Latest Odisha News

BREAKING NEWS

Browsing Category

ଫିଚର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ, ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଦେଇଛି ଗୁରୁ ଦାୟିତ୍ୱ । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ କାନ୍ଧରେ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ନିଯୁକ୍ତି…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ପୂଜା କମିଟି ସହ ସରକାରଙ୍କ ଆଲୋଚନା

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତାକୁ ନେଇ ଅସନ୍ତୋଷ ପରେ ଆଲୋଚନା ଟେବୁଲକୁ ପୂଜା କମିଟିକୁ ଡାକିଛନ୍ତି ସରକାର । ଏନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଅଛନ୍ତି । କଟକର…

ଅକ୍ଷୟ କୁମାରଙ୍କ ମାଆଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଅକ୍ଷୟ କୁମାର ଲଣ୍ଡନରେ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ…

ଅଲଗା ହେଲେ ଧଓ୍ୱନ ଦମ୍ପତି, ବିବାହର ୯ବର୍ଷ ପରେ ଡିଭୋର୍ସ !

ନୂଆଦିଲ୍ଲୀ: ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ । ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ବଂଶୋଦ୍ଭବ ଆୟେଶା ମୁଖାର୍ଜୀଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ସେମାନେ…

ଇସ୍ରାଏଲ ଜେଲରୁ ୬ ପାଲେଷ୍ଟାଇନ ଫେରାର

ଗିଲୱା: ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲ ଗିଲୱାରେ ଅଛି । ତେବେ ସେଠାରୁ ୬ ଫିଲିସ୍ତାନୀ କୈଦୀ ପେରାର ହୋଇଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଥିଲା । ଏହି କୈଦୀମାନେ ଜେଲର ୱାଶ ବେସିନ ତଳୁ ସୁଡଙ୍ଗ…

ଆଜି ରାଜ୍ୟରୁ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୨ ପିଲା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହରୁ ୮ଶହ ଭିତରେ ରହୁଛି । କେବେ କମୁଛି କେବେ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୬୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୯ । ରାଜ୍ୟରେ ଆଉ ୧୦୨ ଜଣ…

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବଢ଼ିଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି । ବସ୍ତା ବ୍ଲକର ମଥାନୀଠାରେ ସକାଳ ୬ଟା ସୁଦ୍ଧା ୫.୬ ମିଟର ଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଫଳରେ…

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ସମ୍ୱଲପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ପାଟଣାଗଡ ସ୍ଥିତ ଗଙ୍ଗାନଗରରେ ଥିବା ବାସଭବନ, ପୈତୃକ ଗାଁ…

ଶ୍ରୀମନ୍ଦିରରେ ସବୁଦିନ ଦର୍ଶନ ନେଇ ଆଜି ହୋଇପାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ସବୁ ଦିନ ଶ୍ରୀଜିଉଙ୍କୁ ଦର୍ଶନ ଅନୁମତି ମିଳିବ କି ? ଆଜି ଆସିପାରେ ନିଷ୍ପତ୍ତି । ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କୋହଳ ହୋଇପାରେ ଏସଓପି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ବର୍ତ୍ତମାନ କୋଭିଡ୍ ସ୍ଥିତି ଓ…

ସ୍କୁଲରେ ସଂକ୍ରମଣ ରୋକିବାକୁ କୋଭିଡ୍ ମନିଟରିଂ ସେଲ୍ ଗଠନ, ମାସ୍କ ନଥିଲେ ଏଣ୍ଟ୍ରି ନାହିଁ

ଭୁବନେଶ୍ୱର: ବରଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ଦୁଇଟି ସ୍କୁଲରୁ ୩୪ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି । ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତିତ ସମୀକ୍ଷା କରିବା ପରେ ଏସଓପିକୁ କଡ଼ାକଡ଼ି ପାଳନ ନେଇ ଗଣଶିକ୍ଷା ବିଭାଗ…