Latest Odisha News

BREAKING NEWS

Browsing Category

ଫିଚର

ଏହିସବୁ ସରକାରୀ ସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ; କଳା ଓ ବିଜ୍ଞାନରେ ନାମ ଲେଖାଇବେ ପିଲା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ଏଥି ମଧ୍ଯରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏନେଇ   ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ରାଜ୍ୟ…

ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ ଚଳାଇଛି ଇରାନ, ସାଟେଲାଇଟ ଚିତ୍ରରେ ଖୁଲାସା

ତେହେରାନ: ଇସ୍ରାଏଲ ଓ ଆମେରିକାକୁ ଲୁଚାଇ ଇରାନ ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟରେ ଲାଗିଛି । ସାଟେଲାଇନ ଚିତ୍ରରୁ ଏହି ଖୁଲାସା ହୋଇଛି । ଇରାନର ନ୍ୟୁକ୍ଲିୟର ସାଇଟଠାରୁ କିଛି ଦୂରରେ ଥିବା ପାହାଡିଆ ଅଂଚଳରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଆରମ୍ଭ ହୋଇଛି । ଆମେରିକା ଓ ଇସ୍ରାଏଲ…

ଟ୍ରକରେ ବସି ରାତିରେ ବୁଲିଲେ, ଡ୍ରାଇଭରଙ୍କ ‘ମନ କୀ ବାତ୍’ ଶୁଣିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲଙ୍କ ନୂଆ ଅବତାର । ଏବେ ଟ୍ରକ ଯାତ୍ରୀ ଭାବେ ଦେଖିବାକୁ ମିଳିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିଲ୍ଲୀରୁ ଟ୍ରକରେ ବସି ରାହୁଲ ଗାନ୍ଧୀ ଚଣ୍ଡିଗଡ ଉଦ୍ଦେଶ୍ୟରେ ବାହାରିଥିଲେ । ଅମ୍ବାଲରେ ଓହ୍ଲାଇଥିଲେ । ସେଠାରେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ ।ତାଙ୍କ…

ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବେଧଡକ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗଞ୍ଜେଇ ନିଷେଧ ଉପରେ ଏକ ଚିଠି ଲେଖିଛି। ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର…

ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ଠିକାଦାର ସ୍ୱାମୀ ବିଡିଓଙ୍କ ଦସ୍ତଖତ ଜାଲିଆତି କରି ଗିରଫ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୁଲିସ ଚିଲିକା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଯିଏକି ଜଣେ ଠିକାଦାର ତାଙ୍କ ବିରୋଧରେ ଆଇପିସିର ଧାରା ୪୨୦ରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଦସ୍ତଖତ ଜାଲିଆତି କରି ଠିକାଦାର ୧୫ ଲକ୍ଷ…

ଆଜି ଜଳୁଛି ରାଜଧାନୀ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର: ଆଜି ଜଳୁଛି ରାଜଧାନୀ ।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ଡ଼ିଗ୍ରୀ ଛୁଇଁଛି । ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି ।  ଆଜି ଦିନର ଆଦ୍ରତା ୩୧%  ରେକର୍ଡ କରାଯାଇଛି ।  ଆଜି ଦିନ ସାଢେ ୧୧ଟା ସୁଦ୍ଧା ୬ ସହରର ତାପମାତ୍ରା ୩୫ ଡିଗ୍ରୀ…

ମୁମ୍ବାଇରେ ବିସ୍ଫୋରଣର ମିଥ୍ୟା ଧମକ ଦେଇ ଯୁବକ ଗିରଫ

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇ ପୋଲିସ ବିସ୍ଫୋରଣ ଧମକ ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ସେ ଟୁଇଟରରେ ମୁମ୍ବାଇକୁ ବିସ୍ଫୋରଣ କରି ଉଡାଇଦେବି ବୋଲି ଲେଖିଥିଲା । ଏହି ପୋଷ୍ଟ ପୋଲିସର ନିଦ ହଜେଇ ଦେଇଥିଲା । ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି…

ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ 'ଗୋଲଡେନ ବାବା' ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍ ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ…

ଜମିଜମା ବିବାଦରୁ ହତ୍ୟା: ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର

ବରଗଡ: ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ସମ୍ପର୍କୀୟ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଘଟିଛି ହତବାକ କରିଦେଲା ଭଳି ଏହି ଘଟଣା।ମୃତକମାନେ ହେଲେ ଗୁରୁଦେବ ବାଗ୍, ତାଙ୍କ…

କଶ୍ମୀରରେ ଜି-୨୦ର ସଫଳତା ଦେଖି ରାଗିଗଲା ପାକିସ୍ତାନ; ୟୁରୋପୀୟ ଦେଶ ଉପରେ ବର୍ଷିଲେ ବିଲାବଲ

ନୂଆଦିଲ୍ଲୀ: କଶ୍ମୀରର ଶ୍ରୀନଗରେ ସୋମବାର ଜି-୨୦ ଟୁରିଜିମ ୱର୍କିଂ  ଗ୍ରୁପର ତିନି ଦିବସୀୟ ବୈଠକ ଚାଲିଛି । ଏହି ବୈଠକରେ ସଦସ୍ୟ ଦେଶ ଭାଗ ନ ନେବା ପାଇଁ ପାକିସ୍ତାନର ଶତଚେଷ୍ଟା  ବିଫଳ ହୋଇଛି ।  ବୈଠକ ସଫଳତାର ସହ ଆଗେଇ ଚାଲିଛି । ଦୁଇ-ଚାରୋଟି ଦେଶକୁ ବାଦ ଦେଲେ ସବୁ ପ୍ରମୁଖ ଦେଶ…