Latest Odisha News

BREAKING NEWS

Browsing Category

ଫିଚର

ପ୍ରକାଶ ପାଇଲା ବିଏଡ୍ ପ୍ରବେଶିକା ଫଳ

ଭୁବନେଶ୍ୱର: ବିଏଡ୍ ପ୍ରବେଶିକା ପରୀକ୍ଷା- ୨୦୨୦ର ଫଳାଫଳ ଏବଂ କଟ୍ ଅଫ୍ ତାଲିକା ସହପ୍ରୋଭିଜନାଲ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶିତ ହୋଇଛି। ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀ ମାନେ ସାମସ୍ ଓ୍ବେବସାଇଟ ଚେକ୍ କରିପାରିବେ। କାଉନସେଲିଂ ପାଇଁ ଉଭୟ ବିଜ୍ଞାନ ଏବଂ କଳା ଷ୍ଟ୍ରିମର ମୋଟ ୯୦୦…

ଆଜି ପୁଣି ସରକାରଙ୍କ ସହ ଚାଷୀଙ୍କ ଆଲୋଚନା, ନିଷ୍କର୍ଷ ଉପରେ ନଜର

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି । ନିଷ୍କର୍ଷ ବାହାରି ପାରୁନି । ଆଜି ପୁଣି ଥରେ କୃଷକ ସଂଗଠନ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଜି ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ । କଣ ବାହାରିବ ନିଷ୍ପତ୍ତି ତାଉପରେ…

୬୦ଲକ୍ଷ ଅନଲାଇନ ଠକେଇ, ଭଦ୍ରକରୁ ଗିରଫ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ

ଭଦ୍ରକ: ଅନଲାଇରେ ଠକେଇ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏଥିପାଇଁ ଦିଲ୍ଲୀ ପୋଲିସ ଟିମ୍ ଭଦ୍ରକରେ ପହଞ୍ଚିଛି । ଗିରଫ ଯୁବକଙ୍କ ନାଁ…

ଆଜି ନୟାଗଡ଼ ଯଦୁପୁର ଯିବ କଂଗ୍ରେସ ପ୍ରତିନିଧି ଦଳ

ନୟାଗଡ଼: ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ସରକାରୀଙ୍କୁ ଘେରୁଛନ୍ତି ବିରୋଧୀ । ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲା ଯଦୁପୁର ଗସ୍ତ କରିବେ । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଯିବେ । କଂଗ୍ରେସ…

ରାଜ୍ୟର +୨ କଲେଜ କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିପାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା କଲେଜ। କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।…

ବାଲ୍ୟ ବିବାହକୁ ନେଇ ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା ପୁରସ୍କାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ରାଶି ମିଳିବ ଘୋଷଣା କରିଛନ୍ତି ପ୍ରଶାସନ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ଲାଗି…

ଜାମିନ ଆବେଦନ କଲେ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ହାଇକୋର୍ଟ ଗଲେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ। ଜାମିନ ପାଇଁ ଆଜି  ସେ ଆବେଦନ କରିଛନ୍ତି। ପୂୂର୍ବରୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଗତ ନଭେମ୍ବର ୨୭ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ…

ଆକାଶ ପାଠକଙ୍କ ଆକାଉଣ୍ଟରୁ ପୁଣି ୧କୋଟି ୪୭ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ତଦନ୍ତ ଯେତିକି ଆଗଉଛି, ଖୋଲୁଛି ଆକାଶ ପାଠକଙ୍କ ଗୋଟିଏ ପରେ ଗୋଟିଏ ଗୁମର। ପୁଣି ତାଙ୍କ ଆକାଉଣ୍ଟରୁ ଠାବ ହୋଇଛି ୧କୋଟି ୪୭ ଲକ୍ଷ ଟଙ୍କା ବ୍ୟାଙ୍କ ଜମା । ଭୁବନେଶ୍ୱର ଓ ପୁନେର ତିନିଟି ବ୍ଯାଙ୍କ ଆକାଉଣ୍ଟର ଖୋଳତାଡ ବେଳେ ଏହି ତଥ୍ୟ ସାମନାକୁ ଆସିଛି। ଏନେଇ କ୍ରାଇମବ୍ରାଞ୍ଚ…

ରେଷ୍ଟୁରାଂଟ ଖୋଲିଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଫିଲ୍ମ ଦୁନିଆରେ ବିଶେଷ ସକ୍ରିୟ ନ ଥିଲେ ମଧ୍ୟ ଅନ୍ୟ କାରଣ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପରିଣତ ବୟସରେ ଯୋଗ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ନେଇ ସେ ପ୍ରଶଂସାର ପାତ୍ର ହେଉଛନ୍ତି । ଏବେ ଶିଳ୍ପା ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଏକ ଭବ୍ୟ…

ଭାରତକୁ ଶୀଘ୍ର ମିଳିବ ରୋମିଓ ହେଲିକପ୍ଟର: ଜାରି ହେଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ଭାରତକୁ ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ୍ ଦେଲା ଉପହାର । ଭାରତକୁ ମିଳିବାକୁ ଥିବା ଏମଏଚ୍-୬୦ଆର ଅର୍ଥାତ୍ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି ଲକହିଡ୍ ମାର୍ଟିନ୍ । କୁହାଯାଉଛି କି ଖୁବ୍ ଶୀଘ୍ର ଏହି ହେଲିକପ୍ଟର ଭାରତ ଆସିବ । ଶୀଘ୍ର ଭାରତୀୟ…