Latest Odisha News

BREAKING NEWS

Browsing Category

ଫିଚର

ଛେନା ଦର ବୃଦ୍ଧିକୁ ପ୍ରତିବାଦ କରି ପାହାଳରେ ବ୍ୟବସାୟୀଙ୍କ ବନ୍ଦ ପାଳନ

ଭୁବନେଶ୍ୱର: ବିଭିନ୍ନ ମିଠା ତିଆରିରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବହନ କରୁଥିବା ଛେନା ଦର ବୃଦ୍ଧି ପ୍ରତିବାଦରେ ପାହାଳ ମିଠା ବ୍ୟବସାୟୀ ସଙ୍ଘ ପକ୍ଷରୁ ତିନିଦିନିଆ ବନ୍ଦ ପାଳନ କରାଯାଇଛି। ମଙ୍ଗଳବାରଠୁ ପୁଣି ବ୍ୟବସାୟ ଆରମ୍ଭ କରିବା ସହ ମିଠା ବିକ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ନୂଆ ମନ୍ତ୍ରୀଙ୍କ ଶପଥ ପରେ ବି ଅସ୍ପଷ୍ଟ କିଏ ହେବେ ନୂଆ ବାଚସ୍ପତି, ଫୋନ କଲକୁ ଅନେକଙ୍କ ଅପେକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ପ୍ରସାଦ ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ। ଗତକାଲି ବିଳମ୍ବିତ ରାତିରେ ତିନି ବରିଷ୍ଠ…

କମିସନରେଟ୍ ପୁଲିସର ବଡ଼ ସଫଳତା, କୁଖ୍ୟାତ ‘ବାଓ୍ୱରିଆ ଗ୍ୟାଙ୍ଗ’ର ପର୍ଦ୍ଦାଫାଶ

ଭୁବନେଶ୍ୱର: କମିସନରେଟ୍ ପୁଲିସ କୁଖ୍ୟାତ 'ବାଓ୍ୱରିଆ ଗ୍ୟାଙ୍ଗ'ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ଆସିଥିବା ଏକ ଯାଯାବର ବଂଶ ହେଉଛି ଏହି ବାଓ୍ୱରିଆ ଗ୍ୟାଙ୍ଗ। ବିଭିନ୍ନ ସ୍ଥାନରେ ହେଉଥିବା ସଙ୍ଗଠିତ ଅପରାଧ ବିରୋଧରେ ଲଢ଼େଇରେ ସୋମବାର ଏହି ଗିରଫଦାରୀ ପୋଲିସର ଏକ ସଫଳ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ, ମୟୂରଭଞ୍ଜରେ ବିଜେପିର ବନ୍ଦ ପାଳନ

ବାରିପଦା: ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଜୁଳିକାଟକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ଆହ୍ୱାନ କ୍ରମେ ସୋମବାର ମୟୂରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।…

ମାର୍ଶାଘାଇରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ମିଳିଲା ସନ୍ଧାନ

କେନ୍ଦ୍ରାପଡା: ମାର୍ଶାଘାଇରେ ସମ୍ଭାବ୍ୟ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଣ୍ଡାରର ଅନୁଧ୍ୟାନ ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଏଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଚିହ୍ନଟ ହୋଇଥିବା ଅଞ୍ଚଳରେ ଜମି ଲିଜ୍ ଦେବା ପାଇଁ ପିଏସୟୁ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…

ଶିମିଳିପାଳରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ପ୍ରାଣ ହରାଇଲେ ବନ ସଂରକ୍ଷକ

ବାରିପଦା: ଶିମିଳିପାଳ ପିଠାବଟା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଉଁଶଖାଳ ବିଟରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ଗୁରୁତର। ନିତିଦିନିଆ ପାଟ୍ରୋଲିଂ ସମୟରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ବନବିଭାଗକୁ ଚକିତ କରିଦେଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଫରେଷ୍ଟ ଗାର୍ଡ ଡ୍ୟୁଟିରେ…

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ୧୭ଟି ଭିନ୍ନ ଭିନ୍ନ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ମୁଖ୍ୟତଃ ପଶ୍ଚିମାଞ୍ଚଳରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସନ୍ଧ୍ୟା ବୁଲେଟିନରୁ…

କଣ୍ଟେନରରେ ବେଆଇନ୍ ଚାଲାଣ ବେଳେ ଉଦ୍ଧାର ହେଲା ୧୧୯ କଇଁଛ, ଜଣେ ଗିରଫ

ନବରଙ୍ଗପୁର: ରାଜ୍ୟରେ ନବରଙ୍ଗପୁର ଜିଲ୍ଲାରେ ଏକ ସଫଳ ଅଭିଯାନରେ ବନ କର୍ମଚାରୀମାନେ ମୋଟ ୧୧୯ କଇଁଛଙ୍କୁ ଉଦ୍ଧାର କରିବା ସହ କଇଁଛ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସୋମବାର ଉମରକୋଟ ଅଞ୍ଚଳରେ ବନ କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଥିବା…

ଏଣିକି ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ଅନଲାଇନ୍ ସ୍ପଟ୍ ଆଡମିଶନ ପ୍ରକ୍ରିୟା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟରେ ଯୁକ୍ତ ଦୁଇ, ଆଇଟିଆଇ, ଡିପ୍ଲୋମା ପାଠ୍ୟକ୍ରମ ପାଇଁ ସ୍ପଟ୍ ଆଡମିଶନ ପ୍ରକ୍ରିୟା ଅନଲାଇନରେ କରାଯିବ। ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଜାରି କରିଥିବା ବିଜ୍ଞପ୍ତିରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଅନଲାଇନ୍…

ବିଲେଇ ହେଲା ଷ୍ଟେସନ ମାଷ୍ଟର , କାହିଁକି ଦିଆଗଲା ଏତେ ବଡ ପୋଷ୍ଟ ଜାଣନ୍ତୁ

ତାଇୱାନ: ସାଧାରଣତଃ ଦେଖାଯାଏ କିଛି ପଶୁ ମଣିଷ ସହିତ ରହିବାକୁ ପସନ୍ଦ କରିଥାନ୍ତି । ସେଥିମଧ୍ୟରୁ କୁକୁର ଏବଂ ବିଲେଇ ହେଉଛନ୍ତି କେବଳ ମଣିଷର ବନ୍ଧୁ । ମଣିଷ ସେମାନଙ୍କୁ ପରିବାର ସଦସ୍ୟ ବା ନିଜ ପିଲା ପରି ଯତ୍ନ ନେଇଥାନ୍ତି । ଯେତେବେଳେ ସେମାନେ ବାହାରକୁ ଯାଆନ୍ତି, ସେତେବେଳେ ସେ ପଶୁକୁ…