Latest Odisha News

BREAKING NEWS

Browsing Category

ସହର

City

ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପାଇଲା ନୂଆ ଅଫିସ। ରାଜଧାନୀ ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ପ୍ରତିଷ୍ଠିତ BMC-ICOMC ବିଲ୍ଡିଂକୁ ସ୍ଥାନାନ୍ତରିତ ହୋଇଛି ନୂଆ ଅଫିସ। ଏହି 12 ମହଲା କୋଠାର 5ମ ମହଲାରେ ବିଏମସି ଅଫିସ ରହିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ…

ଗହଣା ଦୋକାନରୁ ସୁନା ଅଳଙ୍କାର ନେଇ ଅନଲାଇନରେ ଗେମ୍‌ ଖେଳିଦେଲେ ଆସିଷ୍ଟାଣ୍ଟ ମ୍ୟାନେଜର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହର ସାନବଜାର ସ୍ଥିତ ଏକ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଯାଇଛି। ଏହି ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଏହି ସୁନା…

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…

ଯୁବଙ୍କୁ ହତ୍ୟା ପରେ ପୋଡ଼ିଥିଲେ; କଙ୍କାଳ, ପାଉଁଶ ଜବତ କଲା ପୋଲିସ

ବ୍ରହ୍ମପୁର:ଗଞ୍ଜାମ ଜିଲା ବଡ଼ଗଡ଼଼ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯୁବକଙ୍କୁ ହ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଓ ପାଉଁଶ ଜବତ କରିଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା…

ମଦ ପିଇ ଡ୍ରେନରେ ପଡ଼ିଗଲେ, ଚାଲିଗଲା ଜୀବନ

ବ୍ରହ୍ମପୁର: ମଦ୍ୟପାନ କରି ଡ୍ରେନରେ ପଡ଼ିଗଲା ପରେ ଯୁବକଙ୍କ ଜୀବନ ଚାଲିଗଲା। ବ୍ରହ୍ମପୁର ସହର ବିଜିପୁର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବିଜିପୁର ଶୌଚାଳୟ କଡ଼ ନାଳରେ ଗୋଟିଏ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଅଞ୍ଚଳବାସୀ ବ୍ରହ୍ମପୁର…

ସ୍କୁଟିକୁ ଧକ୍କା ଦେଲା କାର୍‌‌;ମା’,ପୁଅ ମୃତ

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡ଼ିକାଲର ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ସ୍କୁଟିକୁ କାର୍‌‌ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମା’ ସୀତା ଆମ୍ମା(୭୦) ଏବଂ ପୁଅ ରାମଚନ୍ଦ୍ର ପାତ୍ର(୪୫)। ଉଭୟଙ୍କ ଘର ଆଙ୍କିଲି ଉମା ନଗର ସାହିରେ। ବୁଧବାର…

ପୂର୍ବତନ ଏଏସ୍‌ଆଇ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରିଛି କ୍ରାଇମ୍‌ ବ୍ରାଞ୍ଚ। ମଙ୍ଗଳବାର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଦଳ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡିସ୍ଥିତ…

ପୂର୍ବତନ ଏଏସଆଇ ଗୋପାଳଙ୍କ ଘରେ କ୍ରାଇମ୍‌‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ବ୍ୟାପକ କରିଛି କ୍ରାଇମ୍‌‌ ବ୍ରାଞ୍ଚ। ମଙ୍ଗଳବାର କ୍ରାଇମ୍‌‌ ବ୍ରାଞ୍ଚର ୪ ଜଣିଆ ଏକ ଟିମ୍‌‌ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡି ଗ୍ରାମରେ ପହଞ୍ଚିଛନ୍ତି। ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ…

ଟିପିଏସଓଡ଼ିଏଲ ଜିଏମଙ୍କ ଅମାପ ସମ୍ପତ୍ତି

ବ୍ରହ୍ମପୁର: ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସଓଡିଏଲ୍‌‌)ର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଜା ସୂଚନା ମିଳିବା ସୁଦ୍ଧା ତାଙ୍କ ପାଖରେ ୯ଟି ପ୍ଲଟ୍‌‌, ଗୋଟିଏ ଫାର୍ମ ହାଉସ, ଗୋଟିଏ ଫ୍ଲାଟ୍‌‌, ୩ଟି ବହୁତାଳ…

ଗୁଜରାଟରେ ପ୍ରଶ୍ନପତ୍ର ଲିକ୍‌, ଓଡ଼ିଶାରେ ଗିରଫ

ମାଲକାନାଗିରି : ସାମ୍ନାକୁ ଆସିଲା ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଛି । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି । ସେ…