Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଗତ ୨୪ଘଣ୍ଟା ଭିତରେ ୭୦୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲାର…

ଭୁବନେଶ୍ୱରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ସଂକ୍ରମଣ ବଢୁଛି । ତାସହ ଭୁବନେଶ୍ୱରରେ ବଢଚି କଟକଣା । ଏକାଧିକ ସଂକ୍ରମିତ ଚିହ୍ନଟ ପରେ କରୋନା ଚେନରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରୁଛି ବିଏମସି । ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି…

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦…

କରୋନା ମାରିଲା ଲମ୍ବା ଲମ୍ଫ: ଦିନକରେ ଓଡ଼ିଶାରୁ ୭ହଜାର ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ଲମ୍ବା ଲମ୍ଫ ମାରିଲା କରୋନା । ଦିନକରେ ୭ ହଜାର ସଂକ୍ରମିତ । ଗତକାଲି ଅପେକ୍ଷା ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୭ହଜାର ୭୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୦୭ ଜଣ ଆକ୍ରାନ୍ତ ।…

ଆଜି ବାଜିବ ପଞ୍ଚାୟତ ନିର୍ବାଚନୀ ବିଗୁଲ, ଘୋଷଣା ହୋଇପାରେ ତାରିଖ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିବ ବିଗୁଲ୍ । ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନର ଆଜି ପ୍ରେସମିଟ୍ ଡାକିଛନ୍ତି । ଦିନ ସାଢ଼େ ୧୧ଟାରେ ପ୍ରେସମିଟ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଏଥିରେ ନିର୍ବାଚନ…

ଆଜିଠୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା । ଆଜିଙ୍କୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏ ସମଲେଶ୍ୱରୀଙ୍କ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ କୃଷ୍ଣଚନ୍ଦ୍ର ମାଝୀ । ଗତକାରି ରାତିରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ…

ପଶ୍ଚିମବଙ୍ଗରୁ ୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଏସଟିଏଫର ଚଢ଼ାଉ ବେଳେ ବଡ଼ ସଫଳତା । ଚଢ଼ାଉ ବେଳେ ଜବତ ହୋଇଛି ୬୫ କୋଟି ଟଙ୍କାର ବ୍ରାଉନସୁଗାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ଜଣାପଡିଛି । ସେହିପରି…

ପୁରୀରେ ହେବ ପଞ୍ଚତାରକା ହୋଟେଲ

ଭୁବନେଶ୍ବର : ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ କରାଯିବ ପଞ୍ଚତାରକା ହୋଟେଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ସିପ ସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍ ରିସୋର୍ଟ ନାଁରେ ହେବାକୁ ଥିବା ଏହି…

ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି, ଉଦଘାଟିତ ହେଲା ଅତ୍ୟାଧୁନିକ ମେଡିକାଲ

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି । ଉଦଘାଟିତ ହୋଇଛି ଅତ୍ୟାଧୁନିକ ମେଡିକାଲ । ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହି ଅତ୍ୟାଧୁନିକ ମେଡିକାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ…