୍ଞାନିକମାନେ ରାତିଦିନ ଏକ କରି ଗବେଷଣା କରୁଛନ୍ତି ।  ଏପରିକି ଅନ୍ୟ ଦେଶର ଟେକ୍ନୋଲୋଜି ମଧ୍ୟ ଚୋରି କରୁଛନ୍ତି । ଏଭଳି  ଆଶଙ୍କା କରିଛନ୍ତି ନାସା…

ମହିଳା ହକି ବିଶ୍ୱକପ: ଚୀନ ସହ ମ୍ୟାଚ ଡ୍ର ରଖିଲା ଭାରତ

ଆମଷ୍ଟେଲଭିନ: ଚଳିତ ମହିଳା ହକି ବିଶ୍ୱକପରେ ଭାରତ ମଙ୍ଗଳବାର ଚୀନ ବିପକ୍ଷ ମ୍ୟାଚକୁ ୧-୧ରେ ଡ୍ର ରଖିବାରେ ସଫଳ ହୋଇଛି । ଭାରତର ଏହା କ୍ରମାଗତ ଦ୍ୱିତୀୟ ଡ୍ର । ଗ୍ରୁପ ବି’ର ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଝେଙ୍ଗ ଜିଆଲି ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଗୋଲ ସ୍କୋର କରି ଚୀନକୁ…

ମା’ କାଳୀଙ୍କ ନେଇ ମହୁଆଙ୍କ ବିବାଦୀୟ ମନ୍ତବ୍ୟ, ଟିଏମସି କଲା ନିନ୍ଦା

ନୂଆଦିଲ୍ଲୀ: ମା' କାଳୀ ସିଗାରେଟ ଟାଣୁଥିବାର ଫଟୋକୁ ନେଇ ଏବେ ବିବାଦ ବଢିବାରେ ଲାଗିିଛି । ଏହି ମାମଲାରେ ୟୁପି ପୋଲିସ ମଦୁରାଇର ସଂପୃକ୍ତ ଫିଲ୍ମ ନିର୍ମାତା ବିରୋଧରେ ମାମଲା ରୁଜୁ କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋରେ ହାତକଡି ପିନ୍ଧାଇବାକୁ ପ୍ରୟାସ କରିଛି ଅନ୍ୟପଟେ…

କାହିଁକି ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କଲେ ଏକନାଥ ସିନ୍ଦେ?

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଦୁଇଟି କାରଣ ତାଙ୍କୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବିରୋଧରେ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା। ଗୋଟିଏ ହେଲା ଏନସିପି ପରୋକ୍ଷରେ ଶିବସେନାକୁ ଦୁର୍ବଳ କରିବା ଏବଂ ଅନ୍ୟଟି ତାଙ୍କୁ ଉଦ୍ଧବ ଠାକରେ…

ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ: ବାଲି ଯିବେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜି-୨୦ ବୈଠକ ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ । ଆସନ୍ତା ୭ ଏବଂ ୮ ତାରିଖରେ ବାଲି ଠାରେ ଜି-୨୦ ଦେଶ ମାନଙ୍କର ବୈଦେଶିକ ମନ୍ତ୍ରୀ ମାନଙ୍କ ସମ୍ମିଳନୀ ହେବ । ଏହି ସମ୍ମିନଳୀରେ ଯୋଗ ଦେବାକୁ ଏସ. ଜୟଶଙ୍କର ବାଲି ଯିବେ । ବିଶ୍ବର ବିଭିନ୍ନ…