Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପ: ଖେଳିପାରିବେ କୋଭିଡ ପଜିଟିଭ ଖେଳାଳି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଆଇସିସି କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରିଦେଇଛି । ଏପରିକି କୋଭିଡ ୧୯ ପଜିଟିଭ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯିବ । ସଂକ୍ରମିତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବନି । ତେବେ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁଏଇକୁ ହରାଇଲା ନେଦରଲାଣ୍ଡ

ଗିଲୋଙ୍ଗ: ଟି୨୦ ବିଶ୍ୱକପର ରବିବାର ଅନୁଷ୍ଠିତ କ୍ୱାଲିଫାଇଂ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ୟୁଏଇକୁ ୩ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ଯାଁଏ ଯାଇଥିଲା । ଟସ ଜିତି ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୧ରନ ସଂଗ୍ରହ…

ଆଇପିଏଲ ୨୦୨୩ର ନିଲାମ ଡିସେମ୍ବର ୧୬ରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବରରେ ହେବ । ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ବାଙ୍ଗାଲୋର ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟ ଭାରତରେ ଖେଳାଯିବ । ମ୍ୟାଚଗୁଡିକ ପୂର୍ବଭଳି ହୋମ ଏବଂ…

ଟି୨୦ ବିଶ୍ୱକପ କ୍ରିକେଟ: ପୂର୍ବତନ ଚାମ୍ପିୟନକୁ ହରାଇଲା ନାମ୍ବିଆ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ନାମ୍ବିଆର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନାମ୍ବିଆ ପ୍ରଥମ ରାଉଣ୍ଡ ଗ୍ରୁପ ଏ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

ଟି୨୦ ବିଶ୍ୱକପରେ ଭାଙ୍ଗିବ ଏହି ୧୦ ରେକର୍ଡ

ପୁରୀ: ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ୧୩ ନଭେମ୍ବରରେ ଜଣାପଡିବ କେଉଁ ଟିମ ବାଜି ମାରିବ । ତେବେ ଏହି ବିଶ୍ୱକପରେ ୧୦ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା କଣ ସେହି ରେକର୍ଡ.. ୧.ସର୍ବାଧିକ ବ୍ୟକ୍ତିଗତ ରନ: ଟି୨୦ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ରନ…

ଗାଙ୍ଗୁଲି ଲଢ଼ିବେ ସିଏବି ନିର୍ବାଚନ: ରିପୋର୍ଟ

କୋଲକାତା: ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଗାଙ୍ଗୁଲି ଆଗକୁ କିଛି ବଡ କରିବା ନେଇ ସୂଚନା ଦେଇଥିଲେ । ତେବେ ଏକ ରିପୋର୍ଟ ମୁତାବକ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି…

୧୬ ଟିମ, ୨୯ ଦିନ, ୪୫ ମ୍ୟାଚ, ଗୋଟିଏ ଟ୍ରଫି

ଓଭାଲ: ଅଷ୍ଟ୍ରେଲିଆରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ୮ମ ଟି୨୦ ବିଶ୍ୱକପ କ୍ରିକେଟ । ସମସ୍ତ ପ୍ରସ୍ତୁତି ଶେଷ । ଗୋଟିଏ ଟ୍ରଫି ପାଇଁ ୧୬ ଟିମ ମଧ୍ୟରେ ୨୯ ଦିନରେ ୪୫ ମୁକାବିଲା ହେବ । ଦ୍ୱିତୀୟ ଥର ପାଇଁ ବର୍ଷକ ବ୍ୟବଧାନରେ ଟି୨୦ ବିଶ୍ୱକପ ଖେଳାଯାଉଛି । ଗତ ବର୍ଷ ୟୁଏଇରେ ଏହାର ୭ମ…

୭ମ ଥର ପାଇଁ ଭାରତ ଜିତିଲା ମହିଳା ଏସିଆ କପ ଟାଇଟଲ

ସିଲହଟ: ଶ୍ରୀଲଙ୍କାକୁ ଫାଇନାଲରେ ୮ ୱିକେଟରେ ହରାଇ ଭାରତ ୭ମ ଥର ପାଇଁ ମହିଳା ଏସିଆ କପ କ୍ରିକେଟ ଟାଇଟଲ ହାସଲ କରିଛି । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲରଙ୍କ ପାଖରେ ଶ୍ରୀଲଙ୍କା ଖେଳାଳି ସମ୍ପୂର୍ଣ୍ଣ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବେଙ୍ଗଲଠାରୁ ଓଡିଶାର ଶୋଚନୀୟ ପରାଜୟ

ଲକ୍ଷ୍ନୌ: ଚଳିତ ସୟେଦ ମୁସ୍ତାକ ଅଲି ଟ୍ରଫିରେ ବେଙ୍ଗଲ ନିକଟରୁ ଓଡିଶା ୮ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଛି । ଟି୨୦ ଫର୍ମାଟରେ ଖେଳାଯାଉଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଓଡିଶା ୧୮.୧ ଓଭରରେ ୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଭିଶେକ ରାଉତ ୨୪ ରନର ଇନିଂସ ଖେଳିଥିଲେ । ୮…