Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

୧୯ ଦିନ ନ ଶୋଇ ରେକର୍ଡ଼ କଲେ ବ୍ୟକ୍ତି, ପରେ ଗିନିଜ ବୁକ୍ ଏପରି ରେକର୍ଡ଼କୁ ସମ୍ପୂର୍ଣ୍ଣ ନିଷେଦ୍ଧ କରିଦେଲେ

ନ୍ୟୁୟର୍କ: ଜଣଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍ ବୋଲି ଡ଼ାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ଜଣେ ବ୍ୟକ୍ତି ୪୫୩ ଘଣ୍ଟା ୪୦ ମିନିଟ୍ ଅର୍ଥାତ୍ ପ୍ରାୟ ୧୯ ଦିନ ନ ଶୋଇ ବିଶ୍ୱ ରେକର୍ଡ଼ କରିଥିଲେ । ଏହି ସଫଳତା ଏତେ ବିପଜ୍ଜନକ ଥିଲା ଯେ, ଗିନିଜ ବୁକ୍‌ର କର୍ମକର୍ତ୍ତା ଏଭଳି ଅବାଞ୍ଚିତ…

କାରିଗରଙ୍କ ଅପୂର୍ବ କଳାକୃତି: ପାଣି ଉପରେ ଫୁଲରେ ସଜ୍ଜିତ ହୋଇଛି ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି

ଦୁନିଆରେ କୁଶଳୀ କାରିଗରଙ୍କ ଅଭାବ ନାହିଁ । ସେମାନଙ୍କର ଏପରି କଳାକୃତି ଦେଖିବାକୁ ମିଳେ, ଯାହା ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଆଗ୍ରହର କଳାକୃତିକୁ ନେଇ ବିଭୋର । ଏବେ ସୋସିଆଲ ମିଡିଆରେ ଏହିପରି ଏକ କଳାର ଏକ ଭିଡିଓ ସେୟାର…

ଉଚ୍ଚତା ପାର୍ଥକ୍ୟ ଦମ୍ପତିଙ୍କୁ କଲା ଚର୍ଚ୍ଚିତ

ବ୍ରିଟେନ: ପ୍ରଥମେ ପ୍ରେମ, ପରେ ବିବାହ । ଆଉ ପରେ ଗିନିଜ୍ ବୁକ୍ ଅଫ୍ ୱାଲଡ଼୍ ରେକର୍ଡ଼ସରେ ରହି ଚର୍ଚ୍ଚାରେ । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ଆମେ ଆପଣଙ୍କୁ ଏମିତି ଏକ ଦମ୍ପତିଙ୍କ ବିଷୟରେ କହୁଛୁ, ଯିଏ ନିଜ ଉଚ୍ଚତାକୁ ନେଇ ଚର୍ଚ୍ଚିତ । ଏହି ଚର୍ଚ୍ଚିତ ଯୋଡ଼ି ହେଲେ ବ୍ରିଟେନର ଜେମ୍ସ ଓ…

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍: ଟ୍ୱିଟ୍ କରି ସମସ୍ତଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିବା ସହ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ…

ଗୁଜରାଟ ପୂର୍ବତନ ଆପ ମୁଖ୍ୟ ଗୋପାଳ ଇଟାଲିଆ ଗିରଫ କରିଥିଲା ପୁଲିସ, ମିଳିଲା ଜାମିନ

ଗାନ୍ଧୀନଗର: ଗୁଜରାଟ ମନ୍ତ୍ରୀ ଓ ବିଜେପି ମୁଖ୍ୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟ ପୂର୍ବତନ ଆମ୍ ଆଦ୍‌ମୀ ପାର୍ଟି ମୁଖ୍ୟା ଗୋପାଳ ଇଟାଲିଆ ଗିରଫ। ସୁରଟ ପୁଲିସ ଗୋପାଳଙ୍କୁ ଗିରଫ କରି କ୍ରାଇମ ବ୍ରାଞ୍ଚ ଅଫିସ୍ ନେଇଥିଲା। ତେବେ ଗିରଫର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ…

ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟ ଘୁଂଚିଲା

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଷ୍ଟାରଶିପର ପ୍ରଥମ ଅର୍ବିଟାଲ ଟେଷ୍ଟକୁ ସାମୟିକ ଭାବେ ଘୁଂଚାଇ ଦିଆଯାଇଛି । ସୋମବାର ସନ୍ଧ୍ୟା ୬ଟା ୫୦ରେ ଏହାକୁ ଲଂଚ କରାଯାଇଥାନ୍ତା । ପ୍ରେସର ଭାଲଭ ଫ୍ରିଜ ହେବା କାରଣରୁ ଏହି ଅସୁବିଧା ସୃଷ୍ଟି ହୋଇଛି । ରକେଟକୁ ରିସେଟ କରିବା ପାଇଁ ଅତି କମରେ ୪୮…

କର୍ଣ୍ଣାଟକ ନିର୍ବାଚନ; ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କଲା ବିଜେପି, ଏଥର ଏହି ବିଧାୟକଙ୍କର କଟିଲା ଟିକେଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିଛି। ପୂର୍ବତନ ବିଜେପି ନେତା ଜଗଦିଶ ଶେଟ୍ଟାର ଯେଉଁ ହୁବ୍ବାଳି ସେଣ୍ଟ୍ରାଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଚାହୁଥିଲେ ସେଠୁ ବିଜେପି ସାଧାରଣ ସମ୍ପାଦକ ମହେଶ ତେଙ୍ଗିନାକାଇଙ୍କୁ…

ଅଫର୍ ଦେଖି ମହିଳା କଲେ ଓଠ ଅସ୍ତ୍ରୋପଚାର : ଏବେ ନିଜେ ନିଜକୁ ଚିହ୍ନି ପାରୁନାହାନ୍ତି

ଲସ୍ ଆଞ୍ଜେଲ୍ସ: ଆଜିକାଲି ସବୁ ମହିଳା ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । କିଏ ସର୍ଜରୀ କରୁଥିବା ବେଳେ ଆଉ କିଏ ଇଞ୍ଜେକ୍ସନ ନେଇଥାନ୍ତି । ନଚେତ୍ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ମମତା, କହିଲେ; ଆଇନ ସହ ଖେଳୁଛନ୍ତି ଅମିତ ଶାହା

ପଶ୍ଚିମବଙ୍ଗ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଯେ, ସମୟ ପୂର୍ବରୁ ମୋ ସରକାର ଭାଙ୍ଗି ଦେବାକୁ ଧମକ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ। ମୋ ସରକାରକୁ…

‘କର୍ଣ୍ଣାଟକ ପ୍ରଚାର’ ଚାଲିଛି ରାହୁଲ ଶୋ

ଭୁବନେଶ୍ୱର : କର୍ଣ୍ଣାଟକରେ ରାହୁଲଙ୍କ ଜୋରଦାର ପ୍ରଚାର। କୋଲାରରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ଠିକ ସେହି ଜାଗାରୁ ହିଁ ରାହୁଲ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ। ନିଜ ସଦସ୍ୟ ପଦ ରଦ୍ଦ ପାଇଁ ଚର୍ଚ୍ଚାରେ ଥିବା ରାହୁଲ ଏହାକୁ ପ୍ରମୁଖ ମୁଦ୍ଦା କରିଥିବା…