Latest Odisha News

BREAKING NEWS

Browsing Category

ବାରିପଦା

Baripada

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଅଫିସରଙ୍କୁ ଚୌକିରେ ପିଟିଲେ !

ବାରିପଦା: ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାମରେ ଗୁରୁତର ଅଭିଯୋଗ । ଦୁଇ ସରକାରୀ ଅଫିସରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷକ କେନ୍ଦ୍ରର ଦୁଇ କର୍ମଚାରୀ ଗୁରୁତର ଆହତ…

ବାଙ୍କିଶୋଳରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ୍

ବାରିପଦା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ଦେଶରେ ବିପଦରେ ବଢିବାରେ ଲାଗିଛି । ଏ ନେଇ ସାରା ବିଶ୍ୱରେ ବାଜିସାରିଛି ସତର୍କ ଘଣ୍ଟି । ଓମିକ୍ରନକୁ ନେଇ ଚିନ୍ତାରେ ପଡିଛି ଓଡିଶାର ସ୍ୱାସ୍ଥ୍ୟ ବିଭାଗ । ବିଶେଷଜ୍ଞଙ୍କ ଆକଳନ କହୁଛି ଫେବ୍ରୁଆରୀରେ ବଢିବ ସଂକ୍ରମଣ ସଂଖ୍ୟା । ଏହାକୁ…

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ…

ପଞ୍ଚଭୂତରେ ବିଲୀନ ହେଲେ ସରୋଜ ପଟ୍ଟନାୟକ

ବାରିପଦା: ପଞ୍ଚଭୂତରେ ବିଲୀନ ହେଲା ସରୋଜ ପଟ୍ଟନାୟକଙ୍କ ପାର୍ଥୀବ ଶରୀର । ସ୍ଥାନୀୟ ବାରୁଣୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି । ଆଜି ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ବାରୁଣୀ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଶେଷକୃତ ସମ୍ପନ୍ନ ହୋଇଛି । ବଡ଼ ପୁଅ ରାଜେଶ ପଟ୍ଟନାୟକ…

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୂଣ୍ୟ

ବାରିପଦା: ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ। ସେଥି ମଧ୍ୟରେ ଓଡିଶାରେ ୧୨ ମାସରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର। ସେହି ଆଧାରରେ ସୂର୍ୟ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ୟ୍ୟ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ।…

୨ଟି କଲରା ପତରିଆ ବାଘ ଛାଲ ଜବତ, ୨ ଅଭିଯୁକ୍ତ ଗିରଫ

ବାରିପଦା: ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ଧରା ପଡ଼ିଲା ବାଘ ଛାଲ ବେପାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ଏସସିବି ଜୁନିଅର୍ କଲେଜ ନିକଟରୁ ବାଘ ଛାଲ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଜବତ ହୋଇଛି ୨ଟି କଲରା ପତରିଆ ବାଘ ଛାଲ । ବିଶେଷ…

ଚିନ୍ତା ବଢାଉଛି ଝାଡ଼ଖଣ୍ଡି ହାତୀ ପଲ

ବାରିପଦା: ଚିନ୍ତା ବଢାଉଛି ଝାଡଖଣ୍ଡୀ ହାତୀ ପଲ ଥମୁନି ହାତୀ ଉତ୍ପାତ। ଦିନକୁ ଦିନ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି। ଘରଦ୍ୱାର ଭାଙ୍ଗିବା ସହିତ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏବେ ରାତିରେ ନୁହେଁ ଦିନରେ ବି ହାତୀ ପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି।…

[ଭିଡ଼ିଓ] ଗାଁରେ ଆତଙ୍କ ଖେଳାଉଛି ୨୬ ଟିକିଆ ହାତୀ ପଲ

କରଞ୍ଜିଆ : ଗାଁ ଭିତରେ ଦନ୍ତା ଦୌରାତ୍ମ୍ୟ। ଦିନ ଦିପହରରେ ଗାଁରେ ପଶି ଆତଙ୍କ ଖେଳାଉଛି ୨୬ ଟିିକିଆ ହାତୀ ପଲ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜରେ । ଧାନ ଅମଳ ସମୟ ହୋଇଥିବା ବେଳେ ପାଚିଲା ଧାନ ସବୁ ନଷ୍ଟ କରିଚାଲିଛନ୍ତି । ଯାହାକୁ ନେଇ…

ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ

ବାରିପଦା : କୋଟିପତି ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି । ଗତକାଲି ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି ।ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬…

ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDAର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ସନ୍ତୋଷ ଦାସଙ୍କ ବାରିପଦା ସ୍ଥିତ ଭଡ଼ା ଘର, ବାଲିଆପାଳ ପୈତୃକ ଘର, ଆଇଟିଡିଏ ଅଫିସ, ଭୁବନେଶ୍ୱର,…