Latest Odisha News

BREAKING NEWS

Browsing Category

ସହର

City

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।…

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।…

୧୫ ହଜାର ଗୀତ ପୂରଣ କଲା ତାଲ୍ ମ୍ୟୁଜିକ୍

ଭୁବନେଶ୍ବର : ବିଗତ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ତାର ଭେଟି ଦେଇ ଆସିଛି  । ବହୁ ଉତଥାନ ପତନ ଦେଇ ଗତି କରି ଆଜି ଏହି ସ୍ଥାନରେ ପହଞ୍ଚିଛି ତାଲ ମ୍ୟୁଜିକ୍  । ଆଜି ସେ ଶୁଭ ମୁହୂର୍ତ୍ତ ଆସିଛି । ତାଲ ମ୍ୟୁଜିକ ୧୫ ହଜାର ଗୀତରେ ପଦାର୍ପଣ କରିଛି । ଏହି…

ପୁରୀରେ ନିର୍ମାଣ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର : ପୁରୀ ଜିଲ୍ଲାରେ ହେବ  ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ । ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ  । ଏଥିଲାଗି ପ୍ରାୟ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ  । ମୁଖ୍ୟମନ୍ତ୍ରୀ ଙ୍କ  କାର୍ଯ୍ୟାଳୟ ର ଜନଶୁଣାଣି…

ଗାଁ ଠୁ ସହର ଶୀତରେ ଥରହର, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଥଣ୍ଡାର ପ୍ରକୋପ । ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି ।…

ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା, ହିତାଧିକାରୀଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନାର ଲାଭ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବଡ଼ଗଡ଼ କଲ୍ୟାଣ ମଣ୍ଡପ…

ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ

ଭୁବନେଶ୍ଵର: ମିଲ୍କମେଡ ଡବାରେ ଫସିଲା ଗୋଧୀର ମୁହଁ । ମୁହଁ ବାହାର କରିପାରୁନଥିବାରୁ ଛାଟିପିଟି ହେଉଛି ଗୋଧୀ । ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଥିବା ମେଘେଶ୍ଵର କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଧୀଟିକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲ୍ପ ଲାଇନ । ଗୋଧୀର…

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ…

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ପରୀକ୍ଷା  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃୟାରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ…