Latest Odisha News

BREAKING NEWS

Browsing Category

ଫିଚର

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଆଇପିଏଲର ଦାମୀ ଖେଳାଳି

କେପଟାଉନ: ଆଇପିଏଲର ଦାମୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇପିଏଲର ୨୦୨୧ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ଫେଜ ୧ରେ ଭଲ…

ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ…

ଆଇପିଏଲ ଟାଇଟଲ ସ୍ପନଶର ହେଲା ଟାଟା

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତୀ ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ । ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି…

ତପସ୍ୱିନୀ-ସୁମିତ ବିବାଦ ମାମଲା , ହାଇକୋର୍ଟରେ ସୁମିତ୍

କଟକ : ବ୍ରହ୍ମପୁର ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ବିବାଦ ମାମଲା । ଏହି ମାମଲା ଏବେ ହାଇକୋର୍ଟରେ ପହଁଞ୍ଚିଛି ।ସୁମିତ୍ ବ୍ରହ୍ମପୁର ଜିଲ୍ଲା ଦୌରା ଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ।ଗତ ୨୦ ତାରିଖ ରାତିରେ ୩୦ରୁ ଅଧିକ ମହିଳା ସୁମିତଙ୍କ ବ୍ରହ୍ମାନଗର ଘର ଗେଟ ଭାଙ୍ଗି…

ପରଲୋକରେ ଅଭିନେତା ମିହିର ଦାସ

ଭୁବନେଶ୍ୱର : ପରଲୋକରେ ଅଭିନେତା ମିହିରି ଦାସ । ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତାଙ୍କ ପରଲୋକ ହୋଇଛି । ମିହିରି ଦାସ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।…

ମକର ସଂକ୍ରାନ୍ତି ଏବଂ ପୋଙ୍ଗାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମକର ସଂକ୍ରାନ୍ତି ଓ ପୋଙ୍ଗାଲ ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ ,ଘାଟ ଏବଂ ପୋଖରୀ ନିକଟରେ ଗହଳି ମନା କରାଯାଇଛି । ମକର ମେଳା ଆୟୋଜନ କରାଯାଇ ପାରିବ ନାହିଁ । ମକର ସଂକ୍ରାନ୍ତି ଏବଂ ପୋଙ୍ଗଲରେ ସମସ୍ତ ଧାର୍ମିକ ସ୍ଥାନ ଏବଂ…

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ : ସୁର ରାଉତରାୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ନିର୍ବାଚନ କମିଶନର ,ସରକାରଙ୍କୁ ଅଭିନନ୍ଦନ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କ୍ୟାଣ୍ଡଟ ମାନେ ୫ ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରିବେ । ନୋଟ୍ ବାଣ୍ଟିବା ବନ୍ଦ କରନ୍ତୁ ,…

ଲୋକ କଂଗ୍ରେସ ପାର୍ଟିକୁ ମିଳିଲା ହକି ଷ୍ଟିକ, ବଲ ଚିହ୍ନ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାର୍ଟି ଲୋକ କଂଗ୍ରେସ ପାର୍ଟିକୁ ନିର୍ବାଚନ ଚିହ୍ନ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଳକୁ ହକି ଷ୍ଟିକ ଏବଂ ବଲରେ ଚିହ୍ନ ମିଳିଥିବାରୁ ସେ ଖୁସି ହୋଇ କହିଛନ୍ତି ଏଥର କେବଳ ଗୋଲ ଦେବା ବାକି ରହିଲା ।…

କାଠ ସ୍କେଲରେ ବାହାଘର ଭୋଜିର ମେନ୍ୟୁ !

କୋଲକାତା: ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ ନୂଆ ନୂଆ ବୁଦ୍ଧି କୌଶଳ ପ୍ରୟୋଗ କରିଥାନ୍ତି । ସିଲିଗୁଡିରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । ସସ୍ମିତା-ଅନିମେଷ ସେମାନଙ୍କ ବାହାଘର ଭୋଜିର ମେନ୍ୟୁକୁ ଏକ ୩୦ ସେଟିଂମିଟର କାଠ ସ୍କେଲରେ ଛାପି ଅତିଥିଙ୍କୁ ଦେଇଥିଲେ । ଏହାର ତଳେ ଲେଖା…

ରାଜ୍ୟରେ ସଂକ୍ରମଣ ଉପରମୁହାଁ , ସତର୍କ ରୁହନ୍ତୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ସଂକ୍ରମଣ ସବୁବେଳେ ଉପରମୁହାଁ ରହୁଛି । । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ , ଟେଷ୍ଟିଂ, ଟ୍ରିଟମେଣ୍ଟ, ଟିକାକରଣ ଚାଲିଛି । ସଂକ୍ରମଣ କେବେ କମିବ ତାହା ଏବେ…