Latest Odisha News

BREAKING NEWS

Browsing Category

ଫିଚର

ଚାଲିଛି ୨୦୦୦ ଟଙ୍କିଆ ନୋଟ୍ ବଦଳି, ଏସବିଆଇର ୮୯୦ଟି ଶାଖାରେ ବ୍ୟବସ୍ଥା

ଭୁବନେଶ୍ୱର: ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରତ୍ୟାହାର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶ ଦେଇଛି। ଆଜିଠୁ ଲୋକମାନେ ନିଜ ପାଖରେ ରଖିଥିବା ଏହି ବଡ ନୋଟକୁ ବଦଳାଇପାରିବେ। ତେଣୁ ଓଡ଼ିଶା ସମେତ ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କରେ ଲୋକଙ୍କ…

ମେକ୍ସିକୋରେ ଉଦଗୀରଣ ହେଲା ସବୁଠାରୁ ଭୟଙ୍କର ଆଗ୍ନେୟଗିରି

ମେକ୍ସିକୋ ସିଟି: ମେକ୍ସିକୋର ସବୁଠାରୁ ଭୟଙ୍କର ଜ୍ୱାଳାମୁଖୀ ପୁନର୍ବାର ଉଦଗୀରଣ ହୋଇଛି । ସେଂଟ୍ରାଲ ମେକ୍ସିକୋରେ ଥିବା ପପୋକେଟପେଟଲ ନାମକ ଏହି ଆଗ୍ନେୟଗିରି ଉଦଗୀରଣ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଆଲର୍ଟ ଜାରୀ କରାଯାଇଛି । ସ୍କୁଲ ଓ ପାର୍କ ବନ୍ଦ କରାଯାଇଥିବା ବେଳେ ଏହା ଉପରେ ଯିବାକୁ…

ପୂଜାପାଣି ଛିଞ୍ଚି ଦେବାରୁ ମା’କୁ କଟୁରୀରେ ହାଣିଦେଲା ପୁଅ

ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ ସାନପୁଅ ଅଂଶୁମାନ ଓରଡଫ ହାପିନା । ସକାଳୁ…

କୋହଲି ଆଘାତପ୍ରାପ୍ତ, ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ବିରାଟ କୋହଲି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆଘାତପ୍ରାପ୍ତ ହୋଇଛନ୍ତି । ଫଳରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତାଙ୍କ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ଗୁଜରାଟ ବିପକ୍ଷ ମ୍ୟାଚରେ ପରାଜିତ ହୋଇ ବାଙ୍ଗାଲୋର…

ଚେନ୍ନାଇ-ଗୁଜରାଟ ଆଇପିଏଲ ପ୍ଲେ ଅଫ ଆଜି

ଚେନ୍ନାଇ: ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର ସନ୍ଧ୍ୟାରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ଗତ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅପରପକ୍ଷରେ ପରାଜିତ ଟିମକୁ ଆଉ ଏକ…

୧୮ ବର୍ଷ ପରେ ଭୋଟର ତାଲିକାରେ ଆପେ ଆପେ ଚଢିଯିବ ନାଁ; ଖୁବଶୀଘ୍ର ଆସୁଛି ବିଲ୍

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଜନଗଣନାକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଶାହ କହିଛନ୍ତି, ସରକାର ସଂସଦରେ ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାର ଯୋଜନା ରହିଛି । ସୋମବାର ଗୃହମନ୍ତ୍ରୀ ଅମିତ ଶାହ ରେଜିଷ୍ଟ୍ରାର…

ଆଉ ନାହାନ୍ତି ବ୍ଲକବଷ୍ଟର RRRର ଖଳନାୟକ

ମୁମ୍ବାଇ: ଡାଇରେକ୍ଟର ଏସଏସ ରାଜମୌଳୀଙ୍କ ବ୍ଲକ ବଷ୍ଟର ଫିଲ୍ମ RRRର ଖଳନାୟକ ରେ ଷ୍ଟିବନସନ (Ray Stevenson)  ଆଉ ନାହାନ୍ତି ।  ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ମେ’ ୨୫ ତାରିଖ ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ ।   ରେ’ଙ୍କ  ପିଆର ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ…

ଜମିବାଡି ପାଇଁ ଭାଇ ଭୁଲିଗଲା ରକ୍ତ ସମ୍ପର୍କ; ପରିବାରର ୪ ଜଣଙ୍କୁ ହତ୍ୟା କଲା

ବରଗଡ: ଦିନେ ଥିଲା ଭାଇ  । ହେଲେ ଆଜି ସେ ସାଜିଲା ଯମ । ଭୁଲିଗଲା ରକ୍ତର ସମ୍ପର୍କ । ଭୁଲିଗଲା ମାନବିକତା । ସ୍ନହ ଶ୍ରଦ୍ଧା ଭଲପାଇବାଠାରୁ ବଡ ହେଲା  ଜମି । କେତେହାତ ଜମି ପାଇଁ ଭାଇର ବଂଶ ବୁଡାଇ ଦେଲା ଭାଇ । ଏମିତି ଦୁଃଖଦ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ।…

ଖୁବଶୀଘ୍ର ବିଜେପି ବିରୋଧୀ ଦଳ ବୈଠକର ତାରିଖ ଏବଂ ସ୍ଥାନ ଘୋଷଣା ହେବ: ଜେଡିୟୁ

ନୂଆଦିଲ୍ଲୀ: ବିରୋଧୀ ଏକତା ଦିଗରେ ନିଜର ପ୍ରୟାସ ଜାରି ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଏହି କ୍ରମରେ ସୋମବାର ଦିଲ୍ଲୀରେ ପହଞ୍ଚିକଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ନୀତୀଶ। ଏହି ଅବସରରେ ବିହାରର…

ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଉପରେ ପ୍ରହାର କରିବ ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳ?

ଭୁବନେଶ୍ୱର: ରାଜ୍ୟ ସରକାରର ମନ୍ତ୍ରିମଣ୍ଡଳରେ ହୋଇଥିବା ଅଦଳବଦଳ ଭାରତୀୟ ଜନତା ପାର୍ଟିକୁ ପ୍ରତିହତ କରିବା ଏବଂ ୨୦୨୪ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତିରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ରଣନୀତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।…