Latest Odisha News
Browsing Category

କଳାହାଣ୍ଡି

Kalahandi

କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି: ଡକାୟତ ଲୁଟିଲେ ୨୫ଭରି ସୁନା

ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି  । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ  । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଧନଞ୍ଜୟ ସାହୁଙ୍କ ଘରେ…

ଗୁଣାତ୍ମକ ଶିକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ କିସ୍‌ର ପ୍ରୟାସ ଶକ୍ତିଶାଳୀ କରିବ: ନବୀନ ପଟ୍ଟନାୟକ

କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିସ୍‌-କଳାହାଣ୍ଡି ଉଦ୍‌ଘାଟିତ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ବାଦିଲିଠାରେ ୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଉଦ୍‍ଘାଟନ । କିସ୍‍ର ନୂତନ ଶାଖା କିସ୍‍- କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

[ଦେଖନ୍ତୁ ଭିଡିଓ] ଢିଙ୍କିଆରେ ସମାଜସେବୀ ମେଧା ପାଟକରଙ୍କୁ ବିରୋଧ: ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି

କଳାହାଣ୍ଡି :  ଢିଙ୍କିଆରେ ପହଁଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ । ସମାଜସେବୀଙ୍କୁ ଗାଁ ଭିତରେ ପୂରାଇ ଦେଲେନି ଲୋକେ । ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗ୍ରାମବାସୀ କଲେ ପ୍ରଶ୍ନ । ଆମ ଭିତରେ ଭାଇଚାରା…

ଭବାନୀପାଟଣାରେ ଆରମ୍ଭ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା

ଭବାନୀପାଟଣା: ବିଳମ୍ବରେ ହେଉ ପଛେ ପ୍ରାଣୀଙ୍କ ଚିକିତ୍ସା ବାବଦରେ ସରକାରଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି । ଏହି ଧାରାରେ ଆଜି ଭବାନୀପାଟଣାରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ଟ୍ରାକ୍ଟର, ଜେସିବି ମେସିନ୍

ଭବାନୀପାଟଣା: ପୁଣି ମାତିଲେ ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଛନ୍ତି । ଜାଳି ଦେଲେ ରାସ୍ତାକାମରେ ନିୟୋଜିତ ଟ୍ରାକ୍ଟର, ଜେସିବି ମେସିନ୍ ଓ ଟିପର୍ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନ ପିପିଲି ଗାଁରେ ଏଭଳି ଲଙ୍କାକାଣ୍ଡ କରିଛନ୍ତି ମାଓବାଦୀ ।…

[ଦେଖନ୍ତୁ ଭିଡିଓ] ସିସିଟିଭି ଫୁଟେଜରୁ ଧରାପଡ଼ିଲା ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ

ନୂଆପଡା  : ନୂଆପଡା ଜିଲ୍ଲା ସିନାପାଲିରେ ଗାଡି ପାର୍କିଂକୁ ନେଇ ବଚସା ପରେ ଗୁଳିମାଡ ।  ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ । ଗତକାଲି ଦିନରେ ସିନାପାଲି ରାବଣ ଛକ ନିକଟରେ ଗୁଳିମାଡ଼ ହୋଇଥିଲା । ଏଥିରେ ବାପା ପୁଅ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଛତିଶଗଡ଼ରୁ ଗିରଫ ହୋଇଛି । ଗାଡି ପାର୍କିଂକୁ…

[ଦେଖନ୍ତୁ ଭିଡିଓ] ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ

କଳାହାଣ୍ଡି  : ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ । କଳାହାଣ୍ଡି ଏସ୍‌ପି ଏମ୍‌ ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ । ଲାଳସୁ ବହୁ ହିଂସାକାଣ୍ଡରେ ସାମିଲ ଥିବା ସୂଚନା । ଖବର ଅନୁଯାୟୀ, ମାଓବାଦୀ ଲାଳସୁର ବୟସ ୩୦ ବର୍ଷ ହୋଇଥିବା ବେଳେ ୨୦୦୯…

ପୂର୍ବତନ ରାଜ୍ୟ ବିଜେପି ସଭାପତି ‘ମୁଣ୍ଡକାଟ’ ଧମକ ଦେଇଥିବା ଅଭିଯୋଗ

ଜୁନାଗଡ: ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏକ ବୈଠକରେ ମୁଣ୍ଡକାଟ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସୋମବାର ଜୁନାଗଡ ଏନଏସିରେ ନିର୍ବାଚିତ କାଉନସିଲରଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ସମୟରେ ବିଜେଡି କାଉନସିଲରଙ୍କ ସହ ଯୁକ୍ତିତର୍କ ବେଳେ…

୧୧ କେ.ଭି ବିଦ୍ୟୁତ ତାର ଛିଡି ପଡିଲା , ଜଳିଗଲା ୫ ପରିବା ଦୋକାନ

କଳାହାଣ୍ଡି : ହଠାତ୍ ଛିଡିଗଲା ୧୧ କେଭି ବିଦ୍ୟୁତ ତାର । ପ୍ରାୟ ୫ ବଖରାରୁ ଅଧିକ ପରିବା ଦୋକାନ ଜଳି ଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଛକ ନିକଟଟେ ଏପରି ଅଘଟଣ ଘଟିଛି । ତାରଟି ଛିଡି ଯିବାରୁ ପାଖରେ ଥିବା ଅଧିକାଂଶ ଦୋକାନ ଜଳି ଯାଇଛିାସେପଟେ କ୍ଷତି ପୁରଣ ଦାବିରେ ବ୍ୟବସାୟୀ ମାନେ…