ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ...

ଘରେ ରୁହନ୍ତୁ, କରୋନା ସଂକ୍ରମଣ ରୋକିବାରେ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶାରେ ଏବେ ଲକ୍‌ଡାଉନ୍ ଜାରି ରହିଛି । ରାଜ୍ୟବାସୀ ଏହି ଲକ୍‌ଡାଉନକୁ ମାନି ସରକାରଙ୍କୁ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । #Odisha Government has announced complete shut down...

ଭୁବନେଶ୍ୱର ତଥା ଉପକଣ୍ଠ ୧୮ଟି ଗାଁରେ ବଳବତ୍ତର ରହିବ ସଟ୍ ଡାଉନ

ଭୁବନେଶ୍ୱର: ରାଜ୍ୟରେ ଛଅ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ତିନିଟି ସହରକୁ ୪୮ ଘଣ୍ଟା ତଥା ଦୁଇ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସହରଗୁଡିକ ହେଲା ଭୁବନେଶ୍ୱର, କଟକ ଓ ଭଦ୍ରକ ।...

୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଚତୁର୍ଥ କୋଭିଡ୍‌-୧୯ ରୋଗୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ ଯିଏକି ଓଡ଼ିଶାର ଚତୁର୍ଥ ପଜିଟିଭ୍ କରୋନା ସଂକ୍ରମିତ ବ୍ୟକ୍ତିଭାବେ ଚିହ୍ନଟ ହୋଇଛନ୍ତି ସେ ୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ...

ଫେସବୁକରେ ଚତୁର୍ଥ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ଫଟୋ ଅପଲୋଡ କରି ଭଦ୍ରକରେ ୩ ଗିରଫ

ଭଦ୍ରକ: ଭଦ୍ରକରେ ଜଣେ ଯୁବକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସୋସିଆଲ୍ ମିଡ଼ିଆରେ ଏହି ରୋଗୀଙ୍କ ଫଟୋ ଅପଲୋଡ଼ କରିବା ଅଭିଯୋଗରେ ପୋଲିସ ଭଦ୍ରକରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିିଥିବା ଜଣାପଡ଼ିଛି...

ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଚତୁର୍ଥ ପଜିଟିଭ୍ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିି ସର୍ମ୍ପକରେ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ତାଙ୍କର କରୋନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲା । Live Press Conference #Covid19 @HFWOdisha https://t.co/KKqCgOwvFU — I &...

କରୋନା ଆତଙ୍କ: ଭଦ୍ରକରେ କଡ଼ାକଡ଼ି ହେଲା ଲକଡ଼ାଉନ୍

ଭଦ୍ରକ: ସାରା ଦେଶ ସମେତ ଓଡ଼ିଶାରେ ଲକ୍ଡ଼ାଉନ୍ ଚାଲିଥିବା ବେଳେ ଭଦ୍ରକ ସହରରେ ଲକଡ଼ାଉନ୍ କଡ଼ାକଡ଼ି ହୋଇଛି । ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡ଼ାଉନ୍ ଘୋଷିତ ହେବାପରେ ଭଦ୍ରକ ସହରରେ ମଧ୍ୟ ଏହା ପାଳନ କରାଯାଉଛି । ଓଡ଼ିଶା ସରକାର ପ୍ରଥମେ...

ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ରୋଗୀଙ୍କ ଠାରେ ନଥିଲା କୌଣସି ଲକ୍ଷଣ; କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ପାଇଁ ସତର୍କ...

ଭୁୁବନେଶ୍ୱର: ଦୁବାଇରୁ ଫେରିଥିବା ଭଦ୍ରକର ୨୯ ବର୍ଷୀୟ ଯୁବକ ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା କ୍ୱାରେଣ୍ଟାଇନ୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ସୂଚନା ଅନୁଯାୟୀ, ଚତୁର୍ଥ କରୋନା...

ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ; ଭଦ୍ରକର ୨୯ ବର୍ଷୀୟ ଯୁବକ

ଭୁୁବନେଶ୍ୱର: ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ...

ସାମାଜିକ ଦୂରତ୍ୱ ନେଇ ରାଜ୍ୟର ବିଭିନ୍ନ ସହରର ହାଟରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ହାଟମାନଙ୍କରେ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା...

ସାହିତ୍ୟ