Latest Odisha News

BREAKING NEWS

Browsing Category

ଫିଚର

ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ରହିଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କର ୮୧ ବର୍ଷ ବୟସରେ ଆଜି ନୂଆଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଶ୍ରୀମତୀ ଦିକ୍ଷିତଙ୍କର ମୃତ୍ୟୁ ଶନିବାର ଦିନ ୩ଟା ୩୦ ମିନିଟରେ ହୋଇଥିବାର ସୂଚନା ମିଳିଛି । ଏହି ଦିବଂଗତ…

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ: ଜୁଲାଇ ୨୫ରେ ନୂତନ ନୟାଗଡ଼-ମହୀପୁର ରେଳଲାଇନ୍ ପରୀକ୍ଷଣ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ନୂତନ ରେଳ ଲାଇନକୁ ଆସନ୍ତା ୨୫ ତାରିଖ ଦିନ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯିବ । ପରୀକ୍ଷା ମୂଳକ ଭାବେ ରେଳ ଇଞ୍ଜିନ ଚଳାଚଳ ଆରମ୍ଭ ହେଲାଣି । ରେଳ ଇଞ୍ଜିନ ଚଳାଚଳ ପ୍ରତି…

ଏମିତି ଜାଗା ଯେଉଁଠି ବାପା-ମାଆ ପିଲାଙ୍କ ଉପରେ ଜମା ରାଗନ୍ତିନି

ଗ୍ରୀନଲାମଡ ଆଲାସ୍କା ଏବଂ କାନାଡାର ବରଳ ଅଂଚଳରେ ଇନ୍ୟୁଈ ଲୋକ ରୁହନ୍ତି । ଏଠି ସବୁଠୁ ବଡ କଥା, ଏମାନେ କେବେ ବି ନିଜ ପୁଅ-ଝିଅଙ୍କ ଉପରେ ରାଗନ୍ତିନି କି ବିରକ୍ତ ହୋଇ ପାଟିତୁଣ୍ଡ କରନ୍ତିନି । ଏମାନଙ୍କ ଜୀବନରେ ରାଗ ଏବଂ କ୍ରକ୍ତିର କୌଣସି ସ୍ଥାନ ନାହିଁ । ଏମାନେ ଏସବୁକୁ ଜମା ପ୍ରାଧାନ୍ୟ…

୬ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଜଗଦୀପ ଧନକର୍ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଏହି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ରାଜ୍ୟପାଳ…

 ଟେଲି ଷ୍ଟାରଙ୍କ ‘ଫେସ୍‌ ଆପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ‘ଫେସ୍‌ ଆପ୍‌’ର ନିଶା ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟେଲିଭିଜନ ଓ ବଲିଉଡ୍‌ ସେଲିବ୍ରେଟି ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି ।ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ ଶେୟାର କରିଥିବା ବେଳେ ଆଉ କିଛି ସେଲିବ୍ରିଟି ନିଜର ଫଟୋରେ…

ଓଡ଼ିଶାର ରପ୍ତାନକାରୀଙ୍କ ଲାଗି ଖୁସି ଖବର ! ରାଜଧାନୀରେ ଆରମ୍ଭ ହେଲା ବିଦେଶ ଡ଼ାକସେବା

ଭୁବନେଶ୍ୱର: ବିଦେଶ ପୋଷ୍ଟ ଅଫିସ ! ପୁଣି ଓଡ଼ିଶାରେ ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତକଥା । ଓଡ଼ିଶାରେ ଶନିବାର ଦିନ ଓଡ଼ିଶା ରାଜଧାନୀ ଭୁବନେଶ୍ୱରଠାରେ ଉଦଘାଟିତ ହୋଇଛି ଏହି ବିଦେଶ ଡ଼ାକଘର । ଏହି ନୂଆ ପୋଷ୍ଟ ଅଫିସଟିକୁ ଆଜି ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟସ୍ଥିତ…

କୋହଲୀଙ୍କ ଉପରେ ନିର୍ଭର କରୁଛି ଧୋନୀଙ୍କ କ୍ରିକେଟ ଭବିଷ୍ୟତ !

ଭୁବନେଶ୍ୱର: ଭାରତୀୟ କ୍ରିକେଟରେ ଏକ ଜାଜ୍ଜ୍ୱଲମାନ ତାରକା ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗନ୍ତ ଦେବାରେ ଧୋନୀଙ୍କର ରହିଛି ଅନେକ ପରିଶ୍ରମ ତଥା ଅକୁଣ୍ଠିତ ଉଦ୍ୟମ । ଏହି ମହାନ କ୍ରିକେଟ ତାରକାଙ୍କୁ ଭାରତୀୟ କ୍ରିକେଟପ୍ରେମୀ କେବେବି ଭୁଲି ପାରିବେ ନାହିଁ,…

ଓଡିଶା ଖଦି ବୋର୍ଡ ଦୁର୍ନୀତିକୁ ନେଇ ଗୃହରେ ହଙ୍ଗାମା, ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ (ଓକେଜିବି)ରେ ବ୍ୟାପକ ଅନୀୟମିତାକୁ ନେଇ ଓଡିଶା ବିଧାନସଭାରେ ବିରୋଧି ବିଜେପି ତୁମ୍ବିତୋଫାନ କରିଛି । ଏହି ଦୁର୍ନୀତିକୁ ନେଇ ବିଜେପି ତଦନ୍ତ ଦାବି କରିଛି । ଗୃହର ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗକୁ ଉଠାଇବା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ…

ଧ୍ୟାନ ଓ ଆଧ୍ୟାତ୍ମିକତାର ଚରମ ସୋପାନ: ଚନ୍ଦ୍ରଗିରିର ପଦ୍ମସମ୍ଭବ ପୀଠ

ଭୁବନେଶ୍ୱର: ଧ୍ୟାନ ଲାଗି ଏହି ମହାବୀର ପୀଠଟି ବୌଦ୍ଧଭିକ୍ଷୁଙ୍କର ବେଶ୍ ପସନ୍ଦଯୋଗ୍ୟ । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ କରୁଥାଏ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ…

କଥାକୁହା ଫଟୋ: ଓଡ଼ିଶୀ ନୃତ୍ୟ ଓ ନାଟକ ‘ଦ୍ରୌପଦୀ’ରେ ନୃତ୍ୟାଙ୍ଗନାଙ୍କ ଅପୂର୍ବ ଭଙ୍ଗୀ…

ଭୁବନେଶ୍ୱର: ଦ୍ରୌପଦୀ ନାମ୍ନୀ ଜଣେ ଋଷିକନ୍ୟା ଶିବଙ୍କୁ ଭଲ ସ୍ୱାମୀଟେ ଲାଗି ବର ମାଗିଲେ । ଯୋଗରେ ନିମଗ୍ନ ମହାଦେବଙ୍କୁ ୫ଥର ପ୍ରାଥନା କରିଥିବାରୁ ପାଞ୍ଚଜଣ ସ୍ୱାମୀ ପାଇଥିଲେ ଦ୍ରୌପଦୀ । ଏହି ମହାଭାରତୀୟ କଥାବସ୍ତୁକୁ ନେଇ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଦେବସ୍ମିତା ସେନଗୁପ୍ତାଙ୍କ ଗ୍ରୁପ…