Home ଓଡିଶା ଖୋର୍ଦ୍ଧା

ଖୋର୍ଦ୍ଧା

Khurda

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ...

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଖୋଲାଖୋଲି ଭାବେ ଧଳା ଜହରର କାରବାର କରୁଛନ୍ତି । ଆଜି ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି...

ଖୋର୍ଦ୍ଧାରେ ଫଳ ଓ ପରିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 

ଖୋର୍ଦ୍ଧା: ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା...

ଖୋର୍ଦ୍ଧାରେ କଂଗ୍ରେସର ବନ୍ଦ ପାଳନ ପ୍ରଭାବ, ଶୂନଶାନ ସହର

ଖୋର୍ଦ୍ଧା: ରାଜ୍ୟବ୍ୟାପୀ କଂଗ୍ରେ ଦେଇଥିବା ଓଡ଼ିଶା ବନ୍ଦ ପ୍ରଭାବ ଖୋର୍ଦ୍ଧାରେ ବି ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି...

ପାଞ୍ଚ ବର୍ଷ ପରେ ବି ସରୁନି ଜଟଣୀ ଫ୍ଳାଏ ଓଭର ବ୍ରିଜ୍ ନିର୍ମାଣ କାମ

ଖୋର୍ଦ୍ଧା : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ । ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।  ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ...

ଧରାପଡ଼ିଲା ସେଞ୍ଚୁରିଆନ୍ ସିଏଫଓଙ୍କ କାରସାଦି

ଭୁବନେଶ୍ବର : ନୂଆ ମୋଡ ନେଉଛି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଜିଏସଟି ଠକେଇ ଘଟଣା । ସେଞ୍ଚରିଆନ୍ ବିଶ୍ବବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଏବେ ପଦାରେ ପଡିଛି । ହିମାଂଶୁଙ୍କ ଜାଲିଆତି ବିରୋଧରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା...

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି...

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ: ଫାର୍ମରେ ଶହ ଶହ ମଲେଣି, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଫାର୍ମରେ ମଲେଣି ଶହ ଶହ କୁକୁଡ଼ା । ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ । ତିନି ଦିନ ହେଲାଣି କୁକୁଡ଼ା ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ପାଖାପାଖି ୬ ଶହରୁ ଅଧିକ କୁଡୁଡା ମଲେଣି ।...

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ, ଯୁବକଙ୍କୁ କାବୁ କଲା ପୋଲିସ

ଖୋର୍ଦ୍ଧା: ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କର ଆତ୍ମାହୁତି ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏତିକିବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟକ୍ତି ହେଉଛନ୍ତି ବୋଲଗଡ ଥାନା...
Vigilance Recovers Over Rs 1 Lakh Unaccounted Cash From Tehsildar In Cuttack

ଖୋର୍ଦ୍ଧା ପୌର ପରିଷଦ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ପୌର ପରିଷଦର ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ହୋଇଛି । ସଂପୃକ୍ତ କର୍ମଚାରୀ ହେଉଛନ୍ତି ସଦାଶିବ ସ୍ୱାଇଁ । ତାଙ୍କର ଗୁରୁଜଙ୍ଗ ବାସଭବନ ଓ ଏନ୍ୟ...

ସାହିତ୍ୟ