Home ସହର ବ୍ରହ୍ମପୁର

ବ୍ରହ୍ମପୁର

Berhempur

ଟିକାର ଘୋର ଅଭାବ: ବ୍ରହ୍ମପୁରରେ କିଛି ସେଣ୍ଟରରେ ଟିକାକରଣ ବନ୍ଦ !

ବ୍ରହ୍ମପୁର: ଟିକା ନଥିବାରୁ ବନ୍ଦ ରହିବ ଟିକାକରଣ । ବ୍ରହ୍ମପୁରରୁ ଏଭଳି ଏଭଳି ଚିତ୍ର ସାମନାକୁ ଆସିଛି । ଟିକା ନଥିବାରୁ ସହରର କିଛି ସଂଣ୍ଟରରେ ଟିକାକରଣ ବନ୍ଦ ରହିବ । ଏନେଇ ଟିକାକରଣ କେନ୍ଦ୍ରରେ ସୂଚନା ଫଳକ ଲାଗିଛି । ଯେଉଁଠାରେ...

ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ, ୨ ମୃତ

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ପିଟି ହେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗାଡ଼ି ଡ୍ରାଇଭର ଓ ସୁପରଭାଇଜର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଗୁରୁତର ହୋଇଛନ୍ତି ହେଲପର । ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା...

ବିସ୍ଫୋରଣ ନେଲା ୨ ଜୀବନ, ୩ ଜଣ ଗୁରୁତର

ବ୍ରହ୍ମପୁର: ଘରେ ହେଲା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୩ ଜଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ...

ସୁନାପୁର ବେଳାଭୂମିରେ ଲାଗିଲା‌ ବିଶାଳକାୟ ସାର୍କ, ମତ୍ସ୍ୟଜୀବୀ-ବନ କର୍ମଚାରୀ ଛାଡ଼ିଲେ ସମୁଦ୍ରରେ

ବ୍ରହ୍ମପୁର: ଆଜି ଅପରାହ୍ଣରେ ବେଳାଭୂମିରେ ଲାଗିଥିଲା ଏକ ବିଶାଳକାୟ ସାର୍କ । ହାତ ପାଆନ୍ତାରେ ଏତେ ବଡ଼ ସାର୍କକୁ ଦେଖି ‌ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ ।  ହ୍ବେଲ୍‌...

ଆରମ୍ଭ ହେବ କୋଭିଡ ସପ୍ତାହ, ହାରିବ କରୋନା!!

ବ୍ରହ୍ମପୁର: ଆସନ୍ତା ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ସପ୍ତାହବ୍ୟାପୀ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ । କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ମେସେଜ୍ ମାଧ୍ୟମରେ...

ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ନିଆଯିବ ବ୍ରହ୍ମପୁର । ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା...
Vigilance Recovers Over Rs 1 Lakh Unaccounted Cash From Tehsildar In Cuttack

ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି କର୍ମୀ, ୭ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ । ତାଙ୍କ ନାଁ ନମିତା ଦଳେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ଚାଲିଛି । ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହି...

ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି: କମ୍ପାନି ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ଜେଲ, ୬୯ହଜାର ଟଙ୍କା ଲେଖାଏଁ ଜରିମାନା 

ବ୍ରହ୍ମପୁର: ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି ହୋଇଛି । ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଦେବାଶିଷ ପଣ୍ଡା ଟଙ୍କା ଠକେଇ ମାମଲାର ଶୁଣାଣି କରିଛନ୍ତି । ଏକ କମ୍ପାନିର ଏମ୍‌ଡି ଓ ମ୍ୟାନେଜରଙ୍କୁ ୭ବର୍ଷ ଲେଖାଏଁ ଜେଲଦଣ୍ଡରେ ଦେଇ ଚୂଡାନ୍ତ ରାୟ ଦେଇଛନ୍ତି...

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ...

ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହେଲେ କୋଭିଡ୍‌-୧୯ ସନ୍ଦିଗ୍ଧ ଇଞ୍ଜିନିୟରିଂ ଛାତ୍ର, ବୟସ୍କ ମହିଳା

ବ୍ରହ୍ମପୁର: ବ୍ରହ୍ମପୁରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଏବଂ ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ଭାଇରସ୍ ସଂଦିଗ୍ଧ ବୋଲି ଜଣାପଡ଼ିଛି । ସୋମବାର ଦିନ ଏହି ଦୁଇଜଣଙ୍କୁ ସ୍ଥାନୀୟ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା...

ସାହିତ୍ୟ