Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭାଇରସ: ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ

ଲଣ୍ଡନ: କରୋନା ମହାମାରୀ ମୁକାବିଲା ନେଇ ସୋମବାର ଏକ ଭଲ ଖବର ମିଳିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ସିଏଚଏଡିଓଏକ୍ସ୧ଏନସିଓଭି-୧୯ର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟ୍ ଏବଂ ଆଷ୍ଟ୍ରାଜେନିକାକୁ ନେଇ ଏକ ଭଲ ଖବର ମିଳିଛି…

ରାଜସ୍ଥାନ ରାଜନୀତି : ସଚିନଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କଲେ ଗେହଲଟ

ଜୟପୁର:ରାଜସ୍ଥାନ ରାଜନୀତିର ତାତି ସୋମବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଢ଼ାଇ ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ଓ ବିରୋଧୀ ସଚିନ ପାଇଲଟଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କରିଛନ୍ତି । ପାଇଲଟ ଜଣେ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ ଲୋକ ବୋଲି ସେ କହିଛନ୍ତି । ସେ ଦଳରେ ବାରମ୍ବାର…

ବାବ୍ରି ମସଜିଦ ମାମଲା: ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନହୋର ଯୋଶୀଙ୍କ ହେବ ବୟାନ ରେକର୍ଡ

ନୂଆଦିଲ୍ଲୀ:ବାବ୍ରି ମସଜିଦ ଭଙ୍ଗା ମାମଲାରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ କରାଯିବ। ମାମଲାର ଶୁଣାଣି କରୁଥିବା ସିବିଆଇ ସ୍ୱତନ୍ତ୍ର ଅଦଲାତ ସୋମବାର ଏଥିଲାଗି ତାରିଖ ଘୋଷଣା କରିଛନ୍ତି। ସିଆରପିସି ଧାରା ୩୧୩ ଅନୁସାରେ କୋର୍ଟ ଜୁଲାଇ…

ସୁନା ମାସ୍କ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ଏଲ୍‌ଇଡି ମାସ୍କ !

ପଶ୍ଚିମବଙ୍ଗ: ସୋସିଆଲ୍ ମିଡିଆରେ ଭାଇରାଲ୍ । ଓଡିଶାର ସୁନା ମାସ୍କ ପରେ ପଶ୍ଚିମବଙ୍ଗର ଏଲଇଡି ମାସ୍କ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଲ୍‌ଇଡି ମାସ୍କ । ୨୪ ପ୍ରଗଣାର ଗୌର ନାଥଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି । ତେବେ ଚର୍ଚ୍ଚାରେ ରହିବାକୁ ନୁହେଁ…

ଜାଣନ୍ତୁ, କ’ଣ କହୁଛି ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ

କାନପୁର: ଉତ୍ତରପ୍ରଦେଶ କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ସାମନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିକାଶ ଶରୀରରେ ପାଖାପାଖି ୧୦ଟି କ୍ଷତ ସ୍ଥାନ ସୃଷ୍ଟି ହୋଇଥିଲା । ଯେଉଁଥିରେ ଗୁଳି ବାଜିବାରୁ ୬ଟି ଜାଗାରେ ଆଘାତ ଲାଗିଥିଲା…

ସମୁଦ୍ର ମଧ୍ୟରେ ପଂହଚିଲା କରୋନା, ଚିନ୍ତାରେ ସାରା ଦୁନିଆ

ବୁଏନ୍ସ ଏରିସ୍‌: କରୋନା ଭାଇରସ ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ରହସ୍ୟ ସାଜିଛି କହିଲେ ଭୁଲ ହେବନି । ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ କରୋନା ଭାଇରସ ସମୁଦ୍ର ମଧ୍ୟରେ କିପରି ପଂହଚିଲା ତାହା ଏବେ ଚିନ୍ତାର କାରଣ ହୋଇଛି । ରିପୋର୍ଟ ମୁତାବକ ଦକ୍ଷିଣ ଆମେରିକାର ଆର୍ଜେଂଟିନାରେ ଏହିଭଳି ଘଟଣା…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

କେରଳ ସୁନା ସ୍ମଗଲିଂ କେସ୍ : ବର୍ଷକ ମଧ୍ୟରେ ୨୩୦ କେଜି ସୁନା ଚୋରା ଚାଲାଣ

ଥିରୁଭାନ୍ତପୁରମ: କେରଳର ସୁନା ସ୍ମଗଲିଂ କେସ୍ ପ୍ରତ୍ୟେକ ଦିନ ନୂଆ ନୂଆ ଗୁମର ଖୋଲୁଛି । ସୋମବାର ଏନଆଇଏ ହାତରେ ବଡ ପ୍ରମାଣ ଲାଗିଛି । ବର୍ଷକ ମଧ୍ୟରେ ୨୩୦ କେଜି ସୁନା ୟୁଏଇରୁ ଥିରୁଭାନ୍ତପୁରମକୁୂ ଚୋରା ଚାଲାଣ ହୋଇଛି । ଜୁଲାଇରେ ୫ରେ ୧୫ କୋଟି ଟଙ୍କାର ସୁନା ଚୋରା ଚାଲାଣ ହେଉଥିବା ବେଳେ…

ସୁସ୍ଥ ହେବାପରେ କାର୍ଯ୍ୟରେ ଯୋଗ ଦେବେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସାରତ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହେବା ପରେ ସେ ସୋମବାର ଦିନ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦକ୍ଷିଣ ଦିଲ୍ଲୀ ସ୍ଥିତ ମେକ୍ସ ହସ୍ପିଟାଲରେ ପ୍ଲାଜମା…

ସୁଶାନ୍ତ ସିଂ କେସ୍ : ଓକିଲ ସୀମା ସମୃଦ୍ଧି ମୁମ୍ବାଇ ପୋଲିସ ଭୂମିକା ନେଇ ସନ୍ଦେହ ବ୍ୟକ୍ତ କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସ୍ ନେଇ ମୁମ୍ବାଇ ପୋଲିସ କାହିଁକି ସିବିଆଇ ଯାଂଚ ପାଇଁ ନ କହିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁମ୍ବାଇ ପୋଲିସର ଭୂମିକା ନେଇ ନିର୍ଭୟ କେସର ଓକିଲ ସୀମା କୁଶୱାହ(ସମୃଦ୍ଧି) ସନ୍ଦେହ ବ୍ୟକ୍ତ କରିଛନ୍ତି । ୧୪ ଜୁନରୁ ମୁଁ ଏହା ଏକ ଆତ୍ମହତ୍ୟା କେସ୍…