Latest Odisha News

BREAKING NEWS

Browsing Category

ବାରିପଦା

Baripada

ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ

ବାରିପଦା: ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ । ରାଜ୍ୟ ରାଜପଥ ବାରିପଦା ପୋଡାଅସ୍ତିଆ ଠାରେ ଏକ ନୂତନ ପୋଲର ସଂଯୋଗୀ କରଣ କାର୍ଯ୍ୟ ଆରମ୍ଭ ହେବ । ଜିଲ୍ଲା ପ୍ରଶାସନ ମୋଟ ୪୦ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିଛି । ଦୀର୍ଘ ଦିନ ହେବ ଲୋକେ ଏଠାରେ ରହିଆସୁଥିବା ବେଳେ…

ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ

ବାରିପଦା : ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ । କୂଅ ଭିତରୁ ଉଦ୍ଧାର ହେଲା ମୃତ ଦେହ । ଏହି ଘଟଣା ଘଟିଛି ବ।ରିପଦା ବୈଦିପୁର ଗାଁରେ । କିଛି ଦିନ ତଳେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କର୍ମୀ ମାରାଣ୍ଡିଙ୍କ ମଧ୍ୟରେ ମଧ୍ୟରେ ସାମାନ୍ୟ କଥାରୁ ବଚସା ହୋଇଥିଲା । ଆଉ ଏହି…

[ଭିଡିଓ] କମ୍ବଳ ଭିତରୁ ବାହାରିଲା ବିରାଟକାୟ ଚନ୍ଦନ ବୋଡା ସାପ

ବାରିପଦା: ଶୀତଦିନେ ଉଷ୍ମତା ପାଇବା ପାଇଁ ଜୀବଜନ୍ତୁ କିମ୍ବା ସରୀସୃପ ଘରେ ପଶିବାର ସମ୍ଭାବନା ଥାଏ । ଏହି ଧାରାରେ ମୟୁରଭଂଜ ଜିଲ୍ଲା ବାରିପଦାରୁ ସାମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଦୃଶ୍ୟ । ପ୍ରଳୟ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଉଦ୍ଧାର ହୋଇଛି ଏକ ବିରାଟକାୟ ଅଜଗର ସାପ ।…

ପୁଣି ଚିତାବାଘ ଛାଲ ଜବତ, ୨ଗିରଫ

ମୟୁରଭଞ୍ଜ: ପୁଣି ଏସଟିଏଫ୍ ପଞ୍ଝାରେ ଚିତାବାଘ ଛାଲ ବ୍ୟବସାୟୀ। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ମନଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ରାଇରଙ୍ଗପୁର ଫରେଷ୍ଟ ରେଞ୍ଜ ଚାଟଣି ବସ୍ ଷ୍ଟାଣ୍ଡ ନିକଟରୁ ଡ଼ିଲ ଚାଲିଥିବାବେଳେ ଗିରଫ ହୋଇଥିବା ସୂଚନା ମିଳିଛି।…

ବାଲିଘାଟ ନିଲାମ ଆବେଦନରୁ ବାଦ୍ ପଡ଼ିଲେ ଆଶାୟୀ ବ୍ୟକ୍ତି

ବାରିପଦା: ବାଲିଘାଟ ନିଲାମ ପାଇଁ ଆବେଦନ କରିପାରିଲେନି ଆଶାୟୀ ବ୍ୟକ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିନସ୍ଥ ମୋରଡ଼ା ତହସିଲ ଜମ୍ଭିରା ନଦୀ ବାଲି ଖାଦାନ ନିଲାମ ପାଇଁ ଇସ୍ତାହାର ପ୍ରକାଶ ପାଇଥିଲା। ବଡ଼ଫେରା, ବରକନ୍ଦ, ଗଡ଼ିଆ, ଗଣ୍ଡଗୁହାଳି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷଠାରୁ ୫ବର୍ଷ…

ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା। ବିଜେପି କର୍ମୀଙ୍କୁ ମାଡ଼ ସହ ୧୬ଦଫା ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି।…

‘ସ୍ୱାସ୍ଥ୍ୟସେବାରେ ଓଡ଼ିଶାର ନୂଆ ବିପ୍ଲବ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ…

ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କ ଆରାଧନା

ମୟୂରଭଞ୍ଜ : ଆଜି ମହାମାୟାଙ୍କ ବିଜୟା ଦଶମୀ । ବିଜୟାଦଶମୀରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ବାରିପଦା ସହରର ବିଭିନ୍ନ ମଣ୍ଡପ ମୁର୍ଗାବାଡି, ଟାଙ୍କିସାହି,ଲାଲବଜାର, ଠାରେ ଥିବା ଦୁର୍ଗା ମଣ୍ଡପରେ ଆଜି ବିଜୟା ଦଶମୀ ପୂଜା ମହା ଆଡମ୍ବର ସହକାରେ କରାଯାଉଛି । ଦୁର୍ଗା ମଣ୍ଡପର ସକାଳ…

ହୁ ହୁ ଜଳିଗଲା କାର୍

ବାରିପଦା: ହୁ ହୁ ହୋଇ ଜଳିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା କାର୍ । କେମିତି ନିଆଁ ଲାଗିଲା କେହି କିଛି ଜାଣି ନାହାନ୍ତି । ଚାହୁଁ ଚାହୁଁ କାରଟି ଜଳିପୋଡି ଛାରଖାର ହୋଇଗଲା । ବାରିପଦା ସହରର ଜଗନ୍ନାଥ ମନ୍ଦିର ନିକଟରେ ଆଜି ସକାଳୁ ଏହି ଘଟଣା ଘଟିଛି । ଏହି ବାଟ ଦେଇ ଯାଉଥିବା ଲୋକ କାରରେ ନିଆଁ…

ଗାଁରେ ବୁଲୁଛି ଦନ୍ତା, ଆତଙ୍କିତ ଲୋକେ

ବାରିପଦା : କଲେଜ ପରିସରରେ ଦନ୍ତା ହାତୀ ।  ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି ।  ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି…