Latest Odisha News

BREAKING NEWS

Browsing Category

ଖେଳ

ମେ ୨୮ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଗୁରୁବାର ବାଚସ୍ପତି ଓମ ବିର୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଦଘାଟନ ପାଇଁ ନିର୍ମାଣ କରିଛନ୍ତି । ୨୦୨୧ ଜାନୁୟାରୀ ୧୫ରୁ ଏହି ତ୍ରିଭୂଜକାର ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ…

କ୍ଲାସେନଙ୍କ ଶତକ, ବାଙ୍ଗାଲୋର ସମ୍ମୁଖରେ ୧୮୭ ରନର ଲକ୍ଷ୍ୟ

ହାଇଦ୍ରାବାଦ: ଚଳିତ ଆଇପିଏଲ ଏବ ଅନ୍ତିମ ପର୍ଯ୍ୟାୟର ନିକଟତର ହେଉଛି । ପ୍ଲେ ଅଫ ପ୍ରବେଶ ପାଇଁ ବାକି ଥିବା ଅଧିକାଂଶ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଗୁରୁବାର ଅନୁଷ୍ଠିତ ମ୍ୟାଚରେ ହେନରିକ କ୍ଲାସେନଙ୍କ ଚମତ୍କାର ଶତକ ବଲରେ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ ବିନିମୟରେ ୧୮୬ ରନ…

ରେସଲିଂ: ଆଡ ହକ କମିଟିର ପ୍ରଥମ ଟ୍ରାଏଲରେ ହରିୟାଣା ରେସଲରଙ୍କ ପ୍ରାଧାନ୍ୟ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ଦୁଷ୍କର୍ମ ଅଭିଯୋଗ ମାମଲାରେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଛନ୍ଦି ହୋଇ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ଗଠିତ ଆଡ ହକ କମିଟି ୧୭ ଓ ୨୩ ବର୍ଷରୁ କମ ଏସୀୟ ଚାମ୍ପିୟନଶିପ ପାଇଁ ରେସଲର ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରଥମ ଟ୍ରାଏଲରେ…

ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ବିଶ୍ୱ ରେକର୍ଡଧାରୀ ଆଥଲେଟ

ମୋନାକୋ: କେନିୟାର ବିଶ୍ୱରେକର୍ଡ ଧାରୀ ଦୂରଗାମୀ ଧାବକ ରୋନେକ୍ସ କ୍ରିପୁଟୁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ ଇଂଟିଗ୍ରିଟି ୟୁନିଟ ତାଙ୍କୁ ବାସନ୍ଦ କରିଛନ୍ତି । ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଧାରରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି । ରକ୍ତ ନମୁନାରେ ହୋଇଥିବା ପରିବର୍ତନକୁ…

ଦୁଷ୍କର୍ମ ମାମଲା: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କାଙ୍କ ବିରୋଧରେ ଆସିଥିବା ୪ରୁ ପ୍ରତ୍ୟାହାର ହେଲା ୩ଟି ଅଭିଯୋଗ

ସିଡନୀ: ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗଣଥିଲକାଙ୍କୁ ଆଜି କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ତାଙ୍କ ବିରୋଧରେ ଆସିଥିବା ୪ଟିରୁ ୩ଟି ଅଭିଯୋଗକୁ ସିଡନୀ କୋର୍ଟ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି । ୩୨ ବର୍ଷୀୟ ଦନୁଷ୍କାଙ୍କୁ ଗତ ବର୍ଷ ଟି୨୦ ବିଶ୍ୱକପ ଅବସରରେ ପୋଲିସ…

ଲକ୍ଷ୍ନୌକୁ ଜିତାଇବା ପରେ ଡାକ୍ତରଖାନାରେ ପଡିଥିବା ବାପାଙ୍କ ଭିଡିଓ କଲ କରି ମୋହସୀନ କହିଲେ ଆପଣ ଖୁସି ତ ?

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ବିଜୟୀ କରାଇଥିବା ମୋହସୀନ ଖାଁ ପ୍ରଦର୍ଶନ ଅପେକ୍ଷା ଅନ୍ୟ ଏକ କାରଣ ନେଇ ପ୍ରଶଂସିତ ହେଉଛନ୍ତି । ଶେଷ ଓଭରରେ ମୁମ୍ବାଇ ଜିତିବା ପାଇଁ ୧୧ ରନ ଆବଶ୍ୟକ କରୁଥିବା ବେଳେ ମୋହସୀନଙ୍କ ବୋଲିଂ ଯୋଗୁ ଦଳ ୫…

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ: ୧୭୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଲକ୍ଷ୍ନୌ:ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୭୮ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ମୁମ୍ବାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମାର୍କୋସ ଷ୍ଟୋଇନିସ ୪୭ ବଲରେ ୪ ଚୌକା ଓ ୮ ଛକା ସହାୟତାରେ ୮୯…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଅମ୍ବାତି ରାୟୁଡୁ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପଲ୍ଲୀ ବିଦ୍ୟାଙ୍କ ଏହା ଦ୍ୱିତୀୟ କନ୍ୟା ସନ୍ତାନ । ୩୭ ବର୍ଷୀୟ ଭାରତର ଏହି ବ୍ୟାଟ୍ସମ୍ୟାନ ଇନଷ୍ଟାଗ୍ରାମରେ ଏହି…

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡିଲା କୁକୁର

ମୁମ୍ବାଇ: ଆଇପିଏଲ ୨୦୨୩ ଅବସରରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ କୁକୁର କାମୁଡି ଦେଇଛି । ଅର୍ଜୁନ ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ବୋଲିଂ ଆର୍ମରେ କୁକୁର କାମୁଡିଥିବାରୁ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେଥିପାଇଁ ମଙ୍ଗଳବାର ଲକ୍ଷ୍ନୌ…

ପରଲୋକରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଡାକ୍ତର ସଞ୍ଜୟ ଶତପଥୀ

ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ…