Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡିଓ] ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଫେଲ୍

ଅନୁଗୁଳ:ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜା କୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନ।କେଦମ ହୋଇଛନ୍ତି । ଶେଷରେ ପ୍ରାୟ ଦେଢ଼ ଘଣ୍ଟା…

ସ୍ମାର୍ଟ ମିରର, ଛାତ୍ରଙ୍କ ନୂଆ ଆବିଷ୍କାର

କଟକ : ଆଇନା ଆଗରେ ଠିଆ ହୋଇ ଆଇନାକୁ ନିର୍ଦ୍ଦେଶ ଦେଲେ ସବୁ ଖବର ମିଳିବ। ଏପରିକି ଫ୍ୟାନ୍,ଏୟାର୍ କଣ୍ଡିସନର୍ ଫ୍ୟାନ୍ ବଲବ ଜଳି ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରିବ।  ଏହାସହ ଆଉ କେତେ କଣ ମାନିଯିବ ଏହି ଆଇନା...ଏପରି ଏକ ସ୍ମାର୍ଟ ମିରରର ନୂତନ ଭାବେ ଆବିଷ୍କାର କରିଛନ୍ତି କଟକ ଭୁବନାନନ୍ଦ…

ମୃତ ଡଲଫିନ୍ ଉଦ୍ଧାର

ବାଲେଶ୍ୱର : ଗତକାଲି ବାଲେଶ୍ୱର ସମୁଦ୍ରକୂଳରେ ଦେଖାଦେଇଥିବା ଡଲଫିନ୍ ର ମୃତ ଦେହ ଉଦ୍ଧାର ହୋଇଛିା ମୃତ ଡଲଫିନ୍ ଭାସି ଭାସି ଆସି କୂଳରେ ଲାଗିଥିବା ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ମୃତ ଡଲଫିନକୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର…

ଅଧିବେଶନ ଆରମ୍ଭରୁ ବିଧାନସଭା କମ୍ପିଲା: ମରୁଡ଼ି ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ବିଧାନସଭାରେ ତାତି । ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ବିରୋଧୀ ଆରମ୍ଭ କରିଥିଲେ ହୋହଲ୍ଲା । କଂଗ୍ରେସ ସଦସ୍ୟ ମରୁଡ଼ି ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି କରିବାକୁ…

ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ହସ୍ପିଟାଲରୁ ବିଧାନସଭା ଅଦିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭିଡିଓ କନଫରେନ୍ସିଂ ଜରିଆରେ ସେ ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାପରେ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଦୀପ୍ତ ନାଏକ । ସେ ଲେଖିଛନ୍ତି, ସମ୍ପୂର୍ଣ୍ଣ ଭାବରେ ସୁସ୍ଥ…

କାର ଚେଚିସରେ ଫସିଥିଲା ସାପ, ୩ ଘଣ୍ଟା କସରତ ପରେ ଉଦ୍ଧାର

ଭୁବନେଶ୍ୱର: କାର୍ ଭିତରେ ଫସିଥିଲା ସାପ । ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ଗେଷ୍ଟ ହାଉସରେ ଥିବା ଚିତ୍ତରଞ୍ଜନ ବରାଳଙ୍କ କାରରୁ ସାପ ଉଦ୍ଧାର ହୋଇଛି । ଚିତ୍ତରଞ୍ଜନ ବରାଳ କାର ଷ୍ଟାର୍ଟ କରିବା ବେଳେ…

ପାରଳା ACF ମୃତ୍ୟୁ ମାମଲା: କାଲି ବିଦ୍ୟାଭାରତୀଙ୍କୁ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁର କେବେ ଖୋଲିବ ରହସ୍ୟ ? ପାରଳାଖେମୁଣ୍ଡି ପରେ ଆଜିଠୁ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍ । ଏଥିପାଇଁ ତାଙ୍କ ଗାଁ ବାଲେଶ୍ୱର…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଅନ୍ୟ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟତେ ଶୋକ ପ୍ରସ୍ତାବ ଆଗତ…

ଓଡ଼ିଶାରେ କୋଭିଡ୍ ଚିକିତ୍ସା ପାଇଁ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ ଦେଲା ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛି ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ । କୋଭିଡ୍ ଚିକିତ୍ସା ପାଇଁ ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଗୁରୁଗାଁଓଠାରୁ ଏସବୁ…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ…