Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୁମା ଦେଇ ଚିକିତ୍ସା କରୁଥିଲେ ବାବା, କରୋନା ନେଲା ଜୀବନ

ଭୋପାଲ: ଚୁମା ଦେଇ ଚିକିତ୍ସା କରୁଥିଲେ ବାବା । ଯେକୌଣସି ବି ରୋଗ ହେଉ, ରୋଗୀଙ୍କ ହାତକୁ ଚୁମା ଦେଇ ବାବା ସବୁ ଠିକ୍ କରି ଦେଉଥିଲେ । ଏଥିପାଇଁ ଦୂରଦୂରାନ୍ତରୁ ବାବାଙ୍କ ପାଖରେ ଭିଡ ଜମୁଥିଲା । ହେଲେ ବାବା ଏବେ କରୋନାରେ ପ୍ରାଣ ହରାଇଛନ୍ତି । ଖାଲି ନିଜେ କରୋନା ସଂକ୍ରମିତ ହୋଇ ନାହାନ୍ତି ଆଉ…

ଚୀନ ସୀମା ନିକଟରେ ଭାରତ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ: ହେଲିକପ୍ଟରରେ ମେଶିନ ପହଂଚିଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଚୀନ୍ ସୀମା ନିକଟରେ ଭାରତ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । ହିମାଳୟର ଉଚ୍ଚ ଶୃଙ୍ଘରେ ଟାଣ ପଥର କାଟିବା ପାଇଁ ଭାରୀ ଯନ୍ତ୍ରପାତିକୁ ଏଠାରେ ହେଲିକାପ୍ଟର ସହାୟତାରେ ପହଞ୍ଚାଯାଇଛି । ଭାରତୀ ଚୀନ୍ ସୀମାରେ ଏହି ଷ୍ଟାଟେର୍ଜିକ ରୋଡ୍…

କାଶ୍ମୀର ପଣ୍ଡିତ ଅଜୟଙ୍କ ହତ୍ୟା: ଝିଅ କହିଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବି

ଲେହ: ସରପଂଚ ଅଜୟ ପଣ୍ଡିତଙ୍କ ହତ୍ୟା ପରେ କାଶ୍ମୀରରେ ପୁନର୍ବାର ଭୟର ବାତାବରଣ ଖେଳିଛି । କାଶ୍ମୀର ପଣ୍ଡିତଙ୍କୁ ଏଠାରେ ରଖାଇ ନ ଦେବା ପାଇଁ ଆତଙ୍କବାଦୀମାନେ ରକ୍ତର ଖେଳ ଆରମ୍ଭ କରିଛନ୍ତି । ଅଜୟଙ୍କ ଝିଅ ଶୀନ ଗୁରୁବାର କହିଛନ୍ତି ମୁଁ ସିଂହ ଛୁଆ । ବାପାଙ୍କ ମୃତ୍ୟୁର ନିଶ୍ଚିତ ପ୍ରତିଶୋଧ…

ଦେଶରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରିଆଡେ କାୟା ମେଲାଇଛି କରୋନା । ତେବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ତୁଳନାରେ ଏବେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର…

ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ମାମଲାର ଶୁଣାଣି କିର ସଂରକ୍ଷଣ ସମ୍ପର୍କରେ ବଡ ଟିପ୍ପଣି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତାମିଲନାଡୁର ମେଡିକାଲ କଲେଜରେ ଆଡମିସନ ଲାଗି ଓବିସି କୋଟାରେ ଆସନ ସଂରକ୍ଷଣ କରାଯାଉ ନଥିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି କୋର୍ଟ ସଂରକ୍ଷଣ ଆଇନ ମୌଳିକ ଅଧିକାର ନୁହେଁ…

ପାକିସ୍ତାନ ସେନା ଦେଶକୁ ପୁନର୍ବାର ହାତମୁଠାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ଚିନ୍ତାରେ ଇମ୍ରାନ

ଇସଲାମବାଦ: ପାକିସ୍ତାନରେ ସେନା ନିଜ ସ୍ଥିତି ମଜଭୁତ କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦୁର୍ବଳ ରାଜନୀତି ଓ ଲୋକପ୍ରିୟତା ହ୍ରାସର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ସେନା ରହିଛି । ଇତି ମଧ୍ୟରେ ଦେଶର ପ୍ରମୁଖ ସଂସ୍ଥା ଏୟାରଲାଇନ୍ସ, ବିଦ୍ୟୁତ ଏବଂ କୋଭିଡ-୧୯…

ସାରା ବିଶ୍ୱରେ ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତି ଭଙ୍ଗା ଯାଉଛି: ୬୦ ବିବାଦୀୟ ବ୍ୟକ୍ତିଙ୍କ ନାମ ଏହି ତାଲିକାରେ ରହିଛି

ୱାଂଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ଏବେ ସାରା ବିଶ୍ୱକୁ ବ୍ୟାପୀବାରେ ଲାଗିଛି । ବିକ୍ଷୋଭକାରୀମାନେ ଦାସପ୍ରଥା, ଗୋଲାମଗିରି ଓ ବର୍ଣ୍ଣବୈଷମ୍ୟ ବିବାଦ ସୃଷ୍ଟି କରିଥିବା ଐତିହାସିକ…

୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିଲା

ଷ୍ଟକହୋମ: ଦୀର୍ଘ ୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିବା ସହ ଅଭିଯୁକ୍ତ ନାମ ପ୍ରକାଶ ପାଇଛି । ଜଣେ ଗ୍ରାଫିକ ଡାଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ପାମେଙ୍କୁ ଗୁଳି କରିଥିଲେ । ଇଙ୍ଗଷ୍ଟର୍ମଙ୍କ ଇତିମଧ୍ୟରେ ମୃତ୍ୟୁ…

ଲଗାତାର ପଞ୍ଚମ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୫ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଗତକାଲି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ…

କରୋନା ତାଣ୍ଡବ: ଦେଶରେ ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୮୬୫୭୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୧୦୨ ଛୁଇଁଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୯୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।…